ବରଗଡ,(ଏସ୍ ନ୍ୟୁଜ୍): ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦ ୩୭ ତମ ସ୍ଥାପନା ଦିବସ ଆସନ୍ତା ଅଗଷ୍ଟ ୧୯ ତାରିଖ ଦିନ ଭାଗବତ ତତ୍ତ୍ବ ଆଶ୍ରମ,ନୃସିଂହନାଥ ଠାରେ ଅନୁଷ୍ଠିତ ହେବ ବୋଲି ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦ ଆବାହକ ଶ୍ରୀ ଦିଲ୍ଲୀପ କୁମାର ବେହେରା ଓ ସଂପାଦକ ଶ୍ରୀ ଦୁର୍ଯ୍ୟୋଧନ ପୁଟା ସୂଚନା ଦେଇଛନ୍ତି ।