ନୂଆଦିଲ୍ଲୀ : ଭାରତ ବାୟୋଟେକର କୋଭିଡ ଟିକା କୋଭାକ୍ସିନ ନେଇଥିବା ଲୋକଙ୍କୁ ବ୍ରିଟେନ ସରକାର ଆଶ୍ୱସ୍ତି ପ୍ରଦାନ କରିବାକୁ ଯାଉଛନ୍ତି । ଆସନ୍ତା ୨୨ରୁ ଏହାର ଜରୁରୀକାଳୀନ ବ୍ୟବହାର ଲାଗି ବ୍ରିଟିଶ ସରକାର ଘୋଷଣା କରିଛନ୍ତି । ଯେଉଁମାନେ ଏହି ଟିକାର ଉଭୟ ଡୋଜ ନେଇସାରିଛନ୍ତି ସେମାନେ ବ୍ରିଟେନ ଯାତ୍ରା କରିପାରିବେ ବୋଲି ବ୍ରିଟେନ ହାଇ କମିଶନର ଟୁଇଟ୍ କରିଛନ୍ତି । ସେ କହିଛନ୍ତି ଯେ କୋଭୋକ୍ସିନକୁ ଅନ୍ତର୍ଭୁକ୍ତ କରିବ