ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ଧାମୀଙ୍କ ବୃହତ୍ତ ବିଜୟ

ଉତରାଖଣ୍ଡର ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ ଚମ୍ପାବତ ବିଧାନସଭା ଉପନିର୍ବାଚନ

ଉତ୍ତରାଖଣ୍ଡ : ଉତରାଖଣ୍ଡର ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ ଚମ୍ପାବତ ବିଧାନସଭା ଉପନିର୍ବାଚନ ଜିତିଛନ୍ତି । ସମସ୍ତ ୧୩ ରାଉଣ୍ଡର ମତଗଣନାରେ ଧାମୀଙ୍କୁ ୫୭୨୬୮, କଂଗ୍ରେସର ନିର୍ମଳା ଗହତୋଡ଼ିଙ୍କୁ ୩୧୪୭, ସମାଜବାଦୀ ପାର୍ଟିର ଲଳିତ ମୋହନଙ୍କୁ ୪୦୯ ଏବଂ ନିଦ୍ଦଳୀୟ ହିମାଂଶୁ ଗଡ଼କୋଟୀଙ୍କ ୩୯୯ ମିଳିଛି । ୩୭୪ ମତଦାତାମାନେ ନୋଟାରେ ଭୋଟ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ଧାମୀ କଂଗ୍ରେସର ନିର୍ମଳା ଗହତୋଡ଼ୀଙ୍କୁ ୫୪୧୨୧ ଭୋଟରେ ପରାଜିତ କରିଛନ୍ତି ।