ଯୁବରାଜଙ୍କ ପରି ୬ଟି ଛକା ମାରିବାକୁ ଚାହୁଁଥିଲି: ସୂର୍ଯ୍ୟକୁମାର Shaksi News Sep 3, 2022 0 ସୂର୍ଯ୍ୟକୁମାର କହିଥିଲେ ମୁଁ ଚେଷ୍ଟା କରୁଥିଲି କିନ୍ତୁ ହୋଇପାରିଲାନି......
ପାଇଲଟଙ୍କ ହରତାଳ ଯୋଗୁ ୮ଶହ ଫ୍ଲାଇଟ୍ ବାତିଲ Shaksi News Sep 3, 2022 0 ପାଇଲଟ ସଂଘ ବେତନ ବୃଦ୍ଧିକୁ ମଞ୍ଜୁରି ନ ମିଳିବାରୁ ଏହି ଦିନିକିଆ ହରତାଳ ଡାକରା ଦେଇଥିଲେ.....
କିଶୋର କୁମାରଙ୍କ ଘରେ ରେଷ୍ଟୁରାଣ୍ଟ ଖୋଲିବେ କୋହଲି Shaksi News Sep 3, 2022 0 କୋହଲି କ୍ରିକେଟ ସହ ତାଙ୍କ ଅନ୍ୟ ବ୍ୟବସାୟ ମଧ୍ୟ ବଢ଼ାଇବାରେ ଲାଗିଛନ୍ତି......
ୟୁଏସ ଓପନରେ ସେରେନା ପିନ୍ଧିଲେ ୪୦୦ ହୀରା ଖଚିତ ଜୋତା Shaksi News Sep 3, 2022 0 ସେରେନା ଏହି ମ୍ୟାଚକୁ ନେଇ ଚର୍ଚ୍ଚାରେ ଥିବା ବେଳେ ସେ ପିନ୍ଧିଥିବା ଜୋତା ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି.....
ଗଙ୍ଗା ନଦୀରେ ଡଙ୍ଗା ଓଲଟି ୨ ମୃତ Shaksi News Sep 3, 2022 0 ତେଣୁ ଗାଁ ଲୋକଙ୍କୁ ସୁରକ୍ଷିତ ଜାଗାକୁ ସ୍ଥାନାନ୍ତର କରିବା ପାଇଁ ପ୍ରଶାସନ ପକ୍ଷରୁ ଡଙ୍ଗା ଯୋଗାଇ ଦିଆଯାଇଛି.....
ଦିଶାଙ୍କ ସହ ରିଲେସନସିପ୍କୁ ନେଇ ଟାଇଗରଙ୍କ ସ୍ପଷ୍ଟୀକରଣ Shaksi News Sep 3, 2022 0 ଉଭୟଙ୍କ ସହ ତାଙ୍କ ସମ୍ପର୍କ ବିଷୟରେ ଖୋଲାଖୋଲି ଭାବେ କହିଥିଲେ.....
ବିନା ମେକଅପରେ ର୍ୟାମ୍ପକୁ ଓହ୍ଲାଇ ଇତିହାସ ରଚିଲେ ମେଲିସା Shaksi News Sep 3, 2022 0 ତାଙ୍କର ଏହି ନିଷ୍ପତ୍ତି ଅନ୍ୟ ପ୍ରତିଯୋଗୀଙ୍କ ହୃଦୟ ଜିଣିଛି......
ଭାରତ ଆସିବେ ବାଂଲାଦେଶ ପ୍ରଧାନମନ୍ତ୍ରୀ ହସିନା Shaksi News Sep 3, 2022 0 ପ୍ରଧାନମନ୍ତ୍ରୀ ହସିନା ନିଜ ଗସ୍ତ ସମୟରେ ଭାରତର ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତିଙ୍କୁ ଭେଟିବେ.....
ଟିମ୍ ଇଣ୍ଡିଆକୁ ଝଟ୍କା: ଏସିଆ କପରୁ ବାଦ ପଡିଲେ ଜାଡେଜା Shaksi News Sep 3, 2022 0 ଏସିଆ କପ୍ ପାଇଁ ଅକ୍ଷର ପଟେଲଙ୍କୁ ଷ୍ଟାଣ୍ଡବାଏରେ ରଖାଯାଇଥିଲା....