ରାଶିଫଳ ବୁଧବାର : ଆପଣଙ୍କ ଆକର୍ଷିତ ବ୍ୟବହାର ଅନ୍ୟ ମାନଙ୍କ ଧ୍ୟାନ ଆପଣଙ୍କ ଆଡକୁ ଟାଣିବ

ବ୍ୟସ୍ତ ଦିନ ଥିବା ସତ୍ୱେ ଆଜି ଦିନଟା ଭଲ ରହିବ…..

ମେଷ : ଆଜି ପୁରା ଦିନ ଉର୍ଜାରେ ଭରି ରହିବେ ତଥାପି ଆପଣ ଜଣଙ୍କର ଅଭାବ ଅନୁଭବ କରିବେ ଯିଏ କି ଆଜି ପାଖରେ ନାହାନ୍ତି | ଆପଣଙ୍କର କୌଣସି ବନ୍ଧୁ ଆପଣଙ୍କଠାରୁ ଆର୍ଥିକ ସହାୟତା ମାଗିପାରେ | ତାଙ୍କୁ ସାହାଯ୍ୟ କଲେ ଆପଣ ଆର୍ଥିକ ଭାବରେ ପଙ୍ଗୁ ହୋଇପାରନ୍ତି | ପିଲା ମାନେ ଆସ ପୁରୁଣ ନ କରିବା କାରଣରୁ ଆପଣ ନିରାଶ ହୋଇ ପାରନ୍ତି | ସ୍ୱପ୍ନାକୁ ପୁରା ପାଇଁ ତାଙ୍କୁ ଉତ୍ସାହିତ କରିବାର ଆବଶ୍ୟକତା ଅଛି | ଭଲ ପାଇବା ଭାବନା ଯୋଗୁଁ ଆଜି ଆପଣ ଅଧିକ ଖୁସି ଓ ଉତ୍ତେଜିତ ଅନୁଭବ କରିବେ | ଯେଉଁ ମାନେ କଳା ଓ ରଙ୍ଗମଞ୍ଚଠୁ ଜଡିତ ଅଛନ୍ତି,ସେଇ ମାନଙ୍କୁ ନିଜର କୌଶଳ ଦେଖେଇବାର ସୁଯୋଗ ମିଳିବ | ଆଜି ଆପଣ ଆପଣଙ୍କର ବଳକା ସମୟ ସେହି ସବୁ କାମରେ ସଦୁପଯୋଗ କରିବେ ଯାହା ଆପଣ ବିଗତ ଦିନ ମାନଙ୍କରେ କରିନଥିଲେ | ଆଜି ଦିନରେ ଆପଣ ପ୍ରେମରେ ପାଗଳ ହୋଇପାରନ୍ତି, ନିଜର ଜୀବନ-ସାଥୀ ସହିତ ପ୍ରେମ କରିବାର ସବୁ ସୀମା ପାର କରି ପାରନ୍ତି |

