Life Style – ଶାରୀରିକ ସମ୍ବନ୍ଧ ନ ରଖୁଥିଲେ ଦେଖାଦେଇପାରେ ଏହିସବୁ ବଡ ସମସ୍ୟା
ସୁନ୍ଦର ଜୀବନଯାପନ ପାଇଁ ଶାରୀରିକ ସମ୍ବନ୍ଧର ନିହାତି ଆବଶ୍ୟକ…
ସୁନ୍ଦର ଜୀବନଯାପନ ପାଇଁ ଶାରୀରିକ ସମ୍ବନ୍ଧର ନିହାତି ଆବଶ୍ୟକତା ରହିଥାଏ । ଶାରୀରିକ ସମ୍ବନ୍ଧ ଦ୍ଵାରା ମନୁଷ୍ୟ ଶରୀରରେ ଅନେକ ପ୍ରକାର ବଡ ବଡ ସମସ୍ୟା ଦୂର ହେବା ସହିତ କିଛି ଲାଭ ମଧ୍ୟ ମିଳିଥାଏ। କିନ୍ତୁ କେତେକ ପୁରୁଷ ଓ ମହିଳାମାନେ ବିଭିନ୍ନ କାରଣରୁ ଶା-ରୀ-ରି-କ ସମ୍ବନ୍ଧ ରଖନ୍ତିନାହିଁ କିମ୍ବା ଲମ୍ବା ସମୟ ପର୍ଯ୍ୟନ୍ତ ସେହି ସବୁ କାମ କରନ୍ତିନାହିଁ। ଜୀବନସାଥିଙ୍କ ଠାରୁ ବହୁ ସମୟ ଧରି ଦୁରେଇ ରହିବା, ଅଧିକାଂଶ ସମୟ ଝଗଡ଼ା ଲାଗିବା କିମ୍ବା ପାରିବାରିକ ସମସ୍ୟା କାରଣରୁ ଶା-ରୀ-ରି-କ ସମ୍ବନ୍ଧ ବନାଇବାରେ ବ୍ୟାଘାତ ଦେଇଥାଏ। ଯାହାଦ୍ୱାରା ଅନେକ ଗଭୀର ସମସ୍ୟା ସୃଷ୍ଟି ହୋଇପାରେ। ତେବେ ଆସନ୍ତୁ ଜାଣିନେବା…
ଏକ ଅଧ୍ୟୟନରେ ଜଣାପଡିଛି ଯେ ଶା-ରୀ-ରି-କ ସମ୍ପର୍କ ନ କରିବାଦ୍ୱାରା ପୁରୁଷଙ୍କର ଯୌନ ସମ୍ବନ୍ଧୀୟ କର୍କଟ ରୋଗ ହେବାର ସମସ୍ୟା ଦେଖାଦେଇଥାଏ। ଆମେରିକାରେ କରାଯାଇଥିବା କେତେକ ଅଧ୍ୟୟନ ଜଣାଇଛନ୍ତି ଯେ ବୟସ୍କ ଓ ବିବାହିତ ପୁରୁଷ ମାନଙ୍କର ସପ୍ତାହକୁ ଅତି କମରେ ଥରେ ଯେକୌଣସି ଉପାୟରେ ସ୍ଫରଣ ହେବା ଜରୁରୀ।
ଏଠାରେ କହିରଖିବୁ ଯେ, ଅବିବାହିତ ପୁରୁଷ କିମ୍ବା ମହିଳାମାନଙ୍କ ପାଇଁ ଏହା ଜରୁରୀ ନୁହେଁ। ଅଧିକ ସମୟ ଶା-ରୀ-ରି-କ ସମ୍ବନ୍ଧ ବନାଇ ନ ପାରିବାଦ୍ଵାରା ପୁରୁଷ ଓ ମହିଳାମାନଙ୍କର ଶା-ରୀ-ରି-କ ସମସ୍ୟା ଏଡାଇ ଯାଇପାରିବନାହିଁ।
ନିୟମିତ ଭାବେ ସପ୍ତାହରେ ଅତିକମରେ ଥରେ ସମ୍ଭୋଗ କରିବା ନିହାତି ଆବଶ୍ୟକ। ନଚେତ୍ ଏହା ଆପଣଙ୍କ ଅନେକ ଅସୁବିଧାର କାରଣ ହୋଇପାରେ। ଯେପରିକି ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହେବା, ଝଗଡ଼ା ଲାଗିରହିବା, ପାରିବାରିକ ଅଶାନ୍ତି କିମ୍ବା ଛାଡପତ୍ର ହେବାର ସମ୍ଭାବନା ବହୁତ ବଢିଯାଏ।