ନନ୍ଦନକାନନରେ ଜନ୍ମ ନେଲା ଏକ ଗୟଳ ଶାବକ

ବାରଙ୍ଗ: ନନ୍ଦନକାନନ ପ୍ରାଣୀ ଉଦ୍ୟାନ ପାଇଁ ଖୁସି ଖବର । ଶନିବାର ସକାଳେ ନନ୍ଦନକାନନ ପ୍ରାଣୀଉଦ୍ୟାନରେ ରହୁଥିବା ଗୟଳ ଏକ ଶାବକକୁ ଜନ୍ନ ଦେଇଛି । ମା’ ଓ ନବଜାତ ଉଭୟ ସୁସ୍ଥ ଅଛନ୍ତି ବୋଲି ନନ୍ଦନକାନନ ପକ୍ଷରୁ ସୂଚନା ମିଳିଛି । ନବଜାତ ଶାବକକୁ ମିଶାଇ ନନ୍ଦନକାନନରେ ଗୟଳମାନଙ୍କ ସଂଖ୍ୟା ୭କୁ ବୃଦ୍ଧି ପାଇଛି ।