ବୃଷ : ସାମାଜିକ ମେଳକୁ ଠୁ ଅଧିକା ସ୍ୱାସ୍ଥ୍ୟକୁ ପ୍ରାଥମିକତା ଦେବା ଉଚିତ | ଯେଉଁମାନେ ଦୁଗ୍ଧ ଆଦି ଉଦ୍ୟୋଗ ସହିତ ଜଡିତ ସେମାନଙ୍କୁ ଆଜି ଅତ୍ୟନ୍ତ ଲାଭ ମିଳିବାର ସମ୍ଭାବନା ଅଛି | ନିଜର ଅହଂ ଭାବ ଯୋଗୁଁ ପରିବାର ଲୋକଙ୍କୁ ନିଜ ଅସୁବିଧା ନକହି ଆପଣ ଆହୁରି ବଡ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି | ମାନେ ରଖନ୍ତୁ ପରିବାରରେ ନିଜ ଅସୁବିଧା କହିଲେ ଅସୁବିଧାର ସମାଧାନ ହୋଇଥାଏ , ବଢ଼େନି | ଆପଣ ଯଦି ଆପଣଙ୍କ ପ୍ରେମୀଙ୍କୁ ବିବାହ କରିବାକୁ ଚାହାନ୍ତି ତାହେଲେ ସେ ବିଷୟରେ କଥା ହେବ ପୂର୍ବରୁ ସେ କେମିତି ପ୍ରତିକ୍ରିୟା କରିବେ ସେ ବିଷୟରେ ବି ଭାବି ରଖନ୍ତୁ | ଆପଣଙ୍କର ବଆଇଓଡାଟା ପଠେଇବା ପାଇଁ କିମ୍ବା ଇଣ୍ଟରଭିଉ ଦେବା ପାଇଁ ଉତ୍ତମ ସମୟ ଅଛି | ଘରେ ପଡିଥିବା କୌଣସି ପୁରୁଣା ବସ୍ତୁ ଉପରେ ଆଜି ଆପଣଙ୍କର ନଜର ହଠାତ ପଡିବ ଯୋଗୁଁ ଆପଣ ଆପଣଙ୍କର ପିଲାଦିନକୁ ଫେରିଯିବେ ଏବଂ ତା’ ସହିତ କିଛି ସମୟ କାଟିବାକୁ ଇଛା କରିବେ | ବିବାହର ଠିକ ପୂର୍ବରୁ ଘଟି ଥିବା ସୁନ୍ଦର ଦିନର ସ୍ମୃତି ମନେ ପଡ଼ି ପାରେ- ସେଇ ମଜା, ଆଗ-ପଛ ବୁଲିବା ଓ ପ୍ରେମ ପ୍ରସ୍ତାଵ ଦେବା |

ମିଥୁନ : ମନ ଶାନ୍ତି ପ୍ରାପ୍ତ କରିବା ପାଇଁ କିଛି କ୍ଷଣ ନିଜର ବନ୍ଧୁ ମାନଙ୍କ ସହିତ ବ୍ୟତୀତ କରନ୍ତୁ | ଭବିଷ୍ୟତରେ ଆର୍ଥିକ ଉନ୍ନତି ପାଇଁ ଆଜିଠାରୁ ସଞ୍ଚୟ କରନ୍ତୁ | କୌଣସି ଚିଠି କିମ୍ବା ଇ-ମେଲ ପୁରା ପରିବାର ପାଇଁ ଶୁଭ ଖବର ଆଣି ପାରେ | ଆପଣଙ୍କ ଆକର୍ଷକ ଛବି ମନଇଚ୍ଛା ପରିଣାମ ଦେବ | ଆପଣଙ୍କ ପରିଶ୍ରମ ଆଜି କାର୍ଯ୍ୟକ୍ଷେତ୍ରରେ ରଙ୍ଗ ଦେଖେଇବ | ଆଜି ଆପଣ ମୁଭି ଦେଖି ସମୟ କାଟିପାରନ୍ତି | ପରେ କିନ୍ତୁ ଆପଣ ଏହାକୁ ସମୟ ଅପଚୟ ବୋଲି ଭାବିବେ ଯେତେବେଳେ ଆପଣଙ୍କୁ ମୁଭିଟା ଭଲ ଲାଗିବନି | ଏହା ସମୟ ଜୀବନରେ ଆପଣଙ୍କୁ ବୈବାହିକ ଜୀବନର ପୁରୁଣ ରୂପେ ଆନନ୍ଦ ଦେବ |

କର୍କଟ : ଆପଣଙ୍କ ସବୁଠୁ ବଡ ସ୍ବପ୍ନ ସତରେ ବଦଳି ପାରେ | କିନ୍ତୁ ନିଜର ଉତ୍ସହାକୁ ନିଅତ୍ରଣରେ ରଖନ୍ତୁ, କାରଣ ଅତି ଖୁସି ହେଵାଭି ବିପଦ ସ୍ତୃଷ୍ଟି କରି ପାରେ | ବାକି ଦିନ ମାନଙ୍କ ତୁଳନାରେ ଆଜିର ଦିନ ଆର୍ଥିକ ଦୃଷ୍ଟିକୋଣରୁ ଭଲ ରହିବ | ଆଜି ଆପଣଙ୍କୁ ପର୍ୟାପ୍ତ ପରିମାଣରେ ଧାନ ପ୍ରାପ୍ତି ହେବ | ନିଜର ସାମାଜିକ ଜୀବନକୁ ଅବହେଳା କରନ୍ତୁ ନାହିଁ | ନିଜର ବ୍ୟସ୍ତ ଦୈନିକ-କାର୍ଯ୍ୟ ଠୁ ଟିକେ ସମୟ କାଢିକି ନିଜ ପରିବାର ସହିତ ଆୟୋଜନରେ ଭାଗ ନିଅନ୍ତୁ | ଏହା ନ କେବଳ ଆପଣଙ୍କ ଚାପ କମ କରିବ, ତା ଛଡ଼ା ଆପଣଙ୍କ ସଂଶୟ ବି ଦୂର କରିବ | ପ୍ରେମପ୍ରସଙ୍ଗ ପାଇଁ ଆଜି ଦିନଟା ବହୁତ ବୀବଡମୂଳକ ରହିବ | ଯୋଗ୍ୟ ଲୋକଂକର ସ୍ପର୍ଶରେ ଆସି ନୂଆ ବିଚାର ଓ ଯୋଜନା ଆସିପାରେ| ପରଉପକାର ଓ ସାମାଜିକ କାର୍ଯ୍ୟ ଆଜି ଆପଣଙ୍କୁ ଆକର୍ଷିତ କରିବ | ଯଦି ଆପଣ ଏମିତି ହିଁ ଉତ୍ତମ କାର୍ଯ୍ୟରେ ସମୟ ଦେବେ,ତାହେଲେ ଅତି ସକାରାତ୍ମକ ପରିବର୍ତନ ଆଣି ପାରନ୍ତି | ବୈବାହିକ ଜୀବନର କିଛିଟା ସାଇଡ ଇଫେକ୍ଟ ବି ଥାଏ, ଆଜି ଆପଣ ଏହାର ସମ୍ମୁଖୀନ ହେବେ |

ସିଂହ : ଗାଡ଼ି ଚଳେଇଲା ବେଳେ ସାବଧାନ ରୁହନ୍ତୁ, ବିଶେଷ କରିକି ଯଦି ଆପଣ ରାତ୍ରି ବେଳରେ ଯାତ୍ରା କରୁଛନନ୍ତି | ନଚେତ ଆଉ କାହାର ଭୁଲର ଶାସ୍ତି ଆପଣକୁ ଭୋଗିବାକୁ ପଡ଼ିବ | ବିବାହିତା ଦମ୍ପତି ମାନଙ୍କୁ ଆଜି ସେମାନଙ୍କ ପିଲାମାନଙ୍କ ପଢ଼ା ପାଇଁ ଆଛା ଖାସା ଧାନ ଖର୍ଚ୍ଚ କରିବାକୁ ପଡ଼ିପାରେ | ଆପଙ୍କ କିଛି ବୃଦ୍ଧ ବନ୍ଧୁ ବାନ୍ଧବଙ୍କ ଦାବି ଜାଣି ଆପଣ ଟିକେ ନିରାଶ ହୋଇ ପାରନ୍ତି | କାହାର ହସ୍ତକ୍ଷେପ କାରଣରୁ ଆପଣ ଓ ଆପଣଙ୍କ ପ୍ରିୟ ମଧ୍ୟରେ ଦୂରତା ଆସି ପାରେ | ଯଦି ଆପଣ ନିଅଯର ଜ୍ଞାନ ଓ ଅନୁଭବ ଅନ୍ୟ ମାନଙ୍କ ସହିତ ବାଣ୍ଟିବେ,ତାହେଲେ ନିଶ୍ଚୟ ହିଁ ଅପାଙ୍କ ପ୍ରତିଷ୍ଠା ମିଳିବ | ପରିବାରର ଆବଶ୍ୟକତା ପୂର୍ଣ୍ଣ କରିବାରେ ଆପଣ ନିଜ ବିଷୟ ରେ ଭାବିବା ଭୁଲି ଯାଇଛନ୍ତି |ଆଜି କିନ୍ତୁ ଆପଣ ନିଜପାଇଁ ସମୟ ବାହାର କରିପାରିବେ | ହୋଇ ପାରେକି ବୈବାହିକ ଜୀବନରେ ବିରାମ ଲାଗିବ କାରଣରୁ ଆପଣ ନିଜର ଜୀବନ-ସାଥୀ ଉପରେ କ୍ରୋଧିତ ହୋଇ ପାରନ୍ତି |

