ମୁମ୍ବାଇ: ବଲିଉଡ ଅଭିନେତ୍ରୀ ନିଆ ଶର୍ମାଙ୍କ ପିଛା ଛାଡୁନି ବିବାଦ । ସେ ତାଙ୍କର ବୋଲ୍ଡନେସକୁ ନେଇ ସବୁବେଳେ ଚର୍ଚ୍ଚାରେ ରୁହନ୍ତି । ନିଆ ସବୁବେଳେ ନିଜର ବୋଲ୍ଡନେସ୍ ପାଇଁ ଛୋଟ ପରଦାରେ ବେଶ ଜଣାଶୁଣା । ହେଲେ ପୂର୍ବରୁ ନିଆ ବ୍ୟାକଲେସ ଡ୍ରେସ ପିନ୍ଧି ଟ୍ରୋଲରଙ୍କ ଶିକାର ହୋଇଥିଲେ । ବର୍ତ୍ତମାନ କିନ୍ତୁ ଏଥର ବ୍ୟାକଲେସ ନୁହେଁ ବରଂ ଫଟା ଡ୍ରେସ ପିନ୍ଧି ଏହାର ଫଟୋ ନିଜ ଇନଷ୍ଟାରେ ସେୟାର କରିଥିଲେ । ଏହାକୁ ଦେଖି ନିଆଙ୍କ ଫ୍ୟାନ୍ସମାନେ ତାଙ୍କୁ ଟ୍ରୋଲ କରିବା ଆରମ୍ଭ କରିଛନ୍ତି । ନିଆଙ୍କ ଏହି ଫଟୋ ୟୁଜର୍ସଙ୍କ ନିଆଙ୍କ ଏହି ଫଟୋ ପସନ୍ଦ ଆସି ନାହିଁ ।