ମେଷ : ଆପଣଙ୍କ ଉଛ ବୌଦ୍ଧିକ କ୍ଷମତା ଆପଣଙ୍କ ଅସମର୍ଥତା ସହିତ ଯୁଦ୍ଧ କରିବାରେ ସହଯୋଗ ଦେବ | କେବଳ ସକାରାତ୍ମକ ବିଚାର ଦ୍ୱାରା ହିଁ ଏହି ସମସ୍ୟାଠୁ ନିଜାତ ପାଇଁ ପାରିବେ | ଭବିଷ୍ୟ କଥା ଭାବିକି ଅର୍ଥ ନିବେଶ କରନ୍ତୁ | ପାରିବାରିକ ସମସ୍ୟାକୁ ଗୁରୁତ୍ୱ ଦିଅନ୍ତୁ | ଏହି ବିଷୟରେ ବିନା ଡେ଼ରି କରି କଥା ହୁଅନ୍ତୁ, କାରଣ ଗୋଟେ ଥର ଏହି ସମସ୍ୟାର ସମାଧାନ ହେଲା ପରେ ଘରେ ଜୀବନ ବହୁତ ସହଜ ହୋଇ ଯିବ ଓ ପରିବାର ଲୋକଙ୍କୁ ପ୍ରଭାବିତ କରିବା ପାଇଁ ଆପଣଙ୍କୁ ଅସୁବିଧା ହେବ ନାହିଁ | ଆଜି ନିଜ ପ୍ରେମିକାଙ୍କୁ କିଛି କଷ୍ଟ ଦେଲା ପରି କଥା କୁହନ୍ତୁ ନାହିଁ ,ଫଳରେ ମନ ଖରାପ ହୋଇ ପାରେ | ଆପଣଙ୍କ କଠିନ ପରିଶ୍ରମକୁ ପୁରସ୍କାର ମିଳିବ, କାରଣ କାରଣ ଆପଣଙ୍କ ପଦରେ ଉନ୍ନତି ହୋଇ ପାରେ | ଆର୍ଥିକ ଲାଭ ବିଷୟରେ ଭାବନ୍ତୁ ନାହିଁ, କାରଣ ଆଗକୁ ଯାଇକି ଆପଣଙ୍କୁ ଏହା ଠୁ ବହୁତ ଲାଭ ମିଳିବ | ଜରୁରୀ କାମରେ ଧ୍ୟାନ ନଦେବା ଏବଂ ଅନାବଶ୍ୟକ କାମରେ ମନଲାଗିବା ଆଜି ଅପାଙ୍କ ପାଇଁ ଘାତକ ସିଦ୍ଧ ହୋଇପାରେ | ଆପଣଙ୍କ ଜୀବନ-ସାଥୀଙ୍କ ସୁସ୍ତ ରହିବ ପ୍ରକୃତି ଆପଣଙ୍କ କାର୍ଯ୍ୟ ଉପରେ ପାଣି ଢାଳି ପାରେ |
ବୃଷ : ମନୀଷିକ ଶାନ୍ତି ପାଇଁ ବିବାଦ ସ୍ତୃଷ୍ଟି କରୁଥିବା କାରଣର ସମାଧାନ କରନ୍ତୁ | ