ପ୍ରଥମ ଟେଷ୍ଟରେ ଭାରତର ଦମଦାର ପ୍ରଦର୍ଶନ Shaksi News Mar 5, 2022 0 ମୋହାଲି : ମୋହାଲିରେ ଅନୁଷ୍ଠିତ ହୋଇଥିବା ଭାରତ-ଶ୍ରୀଲଙ୍କା ମଧ୍ୟରେ ପ୍ରଥମ ଟେଷ୍ଟରେ ଭାରତର ଦମଦାର ପ୍ରଦର୍ଶନ ରହିଛି । ପ୍ରଥମ ଦିନ ଖେଳ…
ୟୁକ୍ରେନ ଜାଣିଶୁଣି ବିଦେଶୀ ନାଗରିକଙ୍କୁ ବନ୍ଧକ ରଖୁଛି: ପୁଟିନ Shaksi News Mar 5, 2022 0 ନୂଆଦିଲ୍ଲୀ : ରୁଷ-ୟୁକ୍ରେନ ମଧ୍ୟରେ ଘୋମାଘୋଟ ଲଢେଇ ଜାରି ରହିଛି । ଏହି ଭୟଙ୍କର ଯୁଦ୍ଧ ପରିସ୍ଥିତି ପାଇଁ ଉଭୟ ପରସ୍ପରକୁ ଦୋଷ ଲଦୁଛନ୍ତି…
୧୦୦ ତମ ଟେଷ୍ଟରେ ବିରାଟଙ୍କୁ ସ୍ୱତନ୍ତ୍ର ସମ୍ମାନ Shaksi News Mar 5, 2022 0 ନୂଆଦିଲ୍ଲୀ : ଭାରତୀୟ ଦଳର ପୂର୍ବତନ ଅଧିନାୟକ ବିରାଟ କୋହଲି ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚରେ ଏକ ବଡ ରେକର୍ଡ ହାସଲ କରିଛନ୍ତି…
ୟୁରୋପର ସବୁଠୁ ବଡ ପରମାଣୁ ପ୍ଲାଣ୍ଟରେ ରୁଷର ଆକ୍ରମଣ Shaksi News Mar 5, 2022 0 ନୂଆଦିଲ୍ଲୀ: ୟୁରୋପର ସବୁଠୁ ବଡ ପରମାଣୁ ପ୍ଲାଣ୍ଟ ଉପରେ ରୁଷ ଆକ୍ରମଣ କରିଛି । ୟୁକ୍ରେନର ଜାପୋରିଝରିଆ ନିକଟରେ ଥିବା ୟୁରୋପର ସବୁଠାରୁ ବଡ…
ରୁଷର ଦାବି : ଭାରତୀୟ ଛାତ୍ରଙ୍କୁ ବନ୍ଧକ ରଖି ଢାଲ କରୁଛି ୟୁକ୍ରେନ Shaksi News Mar 4, 2022 0 ନୂଆଦିଲ୍ଲୀ : ରୁଷ-ୟୁକ୍ରେନ ମଧ୍ୟରେ ଘୋମାଘୋଟ ଲଢେଇ ଅଷ୍ଟମ ଦିନରେ ପହଞ୍ôଚଛି । ଏହାରି ମଧ୍ୟରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ…
ଆଜିଠୁ ଭାରତ-ଶ୍ରୀଲଙ୍କା ଟେଷ୍ଟ ସିରିଜ Shaksi News Mar 4, 2022 0 ଚଣ୍ଡୀଗଡ଼ : ଭାରତ-ଶ୍ରୀଲଙ୍କା ପ୍ରଥମ ଟେଷ୍ଟ ଆଜିଠାରୁ ଆରମ୍ଭ ହେବାକୁ ଯାଉଛି । ଉଭୟ ଦଳ ନେଟ୍ସରେ ଘଣ୍ଟା ଘଣ୍ଟା ଅଭ୍ୟାସ କରୁଛନ୍ତି ।…
ଆଗକୁ ତାଇୱାନ ଦେଖିବ ଯୁଦ୍ଧ: ଡୋନାଲ୍ଡ ଟ୍ର Shaksi News Mar 4, 2022 0 ନୂଆଦିଲ୍ଲୀ : ରୁଷ-ୟୁକ୍ରେନ ମଧ୍ୟରେ ଘୋମାଘୋଟ ଲଢେଇ ଅଷ୍ଟମ ଦିନରେ ପହଞ୍ôଚଛି । ରୁଷ ଆକ୍ରମଣରେ ୟୁକ୍ରେନର ବଡ ବଡ ସହରର ଛାରଖାର ହେବାରେ…
ଏହି ଦେଶରେ ଚିନ୍ତା ବଢାଉଛି କୋଭିଡର ପଞ୍ଚମ ଲହର! Shaksi News Mar 4, 2022 0 ନୂଆଦିଲ୍ଲୀ : ସାରା ଦେଶରେ ଏବେ କୋଭିଡ ସଂକ୍ରମଣ ଦ୍ରୁତ ଗତିରେ ହ୍ରାସ ପାଉଥିବାବେଳେ ହଂକଂରେ ଏବେ ଭୟର ବାତାବରଣ ଖେଳାଉଛି କୋଭିଡର ପଞ୍ଚମ…
ହସ୍ପିଟାଲରେ ରଣଦୀପ Shaksi News Mar 4, 2022 0 ମୁମ୍ବାଇ: ବଲିଉଡ ଅଭିନେତା ରଣଦୀପ ହୁଡ୍ଡା ହସ୍ପିଟାଲରେ ଆଡମିଟ ହୋଇଛନ୍ତି । ତାଙ୍କ ଆଣ୍ଠୁରେ ଏକ ଅସ୍ତ୍ରୋପଚାର ହୋଇଛି । ରଣଦୀପ ତାଙ୍କ…
ଭାରତକୁ ଷ୍ଟ୍ରାଟେଜିକ ପାର୍ଟନର କହିଲେ ରୁଷ ରାଷ୍ଟ୍ରଦୂତ Shaksi News Mar 4, 2022 0 ନୂଆଦିଲ୍ଲୀ : ରୁଷ-ୟୁକ୍ରେନ ମଧ୍ୟରେ ଘୋମାଘୋଟ ଲଢେଇ ଅଷ୍ଟମ ଦିନରେ ପହଞ୍ôଚଛି । ଭାରତରେ ଅବସ୍ଥାପିତ ରୁଷିଆ ରାଷ୍ଟ୍ରଦୂତ ଓଲିପୋଭ ଭାରତକୁ…