ରାଶିଫଳ ବୁଧବାର : ଆଜି ସାମାଜିକ ଉତ୍ସବ ପାଇଁ ଉତ୍ତମ ଦିନ
ଆଜି ଦିନ ଯାକ ଉର୍ଜାରେ ଭରି ରହିବେ ……
ମେଷ : ନିଜ ସ୍ୱାସ୍ଥ୍ୟକୁ ଧ୍ୟାନ ଦିଅନ୍ତୁ | ଆପଣ ଯଦି ଆଜି ଆପଣଙ୍କ ସାଙ୍ଗମାନଙ୍କ ସହିତ ବାହାରକୁ ବୁଲିବାପାଇଁ ଯାଉଛନ୍ତି ତେବେ ସାବଧାନ ହୋଇ ରହିବେ , ନଚେତ ଅଯଥା ଅପବ୍ୟୟ ସହିତ ଅର୍ଥ ହାନିର ସମ୍ଭାବନା ଅଛି | ପାରିବାରିକ କାର୍ଯ୍ୟକ୍ରମରେ ନୂତନ ସାଙ୍ଗ ହୋଇ ପାରିବେ | କିନ୍ତୁ ତାଙ୍କୁ ବାଛିଲା ବେଳେ ସାବଧାନ ରୁହନ୍ତୁ | ଭଲ ସାଙ୍ଗ ସେହି ଖଣି ପରି ଥାନ୍ତି, ଯାହାଙ୍କୁ ଜୀବନ ଯାକ ନିଜର ହୃଦୟ ପାଖରେ ରଖି ହୁଏ | ଆଜି ଉତେଜିତ ରହିବେ କାରଣ ଆପଣଙ୍କ ପ୍ରିୟ ଆଜି ଫୋନ କରି ପାରନ୍ତି | ପାରିବାରିକ ଆସନ୍ତି ଯୋଗୁଁ ଆଜି ଆପଣଙ୍କ ମନ କାମରେ ଲାଗିବନାହିଁ | ବ୍ୟପାରୀ ମାନେ ନିଜର ସହଭାଗୀଙ୍କ ଠାରୁ ସତର୍କ ରୁହନ୍ତୁ | ସେମାନେ ଆପଣଙ୍କୁ ଆଘାତ କରିପାରନ୍ତି | ଆଜି ମୋବାଇଲ ବା ଟିଭି ରେ ମୁଭି ଦେଖି ଆପଣ ଏତେ ବ୍ୟସ୍ତ ହୋଇଯିବେ ଯେ ଆପଣଙ୍କର କୌଣସି ବହୁତ ଜରୁରୀ କାମ ଭୁଲି ଯାଇ ପାରନ୍ତି | ଆପଣଙ୍କ ବୈବାହିକ ଜୀବନର ସବୁ ଦିନ ଅପେକ୍ଷା ଆଜି ଦିନଟା ସବୁଠୁ ଉତ୍ତମ ରହିବ |
ବୃଷ : ଯୋଗ ଓ ତପଶ୍ୟା ଆଧ୍ୟାତ୍ମିକ ଓ ଶାରୀରିକ ଲାଭ ପାଇଁ ଉପକାରୀ ହୋଇ ଥାଏ | ଅଧିକ ଦିନ ପାଇଁ ନିବେଶ କରନ୍ତୁ ନାହିଁ ଓ ସାଂଗ ମାନଂକ ସହିତ ସମୟ କଟାଅନ୍ତୁ | ଆପଣ ଯାହାଙ୍କୁ ଭଲ ପାନ୍ତି, ଆଜି ତାଙ୍କ ସହିତ ସହିତ ଭୁଲ ବୁଝାମଣା ଦୂର ହୋଇ ପାରେ | ଆପଣଙ୍କୁ ଚିନ୍ତା କରିବାକୁ ଆବଶ୍ୟକତା ନାହିଁ | ଆଜି ଆପଣଙ୍କ ଦୁଃଖ ବରଫ ପରି ତରଳି ଯିବ | ବଡ଼ ୟୁଧ୍ୟଗପତି ମାନଂକ ସହିତ ଭାଗୀଦାରୀତାର ବ୍ୟବସାୟ ଲାଭକାରୀ ରହିବ | ବିଗତ ଦିନମାନଙ୍କରେ ଆପଣ ବହୁତ କାମ ଅଧା ରୁ ଛାଡିଦେଇଛନ୍ତି ଯାହା ଏବେ ଆପଣଙ୍କୁ କପୁର କରିବାକୁ ପଡିପାରେ | ଆଜି ଖାଲି ସମୟରେ ଆପଣ ଅଫିସ ର କାମରେ ବ୍ୟସ୍ତ ରହିବେ | ଆପଣ ଅନୁଭବ କରିବେକି ବୈବାହିକ ଜୀବନ ସତରେ ଆପଣଙ୍କ ପାଇଁ ଖୁସି ନେଇକି ଆସିଛି |
ମିଥୁନ : ଧାର୍ମିକ ଭାବନା ଆସିପାରେ, ଯାହା ଯୋଗୁଁ ଆପଣ ଧାର୍ମିକ ଜାଗାକୁ ଯାଇ କୋଣସି ପବିତ୍ର ମନ ରଖୁଥିବା ଗୁରୁଙ୍କଠୁ ଜ୍ଞାନ ପ୍ରାପ୍ତି କରିବେ | ବାଣିଜ୍ୟ ବ୍ୟାପାରର କୁ ସଶକ୍ତ କରିବା ପାଇଁ ଆଜି ଆପଣ କୌଣସି କଡା ନିଷ୍ପତ୍ତି ନେଇପାରନ୍ତି, ଯେଉଁଥିରେ ଆପଣଙ୍କର କୌଣସି ନିକଟ ବନ୍ଧୁ ପରିଜନ ସହାୟତା କରିପାରନ୍ତି | ଆପଣଙ୍କୁ ପରିବାର ଲୋକଙ୍କ ଓ ସାଙ୍ଗ ମାନଙ୍କ ସହିତ ସମୟ କାଟିବା ପାନ ପ୍ରଚୁର ସମୟ ମିଳିବ | ପ୍ରେମର ଦୃଷ୍ଟିକୋଣରୁ ଆପଣଙ୍କ ପାଇଁ ଆଜି ଦିନ ଅତି ବିଶେଷ ରହିବ | ନିଜର କାର୍ଯ୍ୟକୁଶଳତା ବଢେଇବା ପାଇଁ ନୂଆ କୌଶଳର ସାହାଯ୍ୟ ନିଅନ୍ତୁ | ଆପଙ୍କ ଦକ୍ଷତା ଓ କାମ କରିବାର ନୂଆ ଢଙ୍ଗ ଆପଣଙ୍କ ପ୍ରଚୀତ ଲୋକଙ୍କ ମଧ୍ୟରେ କୌତୁହଳତା ସ୍ତୃଷ୍ଟି କରିବ | ଆଜି ଯେତେ ପାରିବେ ନିଜ ପାଇଁ ସମୟ କାଢନ୍ତୁ | ଅନ୍ୟକୁ ସମୟ ଦେବା ବ୍ୟତୀତ ନିଜକୁ ସମୟ ଦେବା ଭଲ | ବୈବାହିକ ଜୀବନର କିଛି ଲାଭ ବି ହୁଏ ଓ ଆଜି ଆପଣ ତାହାକୁ ପ୍ରାପ୍ତ କରି ପାରିବେ |
କର୍କଟ : ଆଜି ବିଶେଷ ଦିନ ଅଛି, କାରଣ ଉତ୍ତମ ସ୍ବାସ୍ଥ୍ୟ ଆପଣଙ୍କୁ ଲିଚି ଅସାଧାରଣ କାର୍ଯ୍ୟ କରିବାକୁ କ୍ଷମତା ଦେବ | ଆଜି ଗୁଡ଼ାଏ ଅର୍ଥ ଯୋଜନା ଆପଣଙ୍କ ସାମନାରେ ଆସିବ, ତେଣୁ ଭାବିଚିନ୍ତି ନିଷ୍ପତ୍ତି ନିଅନ୍ତୁ | ଯାହା ଉପରେ ଆପଣ ବିଶ୍ୱାସ କରନ୍ତି,ହୋଇ ପାରେ କି ସିଏ ଆପଣଙ୍କୁ ପୁର୍ଣ ସତ୍ୟ କହୁ ନାହାନ୍ତି | ଆପଣଙ୍କ ଅନ୍ୟ ମାନଙ୍କୁ ରାଜି କରେଇବାର କ୍ଷମତା ଆସୁଥିବା ଅସୁବିଧାକୁ ସମାଧାନ କରିବାରେ କାରିଗର ପ୍ରମାଣିତ ହେବ | ପ୍ରେମ ସଦା ବେଳେ ଭାବପୂର୍ଣ୍ଣ ହୋଇ ଥାଏ ଓ ତାହା ଆଜି ଆପଣ ଅନୁଭବ କରିବେ | ଆପଣ ଏମିତି ଯୋଜନାକୁ କାର୍ଯ୍ୟ କରେଇବାର ସ୍ଥିତିରେ ଥିବେ, ଯାହା ବହୁତ ଲୋକଙ୍କୁ ପ୍ରଭାବିତ କରିବ | ଯେଉଁମାନେ ବିଗତ କିଛି ଦିନ ହେବ ବହୁତ କାର୍ଯ୍ୟ ବ୍ୟସ୍ତ ଥିଲେ ସେମାନଙ୍କୁ ଆଜି ନିଜ ପାଇଁ ସମୟ ନିଶ୍ଚୟ ମିଳିବ | ଆପଣ ଓ ଆପଣଙ୍କର ଜୀବନସାଥୀ ମଧ୍ୟରେ ଚିନ୍ତାଜନକ ସ୍ଥିତି ରହିବ | ଯେତେ ପର୍ଯନ୍ତ ସମ୍ଭବ କଥାକୁ ବଢ଼ାନ୍ତୁ ନାହିଁ |
ସିଂହ : ସନ୍ଦେହ କରିବା ସ୍ଵଭାଵ କାରଣରୁ ଆପଣଙ୍କୁ ପରାଜୟ ହେବାକୁ ପଡି ପାରେ | ଆର୍ଥିକ ଦୃଷ୍ଟିକୋଣରୁ ଆଜିର ଦିନ ମିଶ୍ରିତ ଫଳ ଦେବ | ଆଜି ଆପଣଙ୍କୁ ଧନପ୍ରାପ୍ତି ହେଲେ ମଧ୍ୟ ସେଥିପାଇଁ ବହୁତ ପରିଶ୍ରମ କରିବାକୁ ପଡ଼ିବ | ଘରର ପରିବେଶ କାରଣରୁ ଆପଣ ଦୁଃଖୀ ହୋଇ ପାରନ୍ତି | ପ୍ରେମର ଦୃଷ୍ଟିରୁ ଯଦି ଆପଣ ଦେଖିବେ ତାହେଲେ ଜୀବନର ରସର ପୁରା ଆନନ୍ଦ ନେବାର ସଫଳ ରହିବେ | କାମ ଓ ଘରର ଚାପ ଯୋଗୁଁ ଆଜି ଟିକେ ବେଶୀ ରାଗ ଅନୁଭବ କରିବେ | ଆଜି ଧାର୍ମିକ ଓ ସାମାଜିକ ଉତ୍ସବ ପାଇଁ ଉତ୍ତମ ଦିନ ଅଟେ | ଜୀବନସାଥୀ କାରଣରୁ ଆପଣଙ୍କୁ ଅନୁଭବ ହେବ କି ତାଙ୍କ ପାଇଁ ଦୁନିଆରେ ଆପଣ ହିଁ ସବୁଠୁ ମହତ୍ଵପୁର୍ଣ |
କନ୍ୟା : ଅନ୍ୟ ମାନଙ୍କ ସାଙ୍ଗରେ ଖୁସି ବାଣ୍ଟିଲେ ସ୍ୱାସ୍ଥ୍ୟ ଆହୁରି ଭଲ ରହିବ | ଆଜି ନିବେଶ କରିବା ଯୋଗୁଁ ଆପଣଙ୍କ ସମୃଦ୍ଧି ଓ ଅର୍ଥ ସୁରକ୍ଷାରେ ବୃଦ୍ଧି ହେବ | ନିଜ ଜୀବନରେ ଗୋଟେ ସଂଗୀତ ଜନ୍ମ କରନ୍ତୁ, ସମର୍ପଣର ମୂଲ୍ୟ ବୁଝନ୍ତୁ ଓ ହୃଦୟରେ ପ୍ରେମ କିମ୍ବା କୃତଜ୍ଞ ହେବାର ଫୁଲ ଫୁଟାନ୍ତୁ | ଆପଣ ଅନୁଭବ କରିବେ କି ଆପଣଙ୍କ ଜୀବନ ଅଧିକ ଅର୍ଥପୁର୍ଣ ହୋଉଛି | ଆପଣଙ୍କର ଜୀବନରେ ପ୍ରେମର ଗଂଗା ବୋହିବ , ତେଣୁ ଆପଣ ସଚେତ ଥାନ୍ତୁ| ଆପଣଙ୍କୁ ନିଜର ପ୍ରତିଭା ଦେଖେଇବା ପାଇଁ ଭଲ ସୁଯୋଗ ମିଳିବ | ଆଜି ନିଜ ସୀମା ବାହାରକୁ ଯାଇକି ବଡ଼ ପଦରେ ବସି ଥିବା ଲୋକଙ୍କ ସହିତ ସାକ୍ଷାତ କରି ପାରିବେ | ଆପଣ ଓ ଆପଣଙ୍କର ଜୀବନସାଥୀ ମଧ୍ୟରେ ଚିନ୍ତାଜନକ ସ୍ଥିତି ରହିବ | ଯେତେ ପର୍ଯନ୍ତ ସମ୍ଭବ କଥାକୁ ବଢ଼ାନ୍ତୁ ନାହିଁ |
ତୁଳା : ସନ୍ଧ୍ୟା ବେଳେ ଟିକେ ଆରାମ କରନ୍ତୁ | ଚନ୍ଦ୍ରଙ୍କ ସ୍ଥିତିପାଇଁ ଆଜି ଆପଣଙ୍କୁ ଅକାରଣ ଖର୍ଚ୍ଚାନ୍ତ ହେବାକୁ ପଡ଼ିପାରେ | ଯଦି ଆପଣଙ୍କୁ ଧାନ ସଂଚୟ କରିବାର ଅଛି, ତେବେ ଏ ବିଷୟରେ ନିଜ ମାତାପିତା ଅଥବା ସହଭାଗିନୀଙ୍କ ସହିତ କଥାବାର୍ତା କରନ୍ତୁ | ଆପଣଙ୍କର ପରିବାର ପକ୍ଷରୁ ଆପଣ ଆଜି ଖୁସି ଅନୁଭବ କରିବେ ନାହିଁ | କାମରେ ଅଧିକ ଚାପ ଯୋଗୁଁ ଆପଣ ମାନସିକ କୋଳାହଳ ଓ ଯନ୍ତ୍ରଣା ଅନୁଭବ କରି ପାରନ୍ତି | ସନ୍ଧ୍ୟା ବେଳେ ଟିକେ ଆରମ୍ଭ କରିବାକୁ ଚେଷ୍ଟା କରନ୍ତୁ | ନିଜର ଚରିତ୍ରକୁ ସତ୍ୟପ୍ରିୟ ଓ ସ୍ପଷ୍ଟବାଦୀ ରଖନ୍ତୁ | ଲୋକ ଆପଣଙ୍କ ଦୃଢ଼ତା ଓ କ୍ଷମତା ପାଇଁ ପୁରସ୍କାର ଦେବେ | ଆଜି ଯାତ୍ରା କରିବା ଆପଣଙ୍କ ପାଇଁ ଉପକାରୀ ହୋଇ ପାରେ କିନ୍ତୁ ବହୁତ ଖର୍ଚ ମଧ୍ୟ ହେବ | ବନ୍ଧୁ-ବାନ୍ଧବଙ୍କୁ ନେଇକି ଜୀଏବଂ-ସାଥୀଙ୍କ ସହିତ ଯୁକ୍ତି-ତର୍କ ହୋଇ ପାରେ |
ବିଛା : ଆଜି ଦିନ ଯାକ ଉର୍ଜାରେ ଭରି ରହିବେ ଓ ଯାହା ବି କାମ କରିବେ ତାହା କମ ସମୟରେ ସାରି ପାରିବେ ଅର୍ଥ ବାଧ୍ୟତାରୁ ବଞ୍ଚିବା ପାଇଁ ନିର୍ଧାରିତ ବଜେଟ ଭିତରେ ରୁହନ୍ତୁ | ଆପଣଙ୍କୁ ପରିବାର ଲୋକଙ୍କ ଓ ସାଙ୍ଗ ମାନଙ୍କ ସହିତ ସମୟ କାଟିବା ପାନ ପ୍ରଚୁର ସମୟ ମିଳିବ | ଆଜି ଆପଣ ନିଜ ପ୍ରିୟକୁ ପସନ୍ଦ ଆସୁଥିବା ବସ୍ତ୍ର ପିନ୍ଧନ୍ତୁ ନଚେତ ସିଏ ଅପମାନିତ ଅନୁଭବ କରି ପାରନ୍ତି | ଯାତ୍ରା କଲେ ବ୍ୟବସାୟିକ ସମ୍ବନ୍ଧରେ ସୁଧାର ଆସିବ | ଆଜି ଯେତେ ପାରିବେ ନିଜ ପାଇଁ ସମୟ କାଢନ୍ତୁ | ଅନ୍ୟକୁ ସମୟ ଦେବା ବ୍ୟତୀତ ନିଜକୁ ସମୟ ଦେବା ଭଲ | ହସ-ମଜାରେ ଆପଣ ଓ ଆପଣଙ୍କ ଜୀବନସାଥୀ ମଧ୍ୟରେ କୌଣସି ପୁରୁଣା କଥାକୁ ନେଇକି ବାଦ-ବିବାଦ ହୋଇ ପାରେ |
ଧନୁ : ଆପଣ ଖୁବ ଶୀଘ୍ର ଲମ୍ବା ସମୟରୁ ଚାଲି ଆସୁଥିବା ରୋଗରୁ ଉଭରି ଆସିବେ ଓ ପୁର୍ଣ ରୂପରେ ସୁସ୍ଥ ହୋଇ ପାରନ୍ତି | କିନ୍ତୁ ଏମିତି ସ୍ୱାର୍ଥୀ ଓ ରାଗି ଲୋକଠୁ ନିଜକୁ ରକ୍ଷା କରନ୍ତୁ, ଯିଏ କି ଆପଣଙ୍କୁ ଚାପ ଦେଇ ପାରେ ଓ ଆପଣଙ୍କ ଅସୁବିଧାରେ ବୃଦ୍ଧି କରି ପାରେ | ଧନ ଆଜି ଆପଣଙ୍କ ହାତରେ ରହିବ ନାହିଁ | ସେଥିପାଇଁ ଆପଣଙ୍କୁ ବହୁତ ଅସୁବିଧାର ସାମ୍ନା କରିବାକୁ ପଡିବ | କୌଣସି ପ୍ରିୟ ବ୍ୟତିଙ୍କ ସହ ପରସ୍ପର କଥାବାର୍ତା ନ ହେବା କାରଣରୁ,ଯିଏ କି ବହୁତ ମନେ ପଡୁଛନ୍ତି ଆପଣ ମାନସିକ ଚାପ ଅନୁଭବ କରି ପାରନ୍ତି | ପ୍ରେମପ୍ରସଙ୍ଗ ପାଇଁ ଆଜି ଜୀବନ ବହୁତ ବହୁତ ଜଟିଳ ରହିବ | ନୂଆ କାର୍ଯ୍ୟ ଲୋଭେଇବା ଓ ଲାଭ ଦେବା ପରି ଲାଗିବ | ଆଜି ଆପଣ ଖୋଲା ଆକାଶ ଓ ଖୋଲା ପବନରେ ଶ୍ୱାସ ନେବାପାଇଁ ଚାହିଁବେ ଏହା ଆପଣଙ୍କୁ ଦିନସାରା ଶାନ୍ତ ଓ ଉନ୍ମାଦ ଭରା ରଖିବ | ହେଇ ପାରେକି ଆପଣଙ୍କ ଜୀବନ-ସାଥି ଆନ୍ୟ ମାନଙ୍କ କଥାରେ ପଡ଼ିକି ଆପଣଙ୍କ ସହିତ ବିବାଦ କରିବେ, କିନ୍ତୁ ଆପଣଙ୍କ ଭଲ ପାଇବା ସବୁ କିଛି ଠିକ କରିଦେବ |
ମକର : ଅନ୍ୟ ମାନଙ୍କ ସାଙ୍ଗରେ ଖୁସି ବାଣ୍ଟିଲେ ସ୍ୱାସ୍ଥ୍ୟ ଆହୁରି ଭଲ ରହିବ | ଆର୍ଥିକ ଅବସ୍ଥାରେ ନିହାତି ସୁଧାର ଆସିବ- କିଂତୁ ସମାନ ଭାବରେ ଖର୍ଚ ମଧ୍ୟ ହେବ| ଆଜି ବନ୍ଧୁ ମାନେ ସାହାଯ୍ୟ କରିବାକୁ ଆସିବେ ଯଦି ଆପଣଙ୍କୁ ଦରକାର ପଡିବ | ସାମାନ୍ୟ ଦ୍ଵନ୍ଦ ହେଲେ ମଧ୍ୟ ଆପଣଙ୍କ ପ୍ରେମ ସମ୍ପର୍କ ଆଜି ଭଲ ରହିବ ଓ ଆପଣ ଆପଣ ଆପଣଙ୍କ ପ୍ରେମିକ/ପ୍ରେମିକାଙ୍କୁ ଖୁସି କରାଇ ପାରିବେ | ଯୋଗ୍ୟ କର୍ମୀ ମାନଙ୍କୁ ପଦଉନ୍ନତି କିମ୍ବା ଆର୍ଥିକ ଲାଭ ହୋଇ ପାରେ | ଯାତ୍ରା କରିବା ଯୋଗୁଁ ସଂଗେ ସାଙ୍ଗ ଲାଭ ମିଳିବ ନାହିଁ କିନ୍ତୁ ଭବିଷ୍ୟ ପାଇଁ ଉପକାରୀ ହେବ | ଆପଣ ଅନୁଭବ କରିବେକି ବୈବାହିକ ଜୀବନ ସତରେ ଆପଣଙ୍କ ପାଇଁ ଖୁସି ନେଇକି ଆସିଛି |
କୁମ୍ଭ : ଯାତ୍ରା ଓ ବନ୍ଧୁ ମାନଙ୍କ ସହିତ ସମ୍ମେଳନ ଯୋଗୁଁ ଆପଣ ଆଜି ଆରମ୍ଭ ଓ ଖୁସି ଅନୁଭବ କରିବେ | ଭାଇ ଭଉଣୀଙ୍କ ତରଫରୁ ଆଜି ଆପଣଙ୍କୁ ଆର୍ଥିକ ସହାୟତା ମିଳିବ | ତେଣୁ ସେମାନଙ୍କର ଉପଦେଶ ମାନନ୍ତୁ | ନିଜ ପରିବାରରେ ନିଜର ପ୍ରଭାବ ରଖିବା