ଜୋହନ୍ସବର୍ଗ : ସାଉଥ ଆଫ୍ରିକାରେ ପହଞ୍ଚିଛିସାରିଛି ଭାରତୀୟ କ୍ରିକେଟ ଟିମ । ବିସିସିଆଇ ପକ୍ଷରୁ ଟିମ ଇଣ୍ଡିଆର ଏକ ଭିଡିଓ ସେୟାର କରାଯାଇଛି ଯେଉଁଥିରେ ଉଭୟ କୋଚ ରାହୁଲ ଦ୍ରାବିଡ ଓ କ୍ୟାପଟେନ୍ ବିରାଟ କୋହଲି ମସ୍ତି କରୁଥିବା ନଜର ଆସିଛନ୍ତି । ଯାହାକି ଏହି ଭିହିଓ ବେଶ୍ ଭାଇରାଲ ହେଉଛି । ଭିଡିଓରେ ପନ୍ଥ, ଅଶ୍ୱିନ ଏବଂ ଅନ୍ୟ ଖେଳାଳି ବି ଅଭ୍ୟାସ ବେଳେ ମସ୍ତି କରୁଛନ୍ତି ।