ପ୍ରଧାନମନ୍ତ୍ରୀଙ୍କ ପୁଣି ମାଗଣା ରାସନ ଯୋଜନା Shaksi News Mar 28, 2022 0 ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକରେ ଏକ ବଡ ନିଷ୍ପତ୍ତି ନିଆଯାଇଛି । ମାଗଣା ରାସନ ବ୍ୟବସ୍ଥା…
ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା Shaksi News Mar 28, 2022 0 ନୂଆଦିଲ୍ଲୀ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପ ଦଳର ସଭାପତି ଅରବିନ୍ଦ କେଜ୍ରରିୱାଲ ସରକାର ୨୦୨୨-୨୦୨୩ ବର୍ଷ ପାଇଁ ବଜେଟ ଉପସ୍ଥାପନ…
ମାନସ ସ୍ୱାଇଁ ହତ୍ୟାକାଣ୍ଡ : ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତ ଗିରଫ Shaksi News Mar 28, 2022 0 ଭୁବନେଶ୍ୱର : ମାନସ ସ୍ୱାଇଁ ହତ୍ୟା କାଣ୍ଡର ମାଷ୍ଟର ମାଇଣ୍ଡ ଶର୍ମିଷ୍ଠା ରାଉତ ଗିରଫ ହୋଇଛନ୍ତି । ଭଦ୍ରକ ପୋଲିସ ଶର୍ମିଷ୍ଠା ରାଉତ ଓ ଝୁନା…
ପଶ୍ଚିମବଙ୍ଗକୁ ରାଷ୍ଟ୍ରପତି ଶାସନ ଦରକାର: ରୂପା ଗାଙ୍ଗୁଲୀ Shaksi News Mar 28, 2022 0 ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ବୀରଭୂମ ହିଂସାକାଣ୍ଡକୁ ନେଇ ଆଜି ରାଜ୍ୟସଭାରେ ଜୋରଦାର ହଙ୍ଗାମା ହୋଇଛି । ବିଜେପି ସାଂସଦ ରୂପା ଗାଙ୍ଗୁଲୀ ଏହି…
ପୌର ନିର୍ବାଚନରେ ୪୮% ଭୋଟ୍ ମିଳିଥିବାବେଳେ, ବିଜେପିକୁ ୨୯%,କଂଗ୍ରେସକୁ ୧୨%, ସ୍ବାଧୀନ… Shaksi News Mar 28, 2022 0 ଭୁବନେଶ୍ୱର: ପୌର ନିର୍ବାଚନରେ ବିଜେଡି ୩ଟି ଯାକ ମେୟର ପଦବି, ୭୩ଟି ପୌରାଧ୍ୟକ୍ଷ, ୧୧୭୫ଟି କାଉନସିଲର, ୧୧୬ଟି କର୍ପୋରେଟର ପଦବି…
ଅର୍ଥନୀତି ପରିଚାଳନା କ୍ଷେତ୍ରରେ ଓଡ଼ିଶା ଦେଶରେ ଏକ ନମ୍ବର ରାଜ୍ୟ Shaksi News Mar 28, 2022 0 ଭୁବନେଶ୍ବର: ଅର୍ଥନୀତି ପରିଚାଳନା କ୍ଷେତ୍ରରେ ଓଡ଼ିଶା ଦେଶରେ ଏକ ନମ୍ବର ରାଜ୍ୟ। ଏହା କହିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ। ସେ…
କାଳିଆ ଯୋଜନାର ଅବଧିକୁ ବୃଦ୍ଧି କଲେ ରାଜ୍ୟ ସରକାର Shaksi News Mar 28, 2022 0 ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ପକ୍ଷରୁ କୃଷକଙ୍କୁ ପ୍ରଦାନ କରାଯାଉଥିବା କାଳିଆ ଯୋଜନାର ଅବଧିକୁ ବୃଦ୍ଧି କରାଯାଇଛି । ଗତ ୨୦୧୯ ମସିହା…
ଆଜି ପୁଣି ବଢ଼ିଲ। ପେଟ୍ରେ।ଲ ଡିଜେଲ ଦର Shaksi News Mar 28, 2022 0 ନୂଆଦିଲ୍ଲୀ: ଆଜି ପୁଣି ବଢ଼ିଲ। ପେଟ୍ରେ।ଲ ଡିଜେଲ ଦର । ୭ମ ଦିନରେ ଷଷ୍ଠ ଥର ପାଇଁ ପୁଣି ତୈଳ ଦର ଦେଶରେ ବୃଦ୍ଧି କରାଯାଇଛି । ଲଗ।ତର ୫ମ…
ପୁରୁଣା ମାମଲାରେ ଦିଗବିଜୟଙ୍କୁ ଜେଲ ଦଣ୍ଡ Shaksi News Mar 28, 2022 0 ନୂଆଦିଲ୍ଲୀ: କଂଗ୍ରେସର ବରିଷ୍ଠ ନେତା ଦିଗବିଜୟ ସିଂହ, ପୂର୍ବତନ ସାଂସଦ ପ୍ରେମଚନ୍ଦ୍ର ଗୁଡୁଙ୍କ ସମେତ ମୋଟ ୬ ଜଣ ଅଭିଯୁକ୍ତଙ୍କୁ ଏକ ବର୍ଷ…
ରାଜ୍ୟରୁ ୨୪ ଘଣ୍ଟାରେ ଚିହ୍ନଟ ହେଲେ ୪୩ କୋଭିଡ୍ ପଜିଟିଭ୍ Shaksi News Mar 28, 2022 0 ଭୁବନେଶ୍ୱର: ରାଜ୍ୟରେ ଦୈନିକ କୋଭିଡ୍ ସଂକ୍ରମଣ କ୍ରମଶଃ ହ୍ରାସ ପାଇବାରେ ଲାଗିଛି । ତେଣୁ ପରିସ୍ଥିତିକୁ ଦୃଷ୍ଟିରେ ରଖି ସ୍କୁଲ, କଲେଜ ଓ…