ଅର୍ଜୁନ ତେନ୍ଦୁଲକରଙ୍କୁ ୩୦ ଲକ୍ଷରେ କିଣିଲା ମୁମ୍ବାଇ

ନୂଆଦିଲ୍ଲୀ : ଆଇପିଏଲ-୨୦୨୨ର ମେଗା ନିଲାମୀରେ ଅର୍ଜୁନ ତେନ୍ଦୁଲକରଙ୍କୁ ୩୦ ଲକ୍ଷରେ କିଣିଲା ମୁମ୍ବାଇ ଇଣ୍ଡିଆନ୍ସ । ଭାରତୀୟ ଦଳର ପୂର୍ବତନ ବ୍ୟାଟସମ୍ୟାନ୍‌ ତଥା ମୁମ୍ବାଇ ଇଣ୍ଡିଆନ୍ସର ପୂର୍ବତନ ଅଧିନାୟକ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନ ତେନ୍ଦୁଲକର ମୁମ୍ବାଇ ଟିମରେ ସାମିଲ ହୋଇଛନ୍ତି । ତାଙ୍କୁ ମୁମ୍ବାଇ ଇଣ୍ଡିଆନ୍ସ ୩୦ ଲକ୍ଷରେ କିରି ଦଳରେ ସାମିଲ କରିଛି ।

ସୂଚନାଯୋଗ୍ୟ ଅର୍ଜୁନଙ୍କୁ ପୂର୍ବଥର ମୁମ୍ବାଇ କିଣିଥିଲା । ତେବେ ସେ ଚୁଡାନ୍ତ ଏକାଦଶରେ ସାମିଲ ହୋଇନଥିଲେ ।