ରାଶିଫଳ ସୋମବାର (ତା ୨୧.୦୩.୨୦୨୨), ଜାଣନ୍ତୁ କେମିତି କଟିବ ଆପଣଙ୍କ ଦିନ

ମେଷ: ଦିନଚର୍ଯ୍ୟାରେ ଶୃଙ୍ଖଳା, ବିବାଦୀୟ କ୍ଷେତ୍ରରେ ପ୍ରଶଂସା, ଧର୍ମଶାସ୍ତ୍ରାଦି ଅଧ୍ୟୟନ, କାମନା ପୂରଣ, ଭାତୃ ସୁଖ ସହ-ଯୋଗ, ରାଜନୀତି କ୍ଷେତ୍ରରେ ଲୋକ ସମର୍ଥନ ଅଧିକ ଲାଭ କରିବେ । ଶୁଭରଙ୍ଗ ଲାଲ୍ । ଶୁଭ ଅଙ୍କ ୮ । କର୍ମଜୀବି ମାନେ ସମ୍ମାନିତ ହେବେ । ବ୍ୟବସାୟୀ ମାନେ ସଫଳତା ହାତଛଡା ହୋଇଯିବ । ଗୃହିଣୀମାନେ ପୂଜା ପାଠରେ ବ୍ୟସ୍ତ ରହିବେ ।

ବୃଷ: ଲୋକପ୍ରିୟତା ମିଳିବ । ଅନ୍ତରଙ୍ଗ ବନ୍ଧୁମାନଙ୍କ ସହିତ ସୁମ୍ପର୍କ ରଖିବେ ।ସଂକଳ୍ପ ଶକ୍ତି ସୁଦୃଢ ହେବ । ଆର୍ଥିକ ସ୍ୱଚ୍ଛଳତା ନଥିଲେ ମଧ୍ୟ ଉନ୍ନତିମୂଳକ ଯୋଜନା ଅଟକିବ ନାହିଁ ।ରାଜନୀତିରେ ସଂଗଠନ ଦୁର୍ବଳ ରହିବ । ଉଦବେଗରୁ ମୁକ୍ତ ହେବା ବ୍ୟବସାୟ କ୍ଷେତ୍ରରେ ସହଜ ନୁହେଁ । ଶୁଭରଙ୍ଗ ମେରୁନ୍ । ଶୁଭ ଅଙ୍କ ୩ ।

ମିଥୁନ: ଘର କାମରେବ୍ୟସ୍ତରହିବେ । କର୍ମକ୍ଷେତ୍ରରେ ଥିବା ଅସାମଞ୍ଜସ୍ୟତା ଅନେକ ପରିମାଣରେ ଦୂର କରିପାରିବେ । ଦେହ ସୁସ୍ଥରହିବ । ବନ୍ଧୁବତ୍ସଳତା, ଦାୟିତ୍ୱସମ୍ପାଦନ, ଲୋକସମ୍ପର୍କବୃଦ୍ଧି, ପାରିବାରିକସନ୍ତୋଷ ଓ ଧ୍ୟାନ ଧାରଣାରେ ଆଗ୍ରହୀ ହେବେ ।ରାଜନୀତିରେ କ୍ଷମତା ବଢିବାର ସୂଚନା । ଶୁଭରଙ୍ଗଲାଲ୍ । ଶୁଭ ଅଙ୍କ ୬ । ବ୍ୟବସାୟୀ ମାନେ ଅର୍ଥ ଲାଭହେବ ।

କର୍କଟ: ଦୂରଯାତ୍ରାହିତକର ନୁହେଁ । ବ୍ୟବସାୟୀରେ ସଦ୍‌ବ୍ୟବହାରକରନ୍ତୁ । ବ୍ୟୟ ବଢିଯାଇ ଆଥିôକ ସ୍ଥିତି ଉପରେ ଚାପ ପଡିବ । ଅବାସ୍ତବକଳ୍ପନା, ମନରେ ଚଞ୍ଚଳ ଭାବକୁ ନିୟନ୍ତ୍ରଣ ମଧ୍ୟରେ ରଖିବା ଆବଶ୍ୟକ । ଆଧ୍ୟାତ୍ମିକ ମନ ଚିନ୍ତନରୁ ସନ୍ତୋଷ ପାଇବେ । ଶୁଭ ରଙ୍ଗ ବ୍ରାଉନ୍ । ଶୁଭ ଅଙ୍କ ୪ ।

ସିଂହ: ସ୍ୱାସ୍ଥ୍ୟ ସମସ୍ୟାର ଉନ୍ନତି କଲ୍ୟାଣ ଚନ୍ଦ୍ର ହେତୁ ଭୋଗହେବ । ଧର୍ମାଚରଣରେମତି,ଧାତୁ ଦ୍ରବ୍ୟାଦି ଲାଭ , ସାହସିକ ପଦକ୍ଷେପ ଗ୍ରହଣ, ଅର୍ଥାଗମ ଅନେକଙ୍କର ବିଶ୍ୱାସ ଭାଜନ ହେବେ । କର୍ମକ୍ଷେତ୍ରରେସ୍ୱକାର୍ଯ୍ୟ ଦକ୍ଷତା ପାଇଁ ପ୍ରଶଂସାମିଳିବ ।ଶୁଭରଙ୍ଗଗ୍ରୀନ୍ । ଶୁଭ ଅଙ୍କ ୫ ।

କନ୍ୟା: କର୍ମଜୀବି ମାନେ ସମ୍ମାନ ପାଇବେ । ପରସ୍ପର ବିରୋଧ ଚିନ୍ତାଧାରା ମନକୁ ଭାରାକ୍ରାନ୍ତ କରିପାରେ । ଭୂମିସୀମା ନିର୍ଦ୍ଧାରଣରେ ଅସଫଳହେବେ । ପରିବାରରେକମବୁଝାମଣା, ଉଚ୍ଚ ସମ୍ପର୍କରୁଲାଭ , ଦ୍ରବ୍ୟ କ୍ରୟ ବ୍ୟବସାୟିକ ଲାଭ, ରାଜନୀତିରେ ସୁନାମ ଓ ମଙ୍ଗଳକର୍ମରେଋଚିରଖିବେ । ଶୁଭରଙ୍ଗୟେଲୋ । ଶୁଭ ଅଙ୍କ ୩ ।

ତୁଳା: ରୋଗୀ ଅସାଧ୍ୟ ରୋଗରୁ ମୁକ୍ତହେବେ । ମଙ୍ଗଳ କାମନା କରୁଥିବା ବନ୍ଧୁମାନଙ୍କ ସଂଖ୍ୟା ବଢିବ । ଆର୍ôଥକ ସ୍ଥିତି ସୁଦୃଢ ହେବ ।ବିବାଦୀୟକ୍ଷେତ୍ରରେବିଜୟ , ବସ୍ତ୍ରାଦି ଆଭୂଷଣ ପ୍ରାପ୍ତିଲୋକକଲ୍ୟାଣ ଦିଗରେ ଆଗ୍ରହ,ମିଷ୍ଟାନ୍ନଭୋଜନ ଓ ଯାତ୍ରାଶୁଭରସମ୍ଭାବନା ଅଛି । ଶୁଭରଙ୍ଗକ୍ରୀମ୍ । ଶୁଭ ଅଙ୍କ ୨ । ଛାତ୍ରଛାତ୍ରୀ ମାନେ ବିଜ୍ଞ ହେବେ ।

