ରାୟଗଡା ରେଳ ଷ୍ଟେସନ ନିକଟରୁ ଗଞ୍ଜେଇ ଜବତ, ଡିଲର ଗିରଫ Shaksi News Mar 22, 2025 ରାୟଗଡା ରେଳ ଷ୍ଟେସନ ନିକଟରୁ ଜଣେ ବ୍ୟକ୍ତିଙ୍କଠାରୁ ୨୧ କିଲୋ ଗଞ୍ଜେଇ ଜବତ କରିଛି ଅବକାରୀ ବିଭାଗ ଏବଂ ଅଭିଯୁକ୍ତଙ୍କୁ ଗିରଫ କରିଛି ।…