ଆସନ୍ତା ୧୩ ତାରିଖରେ କଟକ ବନ୍ଦ ଡାକରା ଦେଲା ନଗର ବିଜେପି By Shaksi News Last updated Sep 10, 2021 0 କଟକ: କଟକ ନଗର ବିଜେପି କଟକ ବନ୍ଦ ଡାକରା ଦେଇଛି । ଆସନ୍ତା ୧୩ ତାରିଖରେ କଟକ ସହର ବନ୍ଦ ରହିବ। ପାର୍ବଣ ପାଇଁ ସରକାରଙ୍କ ଗାଇଡଲାଇନକୁ ବିରୋଧ କରି ବନ୍ଦ ଡାକରା ଦିଆଯାଇଛି। ଏନେଇ କଟକ ନଗର ବିଜେପି ସଭାପତି ଲଲାଟେନ୍ଦୁ ବଡୁ ସୂଚନା ଦେଇଛନ୍ତି। Continue Reading cuttackOdisha 0 Share