ବିଛା: ଲୋକ ପ୍ରିୟତା ମିଳିବ । ସମୟ ଓ ସୁଯୋଗର ସଦ ବ୍ୟବହାର କରିବା ଆବଶ୍ୟକ । ରକ୍ତଚାପ ପରି କେତେକ ଦୀର୍ଘ ସ୍ଥାୟୀ ରୋଗୀ ପୀଡା ପ୍ରାୟତଃ ଭୋଗ ହେବ । ଲୋକ ସମ୍ପର୍କରେ ଅଭିବୃଦ୍ଧି, ମାନ ସମ୍ମାନ ପ୍ରାପ୍ତି, ପରିବାରରେ ଖୁସି ଓ ଆଧ୍ୟାତ୍ମିକ ପରିବେଶରେ ଭ୍ରମଣ କରିବେ । ଶୁଭ ରଙ୍ଗ ଗାଢ ନୀଳ । ଶୁଭ ଅଙ୍କ ୯ ।

ଧନୁ: ଦୈହିକ ସ୍ୱାସ୍ଥ୍ୟରେ ଉନ୍ନତି, ଭୋଗବିଳାସର ପ୍ରାଚୁର୍ଯ୍ୟଲାଭ , ଉଚ୍ଚ କ୍ଷମତା ସମ୍ପନ୍ନ ବ୍ୟକ୍ତିଙ୍କସାହଚର୍ଯ୍ୟ, ବିବାହ , ବ୍ରତାଦି ମଙ୍ଗଳଉତ୍ସବରେସକ୍ରିୟଅଂଶଗ୍ରହଣକରିବେ । ଉପଯୁକ୍ତ ବିଚାର ବିବେଚନାରେ ଯେଉଁ କାର୍ଯ୍ୟ କରିବେ ସଫଳତା ଅବଶ୍ୟ ପାଇବେ । ଶୁଭରଙ୍ଗ ପିଙ୍କ୍ । ଶୁଭ ଅଙ୍କ ୫ ।

ମକର: ଉପସ୍ଥିତ ବୁଦ୍ଧି ଯଥେଷ୍ଟ କାମରେ ଲାଗିବ । ଅଯଥା ସମସ୍ୟା ମଧ୍ୟରେ ଛନ୍ଦି ହେବେ । ଲିଖନ ପଠନରେଋଚି, ମାଙ୍ଗଳିକ ଉତ୍ସବରେ ଯୋଗଦାନ, ଜମିବାଡିକୁ ନେଇ ଅସନ୍ତୋଷ , ବନ୍ଧୁ ବିରୋଧୀ ହୋଇପାରନ୍ତି । ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୧ ।

କୁମ୍ଭ: ଧନ,ମାନ,ସମ୍ମାନ ପ୍ରାପ୍ତିରେଉତ୍ସାହିତହେବେ । ସ୍ଥିର ଶାନ୍ତ ଭାବରେ ପ୍ରତ୍ୟେକ ସମସ୍ୟାର ସମାଧାନ କରିବେ । ପରୋକ୍ଷରେଶତ୍ରୁବଢିବେ । ପରିବାରରମତସହସାମୟିକ ଅମେଳ ଆସିବ ।ବ୍ୟବସାୟିକକ୍ଷେତ୍ର ପରିସର ପରିବ୍ୟାପ୍ତ ହେବ ।ଶୁଭରଙ୍ଗ ନୀଳ । ଶୁଭ ଅଙ୍କ ୩ ।

ମୀନ: ଶୁଭ ମଙ୍ଗଳ ଆନୁଷ୍ଠାନରେସକ୍ରିୟ ଅଂଶଗ୍ରହଣକରିବେ । ଉଦର ପୀଡାକିମ୍ବାସ୍ନାୟବିକ ଦୁର୍ବଳତାଭୋଗହୋଇପାରେ । କର୍ମକ୍ଷେତ୍ରରେ ଆଦୃତି ଓ ପ୍ରତିଷ୍ଠା ମିଳିବ । ଗୃହସାହସଜ୍ଜା ଉପକରଣକ୍ରୟ ଓ ଦୂରଗମନରେସଫଳହେବାରସମ୍ଭାବନା ।ଶୁଭରଙ୍ଗୟେଲୋ । ଶୁଭ ଅଙ୍କ ୩ । ଛାତ୍ରଛାତ୍ରୀ ମାନେ ବିଦ୍ୟା ପ୍ରତି ଆଗ୍ରହୀହେବେ ।