ନୂଆଦିଲ୍ଲୀ: ଟୋକିଓ ଅଲମ୍ପିକରେ କାଂସ୍ୟ ପଦକ ଜିତି ପିଭି ସିନ୍ଧୁ ଆଜି ଭାରତ ଫେରିଛନ୍ତି। ଏୟାରପୋର୍ଟରେ ପହଞ୍ଚିବା ପରେ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା। ସ୍ୱଦେଶ ଫେରିବା ପରେ ସିନ୍ଧୁ କହିଛନ୍ତି ଯେ, ଏହା ମୋ ପାଇଁ ସବୁଠୁ ଖୁସିର ସମୟ। ବ୍ୟାଡମିଣ୍ଟନ ସହ ଜଡ଼ିତ ସମସ୍ତ ବ୍ୟକ୍ତିବିଶେଷଙ୍କୁ ଧନ୍ୟବାଦ ଜଣାଉଛି।
Prev Post