କୋଲକାତା ଦଳର ଅଧିନାୟକ ହୋଇପାରନ୍ତି ଶ୍ରେୟସ!

ମୁମ୍ବାଇ : କୋଲକାତା ଟିମରେ ଶ୍ରେୟସ ଆୟର ହୋଇପାରନ୍ତି ନୂଆ ଅଧିନାୟକ । ଏନେଇ ଚର୍ଚ୍ଚା ଜୋର୍‌ ଧରିଛି । ତେବେ ଏନେଇ କୌଣସି କୋଲକାତା ଟିମ ପକ୍ଷରୁ ସ୍ପଷ୍ଟ କରାଯାଇନାହିଁ । ସୂଚନା ଅନୁଯାୟୀ ଦଳ ଆୟରଙ୍କୁ ଅଧିନାୟକ ଦାୟିତ୍ୱ ଦେବାକୁ ଚାହୁଁଛି । ସେ ଏବେସୁଦ୍ଧା ୮୭ ଆଇପିଏଲ ମୁକାବିଲାରେ ୨୩୭୫ ରନ୍‌ କରିବା ସହ ୧୬ଟି ଅର୍ଦ୍ଧଶତକ ହାସଲ କରିଛନ୍ତି । ୨୦୨୦ ସିଜିନରେ ସେ ସବୁଠାରୁ ଅଧିକ ରନ୍‌ କରିଥିବା ବ୍ୟାଟର ହୋଇଥିଲେ ।