ଯଶବନ୍ତଙ୍କୁ ସମର୍ଥନ କରିବ ଆଇଏମଆଇଏମ ପାର୍ଟି ରାଷ୍ଟ୍ରପତି ନିର୍ବାଚନରେ ବିରୋଧୀ ଦଳ ପ୍ରାର୍ଥୀ ଯଶବନ୍ତ… By Shaksi News On Jun 29, 2022 0 ନୂଆଦିଲ୍ଲୀ : ରାଷ୍ଟ୍ରପତି ନିର୍ବାଚନରେ ବିରୋଧୀ ଦଳ ପ୍ରାର୍ଥୀ ଯଶବନ୍ତ ସିହ୍ନାଙ୍କୁ ଆଇଏମଆଇଏମ ପାର୍ଟି ସମର୍ଥନ କରିବ । ଏହାର ଅଧ୍ୟକ୍ଷ ଅସଉଦ୍ଦିନ ଓବେସି କହିଛନ୍ତି ଯେ ଯଶବନ୍ତ ସିହ୍ନାଙ୍କ ସହ ସେ ଫୋନରେ କଥାବାର୍ତ୍ତା ହୋଇଛନ୍ତି । ତାଙ୍କୁ ସମର୍ଥନ ଦେବେବୋଲି ମଧ୍ୟ ପ୍ରତିଶ୍ରୁତି ଦେଇଛନ୍ତି । Continue Reading #National-International#shaksinews 0 Share