କନ୍ୟା : ଖେଳ ଓ ଘର ବାହାରେ ହୋଉଥିବା କାମରେ ଭାଗନେବା ଆପଣଙ୍କ ପାଇଁ ଅତି ଉପକାରୀ ପ୍ରମାଣିତ ହେବ | ଆଜି ଆପଣଙ୍କୁ କୌଣସି ସ୍ରୋତରୁ ଅର୍ଥ ପ୍ରାପ୍ତି ହୋଇପାରେ ଯାହାଦ୍ୱାରା ଆପଣଙ୍କର ଅନେକ ଆର୍ଥିକ ସମସ୍ୟାର ସମାଧାନ ହୋଇପାରେ | ଆପଣଙ୍କ ପରିହାସ କରିବାର ପ୍ରକୃତି ଯୋଗୁଁ ପରିବେଶରେ ଥିବା ଲୋକ ମାନେ ଖୁସିରେ ଭରି ଉଠିବେ | ହଠାତ ମିଳି ଥିବା କୌଣସି ସୁଖଦ ସମାଚାର ଆପଣଙ୍କ ନିଦରେ ମିଠା ସ୍ବପ୍ନ ଦେବ | ଯଦି କୌଣସି ସମସ୍ୟା ଅଛି ତାହାକୁ କଲି ପାଇଁ ରକଃନ୍ତୁ ନାହିଁ, ବରଂଚ ଅତିଶୀଘ୍ର ତାହାର ପରିଣାମ ଖୋଜିବାକୁ ଚେଷ୍ଟା କରନ୍ତୁ | ଆଜି ନିଜ ସୀମା ବାହାରକୁ ଯାଇକି ବଡ଼ ପଦରେ ବସି ଥିବା ଲୋକଙ୍କ ସହିତ ସାକ୍ଷାତ କରି ପାରିବେ | ଏହା ସମୟ ଜୀବନରେ ଆପଣଙ୍କୁ ବୈବାହିକ ଜୀବନର ପୁରୁଣ ରୂପେ ଆନନ୍ଦ ଦେବ |

ତୁଳା : କାର୍ଯ୍ୟ ଚାପି ଯୋଗୁଁ ଆପଣ ଘରେ କ୍ଳାନ୍ତିକର ଅନୁଭବ କରିବେ | ଧନ ଆଜି ଆପଣଙ୍କ ହାତରେ ରହିବ ନାହିଁ | ସେଥିପାଇଁ ଆପଣଙ୍କୁ ବହୁତ ଅସୁବିଧାର ସାମ୍ନା କରିବାକୁ ପଡିବ | ଘରର ସଜ-ବାଜ କରିବା ପାଇଁ ଖାଲି ସମୟର ଉପଯୋଗ କରନ୍ତୁ | ଏହା ପାଇଁ ଆପଣ ପରିବାର ଲୋକଙ୍କ ଠୁ ପ୍ରଶଂସା ପାଇବେ | ନିଜର ସାଥୀଙ୍କ ସହିତ ବାହାରକୁ ଯିବା ସମୟରେ ଭଲ ଭାବରେ ବ୍ୟବହାର କରନ୍ତୁ | ଆପଣ ନିହାତି ସଫଳ ହେବେ – ଖାଲି ଗୋଟେ ଗୋଟେ କରିକି ମହତ୍ୱପୂର୍ଣ୍ଣ ପାଦ ପକେଇବାର ଦରକାର ଅଛି | ଆଜି କାଲି କାହାରିକୁ ନିଜ ପାଇଁ ସମୟ ମିଳିବା ବଡ କଷ୍ଟକର ବ୍ୟାପାର | ଏ ବିଷୟରେ କିନ୍ତୁ ଆଜି ଆପଣ ଭାଗ୍ୟଶାଲୀ ଯେହେତୁ ଆଜି ଆପଣଙ୍କ ପାଇଁ ଆପଣ ବହୁତ ସମୟ ପାଇଁ ପାରିବେ | ଲମ୍ବା ସମୟ ଯାଏଁ କାମ-କାର୍ଯ୍ୟର ଚାପ ଆପଣଙ୍କ ବୈବାହିକ ଜୀବନରେ ବିପଦ ଠିଆ କରି ପାରେ | ଆଜି ସବୁ ଅସନ୍ତୋଷ ଦୂର ହୋଇ ଯିବ |

ବିଛା : ନିଜ ସ୍ୱାସ୍ଥ୍ୟକୁ ନେଇକି ଅଧିକ ଚିନ୍ତା କରନ୍ତୁ ନାହିଁ,କାରଣ ଆପଣଙ୍କ ରୋଗ ଆହୁରି ଖରାପ ହୋଇ ପାରେ | ଆପଣଙ୍କ ବଦଖର୍ଚ୍ଚ ପାଇଁ ଆଜି ଆପଣଙ୍କ ପିତା ମାତା ଆପଣଙ୍କ ଉପରେ କ୍ରୋଧ ହୋଇପାରନ୍ତି |ଯଦି ଆପଣ ଘରୁ ବାହାରେ ହଷ୍ଟେଲ ରେ ପଢ଼ିବା ପାଇଁ ରହୁଛନ୍ତି, ତେବେ ଏମିତି ଲୋକଙ୍କଠାରୁ ଦୂରରେ ରହିବା ଶିଖନ୍ତୁ ଯେଉଁମାନେ ଆପଣଙ୍କର ଅର୍ଥ ଓ ଧନ ନଷ୍ଟ କରିବେ | ଘରେ କୌଣସି ପରିବର୍ତ୍ତନ କରିବା ପୂର୍ବରୁ ମନେ ରଖିକି ସମସ୍ତଙ୍କର ସ୍ୱୀକୃତି ନେବା ଭୁଲନ୍ତୁ ନାହିଁ | ଆଜି ଆପଣଙ୍କ ପ୍ରେମିକ/ପ୍ରେମିକାଙ୍କ ସହିତ ବୁଲିଯିବାପାଇଁ ଯୋଜନା କରିପାରନ୍ତି କିନ୍ତୁ କୌଣସି ଅତ୍ୟାବଶ୍ୟକ କାମପାଇଁ ଏହି ଯୋଜନା ପାଣ୍ଡୁର ହୋଇଯିବ ଏବଂ ସେଥିପାଇଁ ଆପଣଙ୍କ ପ୍ରେମିକ/ପ୍ରେମିକାଙ୍କ ସହିତ ଯୁକ୍ତି ତର୍କ ହୋଇପାରେ | କିଛି ଲୋକଙ୍କୁ କାର୍ଯ୍ୟକ୍ଷେତ୍ରରେ ଉନ୍ନତି ମିଳିବ | ଯେଉଁମାନେ ଘରୁ ଦୂରରେ ରହି କାମ କରୁଛନ୍ତି ସେମାନେ ସନ୍ଧ୍ୟାରେ କୌଣସି ପାର୍କ ବା ଶାନ୍ତ ଜାଗାରେ ସମୟ ଅତିବାହିତ କରିପାରନ୍ତି | ବୈବାହିକ ଜୀବନ ଦୃଷ୍ଟିରୁ ସ୍ୱାଦିଷ୍ଟ ଖାଦ୍ୟ ଓ ଭଲ ନିଦର ପୁରା ମଜ଼ା ଆପଣ ନେଇ ପାରିବେ |

