ମାସ୍କ ପିନ୍ଧିଲେ ହେବନି ଲକଡାଉନ! Shaksi News Jan 10, 2022 0 ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବଢିବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ଦେଢ଼ ଲକ୍ଷରୁ ଅଧିକ ପଜିଟିଭ!-->…
ନୂଆବର୍ଷରୁ ବଢିବ ସିଲିଣ୍ଡର ମୂଲ୍ୟ! Shaksi News Dec 30, 2021 0 ନୂଆଦିଲ୍ଲୀ : ନୂଆବର୍ଷରୁ ଗ୍ରାହକଙ୍କୁ ଝଟକା ଲାଗିପାରେ । ଏଲପିଜି ସିଲିଣ୍ଡର ମୂଲ୍ୟ ବଢିବାର ଆଶଙ୍କା ରହିଛି । ସୂଚନା ଥାଉକି ପ୍ରତ୍ୟେକ!-->…
କଫ ସିରପ ପିଇ ୩ ଶିଶୁଙ୍କ ମୃତ୍ୟୁ ସହ ୧୩ ଗୁରୁତର Shaksi News Dec 23, 2021 0 ନୂଆଦିଲ୍ଲୀ: କଫ ସିରପ ପିଇ ୩ ଜଣ ଶିଶୁ ମୃତ୍ୟୁବରଣ କରିବା ସହ ୧୩ ଜଣ ଗୁରୁତର ହୋଇଛନ୍ତି । ଏହି ଘଟଣା ଦିଲ୍ଲୀ ସରକାର ଗଠନ କରିଥିବା!-->…
ଫେବୃଆରୀରେ ପିକରେ ରହିବ ସଂକ୍ରମଣ Shaksi News Dec 23, 2021 0 ନୂଆଦିଲ୍ଲୀ: ଦେଶରେ ଆସନ୍ତାବର୍ଷ ଆରମ୍ଭରେ ଓମିକ୍ରନ ଯୋଗୁ କରୋନାର ତୃତୀୟ ଲହର ଆସିପାରେ । ଆଉ ଫେବୃଆରୀରେ ପିକରେ ରହିବ ତୃତୀୟ ଲହର ।!-->…
ବ୍ୟାଚଲର ପାର୍ଟିରେ ନଜର ଆସିଲେ ମୌନି ରୟ Shaksi News Dec 23, 2021 0 ନୂଆଦିଲ୍ଲୀ : ବଲିଉଡ ଅଭିନେତ୍ରୀ ମୌନି ନିକଟରେ ତାଙ୍କର କିଛି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଅଭିନେତ୍ରୀ!-->…
ଚିକିତ୍ସା ଅହବେଳାରୁ ୩୦%ରୁ ଅଧିକ ମୃତ୍ୟୁ ହୋଇଛି: ନୀତି ଆୟୋଗ Shaksi News Dec 23, 2021 0 ନୂଆଦିଲ୍ଲୀ : ଦେଶର ସ୍ୱାସ୍ଥ୍ୟ ସେବା ଅବ୍ୟବସ୍ଥା ଜାରି ରହିଛି ବୋଲି ଏମସ୍ ଓ ନୀତି ଆୟୋଗଙ୍କ ରିପୋର୍ଟ । ରିପୋର୍ଟରେ କୁହାଯାଇଛି ଯେ,!-->…
ମିଜୋରାମରେ ଭୂକମ୍ପ Shaksi News Dec 14, 2021 0 ନୂଆଦିଲ୍ଲୀ : ମିଜୋରାମରେ ୬.୧ ତୀବ୍ରତାରେ ଭୂକମ୍ପ ଅନୁଭତି ହୋଇଛି । ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି (ଏନସିଏସ୍) ଅନୁଯାୟୀ ଏହି!-->…
ଚୁଇଂଗମ୍ ରୋକିବ କୋଭିଡ ସଂକ୍ରମଣ Shaksi News Dec 11, 2021 0 ନୂଆଦିଲ୍ଲୀ: ଖୁବ୍ଶୀଘ୍ର ବଜାରକୁ ଆସିବ ଚୁଇଂଗମ୍ । ଯାହା କୋଭିଡ ଭାଇରସକୁ ମାତ ଦେବ । ଏନେଇ ଆମେରିକା ପେନସିଲଭାନିଆ ବିଶ୍ୱବିଦ୍ୟାଳୟର!-->…
ଓମିକ୍ରନକୁ ଦୃଷ୍ଟିରେ ରଖି ଲାଗିଲା କଟକଣା Shaksi News Dec 11, 2021 0 ନୂଆଦିଲ୍ଲୀ : ସାରା ଦେଶରେ ବଢୁଥିବା କରୋନାର ନୂଆ ଭାରିଆଣ୍ଟ ଓମିକ୍ରନକୁ ଦୃଷ୍ଟିରେ ରଖି ଲକ୍ଷେ୍ନøରେ ୧୪୪ ଧାରା ଜାରି କରାଯାଇଛି ।!-->…
ବନ୍ଦ ହେଲା ଚାଷୀ ଆନ୍ଦୋଳନ Shaksi News Dec 11, 2021 0 ନୂଆଦିଲ୍ଲୀ : ଦୀର୍ଘବର୍ଷରୁ ଦିଲ୍ଲୀ ରାଜରାସ୍ତାରେ ଜାରି ରହିଥିବା ଚାଷି ଆନ୍ଦୋଳନ ସମାପ୍ତ ହୋଇଛି । ଏହି ଆନ୍ଦୋଳନ ଉଗ୍ରରୂପ ହେବା ପରେ!-->…