ନୂଆଦିଲ୍ଲୀ : ଗତ ଫେବୃଆରୀ ୧୯ରେ ବଲିଉଡ ଅଭିନେତା ଫରହାନ ଅଖତର ଓ ଶିବାନୀ ଦାଣ୍ଡେକରଙ୍କ ସହ ବିବାହ କରିଥିଲେ । ଉଭୟ ବହୁଦିନ ଧରି ଡେଟ୍ କରିବା ପରେ ଶେଷରେ ବିବାହ କରିଥିଲେ । ବିବାହ ପରେ ଅଭିନେତ୍ରୀ ତାଙ୍କ ନିଜ ଇନଷ୍ଟାଗ୍ରାମରେ ନାମ ପରିବର୍ତ୍ତନ କରିଛନ୍ତି । ଶିବାନୀ ଦାଣ୍ଡେକର ବଦଳରେ ଶିବାନୀ ଦାଣ୍ଡେକର-ଅଖତର କରିଛନ୍ତି । ସୂଚନାଯୋଗ୍ୟ ଯେ, ଗତ ଫେବୃଆରୀ ୧୯ରେ ଉଭୟ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ ।