ନକଲି ମସଲା ଫ୍ୟାକ୍ଟ୍ରି ଉପରେ ଚଢ଼ାଉ

ଜଗତପୁର: ଜଗତପୁର ସାଇ ସମୀକ୍ଷା ନଗରରେ ଥିବା ଏକ ବେଆଇନ ମସଲା କମ୍ପାନୀ ଉପରେ ଜଗତପୁର ପୋଲିସ ଓ ସ୍ୱାସ୍ଥ୍ୟ ବିଭାଗ ଚଢ଼ାଉ କରିଥିବା ଜଣାପଡ଼ିଛି । ଏହି କମ୍ପାନୀରୁ ବିପୁଳ ପରିମାଣର ମସଲା ଓ ଖାଦ୍ୟ ସାମଗ୍ରୀ ଜବତ କରାଯାଇଛି ।