ମେଷ : ଯେମିତି ହିଁ ଆପଣଙ୍କ ସ୍ଥିତି ଉପରେ ନିଅନ୍ତ୍ରଣା ରଖିବାକୁ ଚେଷ୍ଟା କରିବେ,ଆପଣଙ୍କ ଉତ୍ତେଜନା କାମ ହୋଇ ଯିବ | ଅତିଶୀଘ୍ର ହିଁ ଆପଣ ଜାଣିବେକି ଏହା ଅସୁବିଧା ସାବୁନର ସେହି ଫେଣ ପରି ଥିଲା ଯାହାକି ଛୁଇଁଲେ ହି ଫାଟି ଯିବ | କୌଣସି ନୂଆ ଚମତ୍କାରୀ ବିଚାର ଆପଣଙ୍କୁ ଆର୍ଥିକ ଲାଭ ପ୍ରଦାନ କରି ପାରେ | ନିଅଯର କଥା ଉପରେ ନିଅନ୍ତ୍ରଣ ରକଃନ୍ତୁ,ନଚେତ ଘରର ବୃଦ୍ଧ ଲୋକ ମାନେ ଦୁଖୀ ଅନୁଭବ କରିବେ | ବେକାରିଆ କଥା ହୋଇ ନଷ୍ଟ କରିବାଠୁ ଭଲ ଆପଣ ଶାନ୍ତ ରୁହନ୍ତୁ | ମନେ ରଖନ୍ତୁକି ବୁଢ଼ୀ ସହିତ କାମ କଲେ ହିଁ ଆମର ଜୀବନକୁ ମାନ୍ୟତା ମିଳିବ | ଆଜି ଏହି ସୁନ୍ଦର ଦିନରେ ପ୍ରେମ ସମ୍ବନ୍ଧରେ ଆସୁଥିବା ପ୍ରତେକଟି ଅଭିଯୋଗ ସମାପ୍ତ ହେବ | ନିଜ ଯୋଜନାର ପରୀକ୍ଷା ନେବା ପାଇଁ ଏଇଟା ଶୁଭ ସମୟ ଅଟେ | ଆଜି ଦିନରେ ଆପଣଙ୍କ ବୈବାହିକ ଜୀବନ ଗୋଟେ ସୁନ୍ଦର ପରିବର୍ତନ ଦେଖିବ | ଆଜି ଆପଣ ଆପଣଙ୍କ ସାନଭାଇଙ୍କ ସହିତ ବାହାରକୁ ବୁଲିବାକୁ ଯାଇପାରନ୍ତି |ଏହାଦ୍ୱାରା ଆପଣ ଦୁଇଜଣଙ୍କ ମଧ୍ୟରେ ସମ୍ପର୍କ ଆହୁରି ପ୍ରଗାଢ଼ ହେବ |
ବୃଷ : ଆଜି ଆପଣ ଅନ୍ୟ ଦିନ ଅପେକ୍ଷା ଟିକେ କମ ତେଜସ୍ୱି ଅନୁଭବ କରିବେ | ନିଜକୁ ଦର୍କାରରୁ ବେଶୀ କାର୍ଯ୍ୟର ଚାପ ତଳେ ଦବାନ୍ତୁ ନାହିଁ, ଟିକେ ଆରମ କରନ୍ତୁ ଓ ଆଜିର ଅଦରକାରୀ କାର୍ଯ୍ୟକୁ କାଲି ପାଇଁ ରଖି ଦିୟନ୍ତୁ | ମାତୃପକ୍ଷରୁ ଆଜି ଆପଣଙ୍କୁ କୌଣସି ଧନଲାଭ ହୋଇପାରେ | ଆପଣନ୍କ ଜୀବନ-ସାଥୀ ସହିତ ଉତ୍ତମ ବୁଝାମଣା ଜୀବନରେ ଖୁସି, ଶାନ୍ତି ଓ ସମୃଦ୍ଧି ଆଣିବ | ସମ୍ଭବ ହୋଇ ପାରେକି କେହି ଆପଣଙ୍କୁ ନିଜର ପ୍ରେମର ପ୍ରସ୍ତାବ ଦେଇ ପାରେ | ଏହି ରାଶିର ବ୍ୟକ୍ତିମାନେ ବଡ ମଜାଦାର ସେମାନେ ଗହଳିରେ ହେଉ ବା ଏକାକୀ ହେଉ ସବୁ ସ୍ଥାନରେ ଖୁସି ରହିପାରନ୍ତି | ଯଦିବା ଏକାକୀ ଖୁସି ଏତେ ସହଜ ନୁହେଁ ତଥାପି ଆଜି ଆପଣ ଆପଣଙ୍କ ବ୍ୟସ୍ତ ବହୁଳ ଜୀବନରେ ମଧ୍ୟ ନିଜ ପାଇଁ ସମୟ ବାହାର କରିପାରିବେ ଓ ଖୁସି ରହିପାରିବେ | ଆଜି ଆପଣ ନିଜର ଜୀବନର କିଛି ସ୍ମରଣୀୟ ସନ୍ଧ୍ୟା ଭିତରୁ ଗୋଟେ ନିଜର ଜୀବନ-ସାଥୀ ସହିତ ବିତାଇ ପାରନ୍ତି | ସମ୍ପର୍କୀୟଙ୍କଠାରୁ ଦୂରେ ଆପଣଙ୍କର ନିଜର ମଧ୍ୟ ଗୋଟେ ଦୁନିଆଁ ଅଛି | ସେ ଦୁନିଆଁ କୁ ଆଜି ଆପଣ ଆବିଷ୍କାର କରିପାରିବେ
ମିଥୁନ : ଘରୋଇ ବିବାଦ ଆପଣଙ୍କୁ ଚାପ ଦେଇ ପାରେ | ଆୟ ବଢ଼ିବା ଯୋଗୁ ଆର୍ଥିକ ଅବସ୍ଥାରେ ସୁଧାର ଆସିବ ଓ ରୁଣ ଆରମରେ ସୁଝି ପାରିବେ| ପ୍ରଭାବଶାଳୀ ଓ ମହତ୍ଵପୁର୍ଣ ଲୋକଙ୍କ ସାଙ୍ଗରେ ପରିଚୟ ବଢ଼େୟିବା ପାଇଁ ସାମାଜିକ ଗତିବିଧି ଏକ ଉତ୍ତମ ସୁଯୋଗ ପ୍ରଦାନ କରିବ | ନିଜର ସାଥୀଙ୍କ ସହିତ ବାହାରକୁ ଯିବା ସମୟରେ ଭଲ ଭାବରେ ବ୍ୟବହାର କରନ୍ତୁ | ଏହି ରାଶିର ବ୍ୟକ୍ତିମାନେ ବଡ ମଜାଦାର ସେମାନେ ଗହଳିରେ ହେଉ ବା ଏକାକୀ ହେଉ ସବୁ ସ୍ଥାନରେ ଖୁସି ରହିପାରନ୍ତି | ଯଦିବା ଏକାକୀ ଖୁସି ଏତେ ସହଜ ନୁହେଁ ତଥାପି ଆଜି ଆପଣ ଆପଣଙ୍କ ବ୍ୟସ୍ତ ବହୁଳ ଜୀବନରେ ମଧ୍ୟ ନିଜ ପାଇଁ ସମୟ ବାହାର କରିପାରିବେ ଓ ଖୁସି ରହିପାରିବେ | ଯଦି ଆପଣ ଓ ଆପଣଙ୍କ ଜୀବନସାଥୀ ଖାଇବା-ପିଇବାରେ ଅଧିକ ଧ୍ୟାନ ଦେବେ, ତାହେଲେ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପଡ଼ି ପାରେ | ଯେତେବେଳେ ଆପଣଙ୍କ ପାଖରେ ବେଶୀ ଖାଲି ସମୟ ଥିବା, ସେତେବେଳେ ନକରାତ୍ମକ ବିଚାର ଆପଣଙ୍କୁ ବେଶୀ ହଇରାଣ କରନ୍ତି | ସେଥିପାଇଁ ସକରାତ୍ମକ ପୁସ୍ତକ ପଢ଼ନ୍ତୁ, କୌଣସି ମନୋରଞ୍ଜକ ଚଳଚିତ୍ର ଦେଖନ୍ତୁ କିମ୍ବା ସାଙ୍ଗ ମାନଙ୍କ ସହିତ ସମୟ ବିତାନ୍ତୁ |
କର୍କଟ : ପୂର୍ଣ୍ଣତୟା ସୁଖମଜା ଆଜି ଭୋଗ କରି ପାରିବେ | ଆପଣ ଅପ୍ରତ୍ୟାଶିତ ସ୍ତ୍ରୋତରୁ ଧନ ମିଳିପାରେ, ଯାହା ବିଷୟରେ ଆପଣ କେବେ ବି ଭାବି ନଥିବେ | ଆପଣଙ୍କୁ ଖୁସି ରଖିବା ପାଇଁ ଆପଣଙ୍କ ଶିଶୁ ମାନେ ଯାହା ହେଇ ପାରିବ, ତାହା କରିବେ | ଆଜି ହିଁ ଲମ୍ବା ସମୟରୁ ଚାଲୁଥିବା ବିବାଦକୁ ସମାଧାନ କରି ନିୟନ୍ତୁ, କାରଣ ହେଇ ପାରେ କି କଳିକୁ ବହୁତ ଡେରି ହେଇ ଯାଇ ପାରେ | ଆଜି ଆପଣ ନିକଟସ୍ଥ ଲୋକମାନଙ୍କ ସହିତ ସମୟ କାଟିବାକୁ ଚାହିଁଲେ ମଧ୍ୟ ସକ୍ଷମ ହୋଇପାରିବେ ନାହିଁ | ବୈବାହିକ ଜୀବନର କିଛିଟା ସାଇଡ ଇଫେକ୍ଟ ବି ଥାଏ, ଆଜି ଆପଣ ଏହାର ସମ୍ମୁଖୀନ ହେବେ | ଧୀରେ ହେଉ ପଛେ ଆପଣଙ୍କ ଜୀବନ ଏବେ ଠିକ ରାସ୍ତାକୁ ଆସିଛି | ଏହା ଆଜି ଆପଣ ଅନୁଭବ କରିପାରିବେ |
ସିଂହ : ଚିକିତ୍ସା ଯୋଗୁଁ ଆପଣଙ୍କ ଘର ଲୋକଙ୍କ ଖର୍ଚ୍ଚ ବଢ଼ି ପାରେ| ଯଦି ଆପଣ କୌଣସି ବ୍ୟାଙ୍କ ଋଣ ପାଇଁ ଆବେଦନ କରିଥିଲେ ଅଥବା ଅପେକ୍ଷା କରିଥିଲେ ଆଜିର ଦିନରେ ତାହା ଆପଣଙ୍କୁ ମିଳିପାରେ | ସନ୍ଧ୍ୟା ସମୟରେ ସାମାଜିକ ଗତିବିଧି ଆଶା ଠୁ ଅଧିକ ଭଲ ରହିବ | ଆପଣଙ୍କ ପ୍ରେମ ବୃତି ହେବ | ଦିନର ଆରମ୍ଭ ଆପଣଙ୍କର ପ୍ରିୟଙ୍କ ହଂସାରୁ ହେବ ଓ ରାତି ତାଙ୍କର ସ୍ବପ୍ନ ଦେଖି ବିତିବ | ଏହି ରାଶିର ପିଲାମାନେ ଆଜି ଖେଳ କୁଦରେ ଦିନସାରା ସମୟ କାଟିବାକୁ ଚାହିଁବେ | ଅଭିଵାବକ ମାନେ ଏଥିପାଇଁ ଧ୍ୟାନ ଦେବା ଦରକାର କାରଣ ଆଘାତ ଲାଗିବାର ସମ୍ଭାବନା ଅଛି | ଏମିତି ତ ଜୀବନ ସବୁ ବେଳେ କିଛି ନୂଆ ଓ ଆକସ୍ମିକ କରିବା ପରି ଜିନିଷ ସାମନାକୁ ଆଣେ | କିନ୍ତୁ ଆଜି ଆପଣ ନିଜର ଜୀବନସାଥୀର ଗୋଟେ ଅଦ୍ଭୁତ ଜିନ୍ସ ଦେଖି ଖୁସିରେ ଚମକି ପଡ଼ିବେ | ଆପଣଙ୍କ ଶାନ୍ତ ହୃଦୟ ପାଇଁ ଘର ପରିସର ମଧ୍ୟ ଭଲ ରଖିବାରେ ଆପଣ ସକ୍ଷମ ହୋଇପାରିବେ |
କନ୍ୟା : ନିଜକୁ ସୁଧାରିବା ଯୋଜନା ଯୋଗୁଁ ଦୁଇଟି ପକ୍ଷରୁ ଲାଭ ମିଳି ପାରେ ଓ ଆପଣ ନିଜକୁ ନଇୟିକି ଆତ୍ମବିଶ୍ୱାସୀ ଓ ତୁଳନାତ୍ମକ ଅନୁଭବ କରିବେ | ଆଜି ଆପଣଙ୍କ ଘରେ କୌଣସି ସମାରୋହ ପାଇଁ ଆପଣଙ୍କୁ ବହୁତ ଖର୍ଚ୍ଚାନ୍ତ ହେବାକୁ ପଡ଼ିପାରେ ଯେଉଁଥିପାଇଁ ଆପଣଙ୍କର ଆର୍ଥିକ ସ୍ଥିତି ବିଗିଡି ଯାଇପାରେ | ଏମିତି କଥା ଉପରେ କିଛି କହିବା ଠୁ ପରିହାର କରନ୍ତୁ, ଯାହାକୁ ନେଇକି ନିଜ ଲୋକଂକ ଭିତରେ ବାଦ-ବିବାଦ ହେବାର ସମ୍ଭାବନା ଅଛି | ନିଜର ପ୍ରିୟାକୁ ଚଡି ସମୟ ବ୍ୟତୀତ କରିବା ପାଇଁ ଅସୁବିଧା ଅନୁଭବ କରିବେ | ଅତୀତରେ ଆପଣ ଯାହା ସବୁ ଯୋଜନା କରିଥିଲେ ସେସବୁ ଆଜି କାର୍ଯ୍ୟକାରୀ କରିବା ପାଇଁ ଆଜି ସମୟ ମିଳିଯିବ | ଗୋଟେ ବଡ଼ ଯୁକ୍ତି-ତର୍କ ଦିନ ବେଳେ ହେବା ପରେ, ଆପଣ ଆପଣଙ୍କ ଜୀବନସାଥୀ ସହିତ ସୁନ୍ଦର ସଂଧ୍ୟା କାଟିବେ | ଯଦି ଆଜି କିଛି ଅଧିକ କରିବାକୁ ନାହିଁ ତାହେଲେ ଆପଣ ନିଜର ଘରୋଇ ଜିନିଷକୁ ସଜଡା-ସଜୁଡ଼ି କରି ନିଜକୁ ବ୍ୟସ୍ତ ରଖି ପାରନ୍ତି |
ତୁଳା : ଆଜି ଊର୍ଜା ସହିତ ଭରା ରହିବା ପରେ ଭି -କାମ ଚାପ ଯୋଗୁଁ ବିରକ୍ତ ରହିବେ | ଆପଣଙ୍କର ସୃଜନାତ୍ମକ କଳା ଅତି ଲାଭକାରୀ ହୋଇ ପରେ ଯଦି ତାହାର ଠିକ ଜାଗାରେ ପ୍ରୟୋଗ କରା ଯିବ | ପିଲାମାନଙ୍କର ସଫଳତା ଯୋଗୁ ଆପଣ ଗର୍ବିତ ଅନୁଭବ କରିବେ | ଆପଣଙ୍କ ସାଥୀ ସାଙ୍ଗରେ ସମୟ କଟେଇକି ବହୁତ ଖୁସି ଅନୁଭବ କରିବେ କିନ୍ତୁ ତା ଯୋଗୁଁ କାମକୁ ସମୟ ଦେଇ ପାରିବେ ନାହିଁ | ରାତ୍ରି ସମୟରେ ପରିବାର ବର୍ଗଙ୍କ ଠାରୁ ଟିକେ ଦୂରରେ ରହି ଆପଣ ଛାତ ଉପରେ ବା ପାର୍କରେ ସମୟ କାଟିବାକୁ ଚାହିଁବେ | ଆପଣଙ୍କ ଜୀବନ-ସାଥୀ ଏବେ ହୋଇଥିବା ଯୁକ୍ତି-ତର୍କକୁ ଭୁଲିକି ନିଜର ଭଲ ସ୍ୱଭାବର ପରିଚୟ ଦେବେ | ଘରୁ ବାହାରେ ରହୁଥିବା ବ୍ୟକ୍ତି ମାନଙ୍କୁ ଆଜି ଘର କଥା ବେଶୀ ମାନେ ପଡିବ | ଘର ସହିତ କଥା ହୋଇପାରନ୍ତି |
ବିଛା : ଆପଣଙ୍କ ଆକର୍ଷିତ ବ୍ୟବହାର ଅନ୍ୟ ମାନଙ୍କ ଧ୍ୟାନ ଆପଣଙ୍କ ଆଡକୁ ଟାଣିବ | ବହୁତ ଦିନରୁ ଅଟକି ଥିବା ଅର୍ଥଆଜି ମିଳିବାଯୋଗୁଁଅର୍ଥ ଅବସ୍ଥାରେ ଉନ୍ନତି ହେବ ପରିବାର ଲୋକଙ୍କ ହସ-ମଜ଼ା ଭରା ବ୍ୟବହାର ଘରର ବାତାବରଣକୁ ଖୁସିରେ ଭାରି ଦବ | ଅମନୋଯୋଗ କାରଣରୁ ବ୍ୟକ୍ତିଗତ ସମଭାଣ୍ଡରେ ଦୂରତା ଆସି ପାରେ | ଆଜି ନିଜପାଇଁ ଆପଣ ଯଦିବା ସମୟ କାଢ଼ିବାରେ ସକ୍ଷମ ହୋଇପାରିବେ ତଥାପି ଅଚାନକ କୌଣସି ଜରୁରୀ ଅଫିସ କାମପାଇଁ ଆପଣଙ୍କ ଯୋଜନା ପଣ୍ଡୁର ହୋଇଯିବ | ବନ୍ଧୁ-ବାନ୍ଧବଙ୍କୁ ନେଇକି ଜୀଏବଂ-ସାଥୀଙ୍କ ସହିତ ଯୁକ୍ତି-ତର୍କ ହୋଇ ପାରେ | ଆଜି ଆପଣଙ୍କର ଉତ୍ସାହପୂର୍ଣ୍ଣ କାମଦେଖି ଆପଣଙ୍କ ସହକର୍ମୀମାନେ ମଧ୍ୟ ଆପଣଙ୍କ ପ୍ରତି ଆକର୍ଷିତ ହୋଇପାରନ୍ତି |
ଧନୁ : ଆଜି ଦିନ ଯାକ ଉର୍ଜାରେ ଭରି ରହିବେ ଓ ଯାହା ବି କାମ କରିବେ ତାହା କମ ସମୟରେ ସାରି ପାରିବେ ଆଜି ସଫଳତାର ମୂଳ ମନ୍ତ୍ର ହେଉଛି କି ଆପଣ ସେମିତିଆ ଲୋକଙ୍କ ପରାମଶ ଉପରେ ଧନ ନିବେଶ କରନ୍ତୁ, ଯେଉଁ ମାନେ ନବପ୍ରବର୍ତ୍ତନ ବିଚାର ରଖନ୍ତି ଓ ଅନୁଭବୀ ଅଟନ୍ତି | ସାଙ୍ଗ ଓ ଜୀବନସାଥୀ ଆରାମ ଓ ଖୁସି ଦେବେ, ନଚେତ ବାକି ଦିନଯାକ ନିରାଶ ହୋଇ ବିତିବ | ଆଜି ଆପଣଙ୍କ ଜୀବନ ସାଥୀ କୋଣସି ଉପହାର ଦେଇ ଆପଣଙ୍କୁ ଆଶ୍ଚର୍ଯ୍ୟ କରି ଦେବେ | ନିଜ ରୂପ ଓ ବ୍ୟକ୍ତିତ୍ୱ ସୁଧାରିବାକୁ ଯାହା ଭି ପ୍ରଯତ୍ନ କରିଛନ୍ତି ତାହା ସଫଳ ହେବ | ଜୀବନସାଥୀ କାରଣରୁ ଆପଣଙ୍କୁ ଅନୁଭବ ହେବ କି ତାଙ୍କ ପାଇଁ ଦୁନିଆରେ ଆପଣ ହିଁ ସବୁଠୁ ମହତ୍ଵପୁର୍ଣ | ଆଜି ଆପଣଙ୍କର ଉତ୍ସାହପୂର୍ଣ୍ଣ କାମଦେଖି ଆପଣଙ୍କ ସହକର୍ମୀମାନେ ମଧ୍ୟ ଆପଣଙ୍କ ପ୍ରତି ଆକର୍ଷିତ ହୋଇପାରନ୍ତି |
ମକର : ଆଜି ଦିନ ଯାକ ଉର୍ଜାରେ ଭରି ରହିବେ ଓ ଯାହା ବି କାମ କରିବେ ତାହା କମ ସମୟରେ ସାରି ପାରିବେ ପରିବାରରେ କୌଣସି ଆତ୍ମୀୟଙ୍କ ସ୍ୱାସ୍ଥ୍ୟ ଆର୍ଥିକ ଅବସ୍ଥା ଦୁର୍ବଳ କରିପାରେ ଯଦିବା ଏହି ସମୟରେ ଆପଣ ଅର୍ଥ ଅପେକ୍ଷ୍ୟା ତାଙ୍କର ସ୍ୱାସ୍ଥ୍ୟ ବିଷୟରେ ବେଶୀ ଚିନ୍ତା କରିବା ଉଚିତ | ପିଲା ମାନେ ଆଜି ଧ୍ୟାନ ଆକର୍ଷିତ କରିବାକୁ ଚେଷ୍ଟା କରିବେ – କିନ୍ତୁ ଆପଣଙ୍କୁ ସହଯୋଗ ମଧ୍ୟ ଦେବେ | ଆଜି ଆପଣଙ୍କ ସୁନ୍ଦର କାର୍ଯ୍ୟକୁ ପ୍ରସ୍ତୁତ କରିବା ପାଇଁ ଆପଣଙ୍କ ପ୍ରେମ ପୁର୍ଣ ରୂପରେ ଫୁଟିବ | ଆଜିର ଦିନ ଆପଣଂକର ଇଚ୍ଛା ଅନୁସାରରେ ଖୁସୀରେ କଟିବ| ଆଜି ଆପଣ ପୁଣି ଠାରେ ସମୟରେ ପଛକୁ ଯାଇକି ବିବାହର ପୁରୁଣା ଦିନର ପ୍ରେମକୁ ଅନୁଭବ କରିବେ | ଆଜି ଆପଣ ଆପଣଙ୍କର ମାତାଙ୍କ ସହିତ ସମୟ କାଟିବାକୁ ପାଇପାରିବେ | ସେ ଆପଣଙ୍କୁ ଆପଣଙ୍କର ପିଲାଦିନର କୌଣସି କଥା କହିପାରନ୍ତି |
କୁମ୍ଭ : ଆପଣଙ୍କ ଛୁଆଳିଆସ୍ୱଭାବ ପୁଣିଥରେଦେଖା ଯିବାକୁ ଲାଗିବ ଓ ଆପଣ ମଜ଼ା କରିବା ମନୋଦଶାର ରହିବେ ଭବିଷ୍ୟତରେ ଆର୍ଥିକ ଉନ୍ନତି ପାଇଁ ଆଜିଠାରୁ ସଞ୍ଚୟ କରନ୍ତୁ | ପ୍ରଭାବଶାଳୀ ଓ ମହତ୍ଵପୁର୍ଣ ଲୋକଙ୍କ ସାଙ୍ଗରେ ପରିଚୟ ବଢ଼େୟିବା ପାଇଁ ସାମାଜିକ ଗତିବିଧି ଏକ ଉତ୍ତମ ସୁଯୋଗ ପ୍ରଦାନ କରିବ | ଆପଣଙ୍କ ଆଖିରେ ଅଟେ ଚମକ ଅଛିକି ଆପଣଙ୍କ ପ୍ରିୟଙ୍କ ଅନ୍ଧାର ରାତି ବି ଉଜ୍ବଳ କରି ଦବ | ବ୍ୟସ୍ତ ବହୁଳ ଜୀବନରେ ମଧ୍ୟ ଆପଣ ଆପଣଙ୍କ ପାଇଁ ସମୟ କାଢ଼ିନେବେ ଓ ଆପଣଙ୍କର ପ୍ରିୟ ରୁଚି ବା ସଉକ ପୁରା କରିପାରିବେ | ଯଦି ଆପଣ ନିଜର ଜୀବନ-ସାଥୀଙ୍କ ଠୁ ସ୍ନେହର ଆଶା ରଖୁଛନ୍ତି, ତାହେଲେ ଆଜିର ଦିନ ଆପଣଙ୍କ ସବୁ ଆଶା ପୁରୁଣ କରିବ | ଆଜି ଆପଣ ଆପଣଙ୍କ ପିଲା ମନକୁ ବହୁତ ସ୍ନେହ କରିବେ ଯାହାଦ୍ୱାରା ପିଲାମାନେ ମଧ୍ୟ ଦିନସାରା ଆପଣଙ୍କୁ ଛାଡ଼ିବେନି |
ମୀନ : ନିଜର ସକାରାତ୍ମକ ଚିନ୍ତା ଧାରା ଯୋଗୁଁ ଆଖ ପାଖ ଲୋକଙ୍କୁ ପ୍ରଭାବିତ କରିବେ ଆଜି ଘରୁ ବାହାରିବା ବେଳେ ଗୁରୁଜନମାନଙ୍କର ଆଶୀର୍ବାଦ ନେଇ ବାହାରନ୍ତୁ | ଏହାଦ୍ୱାରା ଧାନ ଲାଭ ହୋଇପାରେ | ନୂତନ ଜିନିଷ ଉପରେ ଧ୍ୟାନ ଲଗାନ୍ତୁ ଓ ସବୁଠୁ ଭଲ ସାଙ୍ଗଠୁ ସାହାଯ୍ୟ ନିଅନ୍ତୁ | କାହାର ହସ୍ତକ୍ଷେପ କାରଣରୁ ଆପଣ ଓ ଆପଣଙ୍କ ପ୍ରିୟ ମଧ୍ୟରେ ଦୂରତା ଆସି ପାରେ | ସମୟର ପୁରା ଆନନ୍ଦ ନେବା ପାଇଁ ଲୋକମାନଙ୍କଠାରୁ ଦୂରରେ ରହି ନିଜ ପସନ୍ଦର କାମ କରିବା ଉଚିତ | ଏହା ଦ୍ୱାରା ଆପଣ ଆପଣଙ୍କ ଭିତରେ ସକାରାତ୍ମକ ପରିବର୍ତନ ଦେଖିପାରିବେ | ଜୀବନ-ସାଥୀକୁ ନେଇକି ଆପଣଙ୍କର କୌଣସି ଯୋଜନା କିମ୍ବା କାର୍ଯ୍ୟ ଖରାପ ହୋଇ ପାରେ; କିନ୍ତୁ ଧର୍ଯ୍ୟ ରଖନ୍ତୁ | ଭବିଷ୍ୟର ଚିନ୍ତାରୁ ଅଧିକ ଚିନ୍ତା କରିବାର ଆବଶ୍ୟକତା ହୁଏ, ସେଥିପାଇଁ ବିନା କାରଣ ଚିନ୍ତା କରିବା ଜାଗାରେ କାଂଶୀ ସୃଜନଶୀଳ ଯୋଜନା ବନେଇ ପାରନ୍ତି |