ରିଲିଜ ହେଲା ବ୍ରହ୍ମାସ୍ତ୍ରର ଫାଷ୍ଟ ଲୁକ

ମୁମ୍ୱାଇ : ବଲିଉଡ ଅଭିନେତା ରଣବୀର କପୁର ଓ ଅଭିନେତ୍ରୀ ଚୁଲ୍‌ବୁଲ ତଥା ଆଲିଆ ଭଟ୍ଟଙ୍କ ଅଭିନୀତି ଚଳଚ୍ଚିତ୍ର ବ୍ରହ୍ମାସ୍ତ୍ରରୁ ଫାଷ୍ଟ ଲୁକ୍‌ ରିଲିଜ ହୋଇଛି । ଏହି ଫିଲ୍ମରେ ଅଭିନେତ୍ରୀ ରଣବୀର କପୁରଙ୍କ ସହ ରୋମାନ୍ସ କରୁଥିବା ନଜର ଆସିବେ । ସେହିପରି ଏହି ଟିଜରରେ ଆଲିଆଙ୍କ ଭିନ୍ନ ଭିନ୍ନ ନଜରରେ ନଜର ଆସିଛନ୍ତି । ଏହି ଚଳଚ୍ଚିତ୍ରର ପ୍ରଥମ ଲୁକ୍‌ ଭିଡିଓରେ ରଣବୀରଙ୍କ ସହ ରୋମାନ୍ସ କରୁଥିବା ଦେଖିବାକୁ ମିଳୁଛି । ଯେଉଁଥିରେ ରଣବୀର ଆଲିଆଙ୍କୁ କୋଳରେ ଧରିଥିବାର ଜଣାପଡିଛି । ଏହାର ଭିଡଓ ଖୁବ କମ ସମୟରେ ଜୋରଦାର ଭାଇରାଲ ହୋଇଥିଲା ।