ପାଇଁ ନିଜର କ୍ରିୟାକଳାପ ଛାଡ଼ିବାର ସମୟ ଆସି ଯାଇଛି | ଜୀବନର ଉଠା-ବସାରେ ତାଙ୍କ କାନ୍ଧରୁ କାନ୍ଧ ମିଶେଇ ରୁହନ୍ତୁ | ଆପଣଙ୍କ ପରିବର୍ତିତ ବ୍ୟବହାର ତାଙ୍କ ପାଇଁ ଖୁସିର ଋତୁ ନେଇକି ଆସି ପାରେ | ଆଜି ଆପଣ ଆପଣଙ୍କ ପ୍ରକୃତ ପ୍ରେମକୁ ଅତି ମନେ ପକେଇବେ | କିନ୍ତୁ ଆପଣ ଚିନ୍ତା କରନ୍ତୁ ନାହିଁ କାରଣ ସମୟ ସାଙ୍ଗରେ ସବୁ କିଛି ବଦଳି ଆପଣଙ୍କ ପ୍ରେମ ଜୀବନ ବି ଶୀଘ୍ର ବଦଳି ଯିବ | କାର୍ଯ୍ୟରେ ଧୀର ପ୍ରଗତି ହାଲୁକା ମାନସିକ ଚାପି ଦେଇ ପାରେ | ଆଜି ଆପଣ ନିଜ ପାଇଁ ସମୟ କାଢ଼ିବାକୁ ବହୁତ ଚେଷ୍ଟା କରିବେ କିନ୍ତୁ ସେଥିରେ ଅସଫଳ ହେବେ ଯଦି ଆପଣ ଆପଣଙ୍କ ଜୀବନସାଥୀ ସହିତ କୋଉଠିକି ବାହାରିକୁ ଡେଟରେ ଯିବେ, ତାହେଲେ ଆପଣଙ୍କ ସମ୍ପର୍କ ଆହୁରି ଦୃଢ଼ ହୋଇ ଯିବ |
ମୀନ : ଅସନ୍ତୋଷ ଭାବନାକୁ ନିଜ ଉପରେ ଅବୈଧ ହବାକୁ ଦିଅନ୍ତୁ ନାହିଁ | ଆପଣ ଅପ୍ରତ୍ୟାଶିତ ସ୍ତ୍ରୋତରୁ ଧନ ମିଳିପାରେ, ଯାହା ବିଷୟରେ ଆପଣ କେବେ ବି ଭାବି ନଥିବେ | ଏମିତିଆ କାର୍ଯ୍ୟରେ ସହଭାଗିତା କରିବା ପାଇଁ ଉତ୍ତମ ସମୟ ଅଟେ, ଯେଉଁ ଥିରେ ଯୁବା ଅବସ୍ଥାର ଲୋକ ଜଡ଼ିତ ଅଛନ୍ତି | ନୂଆ ପ୍ରେମ ସମ୍ବନ୍ଧ ଆପଣଂକ ମନରେ ଖୁସି ଭାବନା ଆଣିବ ଓ ମନ ଭଲ ରହିବ| ଲୋକ ମାନେ ଆପଣଙ୍କୁ ଆପନଙ୍କରେ ବଢିଆ କାମ ପାଇଁ ଜାଣିବେ | ଆଜି ଆପଣଙ୍କ ପାଇଁ ବହି ପଢ଼ି ସମୟ ଅତିବାହିତ କରିବା ସବୁଠାରୁ ବେଶୀ ଉପଯୁକ୍ତ | କଣ ଆପଣ ଜାଣିଛନ୍ତିକି ଆପଣଙ୍କ ଜୀବନସାଥୀ ଆପଣଙ୍କ ପାଇଁ ଜଣେ ଦେବଦୁତ୍ତ? ତାଙ୍କ ଉପରେ ଧ୍ୟାନ ଦିଅନ୍ତୁ,ଏହି କଥା ଆପଣଙ୍କୁ ଆପେ-ଆପେ ଦେଖା ଯିବ |