ଧନୁ : ଆପଣଙ୍କ ସବୁଠୁ ବଡ ସମ୍ପତି ହୋଉଛି ଆପଣଙ୍କର ହସିବା-ହସେଇବାର କଳା ,ନିଜର ସ୍ୱାସ୍ଥ୍ୟ ଠିକ କରିବା ପାଇଁ ତାହାର ଉପଯୋଗ କରନ୍ତୁ | ଆଜି ପାର୍ଟି ରେ ଆପଣ କୋଣସି ଏମିତି ବ୍ୟକ୍ତିଙ୍କୁ ଭେଟିବେ ଯିଏ ଆପଣଙ୍କ ଆର୍ଥିକ ଅବସ୍ଥା ସ୍ୱଚ୍ଛଳ କରିବାର ଉପାୟ କହିବେ | ଆପଣଙ୍କୁ ଲାଗିବକି ଆପଣଂକ ବନ୍ଧୁ ସହାୟକକାରି – କିନ୍ତୁ କଥା ହେବା ବେଳେ ସାବଧାନ ରହି କଥା ହୁଅନ୍ତୁ | ଆଜି ଆପଣଙ୍କ ପ୍ରିୟଙ୍କ ଅନିଶ୍ଚିତ ଆଚରଣ ଯୋଗୁଁ ପ୍ରେମରେ ବାଧା ସୃଷ୍ଟି ହୋଇ ପାରେ | ଆପଣଙ୍କୁ ଏମିତି ଯୋଜନାରେ କାର୍ଯ୍ୟ କରିବା ଉଚିତ ଯାହା ଆଗକୁ ଯାଇକି ଲାଭ ଦେବ | ଆଜି ଘରର କୌଣସି ସଦସ୍ୟ ଆପଣଙ୍କ ସହିତ ସମୟ କାଟିବାକୁ ଜିଦ ଧରିପାରନ୍ତି | ଆପଣଙ୍କୁ ଏହା ସମୟ ନଷ୍ଟ ହେଲାପରି ଲାଗିପାରେ | ଜୀବନ-ସାଥୀଙ୍କ ସ୍ୱାସ୍ଥ୍ୟ ଖରାପ ହୋଇ ପାରେ |

ମକର : ନିଜର ମାନସିକ ଶାନ୍ତି ପ୍ରାପ୍ତ କରିବା ପାଇଁ ଦାନପୂର୍ଣ୍ଣ ପରି କାର୍ଯ୍ୟରେ ଯୋଗ ଦିଅନ୍ତୁ | ବିନା ଚିନ୍ତାକରି କାହାକୁବି ଧନ ଦେବା କଥା ନୁହେଁ, ନହେଲେ ଆପଣଙ୍କୁ ଆଗାମୀ ସମୟରେ ବଡ଼ ଅସୁବିଧାର ସମ୍ମୁଖୀନ ହେବା କୁ ପଡ଼ିବ | ପିଲା ମାନେ ଆଜି ଦିନଟା ଆପଣଙ୍କ ପାଇଁ କଷ୍ଟକର ବନେଇ ପାରନ୍ତି | ସ୍ନେହ ମମତା ଆପଣେଇ ତାଙ୍କୁ ବୁଝାନ୍ତୁ ଓ ଅଦରକାରୀ ଚାପ ଠୁ ରକ୍ଷା ପାନ୍ତୁ | ମନେ ରଖ୍ନ୍ତୁକି ପ୍ରେମ ହିଁ ପ୍ରେମକୁ ଜନ୍ମ କରେ | ଆପଣଙ୍କ ପ୍ରିୟାଙ୍କ କଡା ଶବ୍ଦ କାରଣରୁ ଆପଣଙ୍କ ମନ ଖରାପ ହୋଇ ପାରେ | ନୂତନ ଗ୍ରାହକ ମାନଙ୍କ ସହିତ କଥା ହେବ ପାଇଁ ଆଜି ଉତ୍ତମ ଦିନ ଅଟେ | ଯଦିବା ଆପଣଙ୍କ ପାଖରେ ସମୟ ରହିବ ତଥାପି ଆପଣ ଆପଣଙ୍କୁ ସନ୍ତୁଷ୍ଟ କଲାଭଳି କିଛି କାମ କରିପାରିବେନି ଖର୍ଚାକୁ ନେଇକି ଜୀବନ-ସାଥୀ ସଂହତିତ ବାଡ଼-ବିବାଦ ଲାଗି ରହିବ |

