ପଦ୍ମପୁରରେ କିନ୍ନର ମାନଙ୍କ ରକ୍ତ ଦାନ ଶିବିର

କେନ୍ଦୁଝର ଜିଲ୍ଲା ପଦ୍ମପୁର ନିକଟରେ କିନ୍ନର ମାନେ ରକ୍ତ ଦାନ ଏକ ମହତ ଦାନ l ଏହି ମହାନ କାର୍ଯ୍ୟ କରିବା ନିମନ୍ତେ ଆଗେଇ ଆସିଛନ୍ତି ସୋନମ ଗୁରମା ତତ୍ତ୍ୱାବଧାନରେ କିନ୍ନର ପ୍ରାଚୀ ନେତୃତ୍ୱରେ ଅଂଚଳ ର ଲୋକଙ୍କୁ କିପରି ରକ୍ତ ଅଭାବ ନହେବ ସେଥିପାଇଁ ଉଦ୍ୟମ ଆରମ୍ଭ କରିଛି ଏହି ଅନୁଷ୍ଠାନ l ଟ୍ରଷ୍ଟ ର ଶୁଭାରମ୍ଭ ଓ ଆଜାଦୀ କୀ ଅମୃତ ମହୋତ୍ସବ ପାଳନ ପକ୍ଷରୁ ଏକ ରକ୍ତଦାନ ଶିବିର ସ୍ଥାନୀୟ କେନ୍ଦୁଝର ଜିଲ୍ଲାର ପଦ୍ମପୁର ଅନୁଷ୍ଠିତ ହୋଇଥିଲା | କିନ୍ନର ପ୍ରାଚୀ ନେତୃତ୍ୱରେ ଆୟୋଜିତ ରକ୍ତଦାନ ରେ ବହୁ କିନ୍ନର ପରିବାର ମାନେ ରକ୍ତ ଦାନ ଦେବା ସହ ସ୍କୁଲରେ ଯାଇ କୁନି କୁନି ଛାତ୍ର ଓ ଛାତ୍ରୀ ମାନଙ୍କୁ ବହି,ପେନ,ଖାତା ଦେବାର ବ୍ୟବସ୍ଥା କରାଯାଇଛି।