୨୭ତମ ଜନ୍ମଦିନ ପାଳନ କଲେ ସାରା

ସାରା ନିଜର ହଟ ଫଟୋ ସେୟାର କରି ଫ୍ୟାନ୍ସଙ୍କୁ ଦିୱାନା କରନ୍ତି….

ମୁମ୍ବାଇ : ବଲିଉଡ ଅଭିନେତ୍ରୀ ସାରା ଅଲି ଖାନ ତାଙ୍କର ୨୭ତମ ଜନ୍ମଦିନ ପାଳନ କରୁଛନ୍ତି । ସାରା ଅନେକ ଚଳଚ୍ଚିତ୍ରରେ ନିଜର ଦକ୍ଷ ଅଭିନୟ ଦେଖାଇ ସାରିଛନ୍ତି । ସାରା ତାଙ୍କ ପରିବାରକୁ ବହୁତ ଭଲ ପାଆନ୍ତି । ସାରା ଖୁବ୍‌ କମ୍‌ ସମୟରେ ନିଜ ପାଇଁ ଏକ ଭିନ୍ନ ସ୍ଥାନ ସୃଷ୍ଟି କରିଛନ୍ତି । ସେହିପରି ଲାଇମ ଲାଇଟରେ ରହିବାକୁ ସାରାଙ୍କୁ ଖୁବ ପସନ୍ଦ । ସାରା ନିଜର ହଟ ଫଟୋ ସେୟାର କରି ଫ୍ୟାନ୍ସଙ୍କୁ ଦିୱାନା କରନ୍ତି ।