କୁମ୍ଭ : ସମସ୍ତଙ୍କୁ ସାହାଯ୍ୟ କରିବାର ଇଚ୍ଛାନୁକୂଳତା ଯୋଗୁଁ ଆଜି ଆପଣ ବହୁତ ଥକା ଓ କ୍ଳାନ୍ତିକର ଅନୁଭବ କରିବେ | ନିଜର ଧନ ସଞ୍ଚୟ କରିବା ପାଇଁ ଆଜି ଆପଣଙ୍କୁ ଆପଣଙ୍କର ପରିବାର ସହିତ କଥା ହୁଅନ୍ତୁ ସେମାନଙ୍କ ଉପଦେଶ ଆପଣଙ୍କ ଆର୍ଥିକ ସ୍ଥିତି ସୁଧାରିବାରେ ସାହାଯ୍ୟ କରିବ | ପାରିବାରିକ ଦାଇତ୍ୱ ଭୁଲନ୍ତୁ ନାହିଁ | ନିଜ ସସାଙ୍ଗ ଠୁ ବହୁତ ଲମ୍ବା ସମୟ ପରେ ଦେଖା କରିବାର ବିଚାର ଭାବି ଆପଣ ହୃଦୟର ଗତି ବଢି ପାରେ | ଅନ୍ୟ ଦିନ ଅପେକ୍ଷାରେ ଆପଣଙ୍କର ସହକର୍ମୀ ଆପଣଙ୍କୁ ଆହୁରି ବେଶୀ ଭଲ ଭାବରେ ଜାଣିବାକୁ ଚେଷ୍ଟା କରିବେ | ଆଜି କେବଳ ମହତ୍ୱପୂର୍ଣ୍ଣ ବିଷୟ ଉପରେ ଧ୍ୟାନ ଦିଅନ୍ତୁ | ହୋଇ ପାରେ କି ଆପଣଙ୍କ ଜୀବନ-ସାଥୀ ଆଜି ସୁନ୍ଦର ଶବ୍ଦରେ ଆପଣଙ୍କୁ ଜଣେଇବେ କି ଆପଣ ତାଙ୍କ ପାଇଁ କେତେ ମତ୍ତ୍ୱପୁର୍ଣ |

ମୀନ : ଗର୍ଭବତୀ ମହିଳା ମାନଂକ ପାଇଁ ଦିନ ଭଲ ନାହିଁ | ଚଲା-ବୁଲା ସମୟରେ ସାବଧାନ ରହିବା ଆବଶ୍ୟକ | ଅର୍ଥ କୋଷ ଓ ଯୋଜନାରେ ନିବେଶ କରିବା ଆପଣଙ୍କ ପାଇଁ ଉପକାରି ରହିବ | ଏମିତିଆ କାର୍ଯ୍ୟରେ ସହଭାଗିତା କରିବା ପାଇଁ ଉତ୍ତମ ସମୟ ଅଟେ, ଯେଉଁ ଥିରେ ଯୁବା ଅବସ୍ଥାର ଲୋକ ଜଡ଼ିତ ଅଛନ୍ତି | ଆପଣଙ୍କ ସାଥୀକୁ ଭାବନାତ୍ମକ ଦୃଷ୍ଟିରେ ବ୍ଲାକମେଲ କରନ୍ତୁ ନାହିଁ | ଅସୁବିଧା ପରିସ୍ଥିତିଠୁ ନିଜକୁ ରକ୍ଷା କରିବା ପାଇଁ ଆପଣଙ୍କୁ ନିଜର ସମ୍ପର୍କର ଉପଯୋଗ କରିବା ଆବଶ୍ୟକ | କେହି ଜଣେ ପୁରୁଣା ଚିଂହା ଲୋକ ଆଜି ଆପଣଙ୍କୁ ସଂପର୍କ କରି ପାରନ୍ତି ଓ ଆପଣଙ୍କ ଦିନକୁ ସ୍ମରଣୀୟ କରିପାରନ୍ତି | ଆପଣଙ୍କ ଜୀବନ-ସାଥୀଙ୍କର ଦାବି ଆପଣଙ୍କ ମାନସିକ ଚାପରେ କାରଣ ହୋଇ ପାରେ |