ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ By Shaksi News Last updated Jul 30, 2021 0 ନାକଟିଦେଉଳ, (ଏସ୍ ନ୍ୟୁଜ): ନାକଟିଦେଉଳ ଥାନା ଗଦାଧରପୁରର ଖଳବଳା ନାଳ ପାଖ ଏକ ବରଗଛରେ ଜନୈକ ଯୁବକର ମୃତଦେହ ଝୁଲୁଥିବାର ପୋଲିସ୍ ସୂତ୍ରରୁ ଜଣା ପଡିଛି । ପ୍ରକାଶ ଯେ, ନାକଟିଦେଉଳ ଥାନା ବାଟଗାଁ ପଞ୍ଚାୟତର ଗଦାଧରପୁର ଗ୍ରାମର କାଳିଚରଣ ପଣ୍ଡା (୨୭) ଦୁଇ ଦିନ ହେଲା ନିଖୋଜ ଥିଲେ । Continue Reading 0 Share