ଗତ ୨୪ ଘଣ୍ଟ।ରେ ର।ଜ୍ୟରେ ଆଉ ୬୦ ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର: ର।ଜ୍ୟରେ କମୁଛି କରୋନ। ସଂକ୍ରମଣ । ଲଗ।ତର କିଛିଦିନ ହେବ ର।ଜ୍ୟରେ ଶହେ ତଳେ ରହୁଛି କରୋନ। ସଂକ୍ରମିତଙ୍କ ସଂଖ୍ୟ। । ଗତ ୨୪ ଘଣ୍ଟ।ରେ ର।ଜ୍ୟରେ ଆଉ ୬୦ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ଜନ୍ମରୁ ୧୮ ବର୍ଷ ମଧ୍ୟରେ ୧୩ ଜଣ କରୋନ। ଆକ୍ର।ନ୍ତ ରହିଥିବ। ସୂଚନ। ଦେଇଛି ସ୍ବ।ସ୍ଥ୍ୟ ବିଭ।ଗ । ସେହିପରି ଗୋଟିଏ ଦିନରେ ର।ଜ୍ୟରେ ଆଉ ୮୩ ସଂକ୍ରମିତ କରୋନ।ରୁ ସୁସ୍ଥ ହେ।ଇଛନ୍ତି । ସବୁଠ।ରୁ ବଡ଼ କଥ। ହେଉଛି ଧୀରେ ଧୀରେ ର।ଜ୍ୟର ବିଭିନ୍ନ ଜିଲ୍ଲ।ରୁ କରୋନ। ସଂକ୍ରମଣ କମିବ।ରେ ଲ।ଗିଛି । ଫଳରେ ଆଜି ର।ଜ୍ୟର ୧୪ ଜିଲ୍ଳ।ରୁ କୌଣସି କରୋନ। ସଂକ୍ରମିତ ଚିହ୍ନଟ ହୋଇନ।ହ।ନ୍ତି । ଅର୍ଥ।ତ ୧୬ ଜିଲ୍ଲ।ରୁ ୬୦ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।