ସରପ୍ରାଇଜ ଦେଲେ ସେକ୍ସି ଅଭିନେତ୍ରୀ ମୃଣାଳ

ସେଥିରେ ନିର୍ମିତ ହେବାକୁ ଥିବା ସିରିଜ ଫିଲ୍ମରେ ମୁଁ ଆକ୍ଟିଂ କରିବାକୁ ଯାଉଛି…..

ମୁମ୍ବାଇ: ଏକ ନୂଆ ବ୍ୟାନରରେ ମୃଣାଳ ଠାକୁର ସିରିଜ ଫିଲ୍ମରେ ଆକ୍ଟିଂ କରିବାକୁ ଯାଉଛନ୍ତି । ଏ ସମ୍ପର୍କରେ ପୂର୍ବରୁ ପଚାରିଲେ ସେ ଏ କଥାଟିକୁ ଏଡ଼ାଇ ଦେଉଥିଲେ । ହେଲେ ଏବେ ମୃଣାଳ କହନ୍ତି ଏପରି ଶୁଭ ଖବରକୁ ମୁଁ ଲୁଚାଇ ରଖିଥିଲି, କାରଣ ପରେ ସମସ୍ତଙ୍କୁ ସରପ୍ରାଇଜ ଦେଇଥାଆନ୍ତି । ସେ କହିଥିଲେ ଏହା ଏକ ନୂଆ ବ୍ୟାନର । ସେଥିରେ ନିର୍ମିତ ହେବାକୁ ଥିବା ସିରିଜ ଫିଲ୍ମରେ ମୁଁ ଆକ୍ଟିଂ କରିବାକୁ ଯାଉଛି । ଆଉ ଏକ ଖାସ କଥା ହେଲା, ୱେବ ସିରିଜରେ ମଧ୍ୟ ଆକ୍ଟିଂ କରିବାକୁ ମୋତେ ଅଫର ମିଳିଛି । ହେଲେ ସେ ନେଇ ମୁଁ କିଛି ନିଷ୍ପତ୍ତି ନେଇନାହିଁ ।