ଓଟିଟିରେ ପୁଷ୍ପା

ନୂଆଦିଲ୍ଲୀ : ଅଲୀ ଅର୍ଜୁନଙ୍କ ସୁପରହିଟ ଫିଲ୍ମ ‘ପୁଷ୍ପା-ଦି ରାଇଜ୍‌’ର ଆମାଜନ ପ୍ରାଇମ ଭିଡିଓରେ ରିଲିଜ ହୋଇଛି । ଏହି ପିଲ୍ମ ଜାନୁଆରୀ ୭ରେ ତେଲୁଗୁ, ତାମିଲ, ମାଲାୟାଲମ୍‌ ଏବଂ କନ୍ନଡ ଭାଷାରେ ଓଟିଟି ପ୍ଲାଟଫର୍ମରେ ରିଲିଜ ହୋଇଥିଲା । ସେହିପରି ନିର୍ମାତାମାନେ କହିଥଲେ ଯେ ‘ପୁଷ୍ପା’ର ହିନ୍ଦୀ ଭର୍ସନକୁ ଜାନୁଆରୀ ୧୪ରେ ମୁକ୍ତିଲାଭ କରିବ । ଏଥିପାଇଁ ଏହି ଫିଲ୍ମଟି ଆମାଜନ ପ୍ରାଇମରେ ମୁକ୍ତିଲାଭ କରାଯାଇଛି ।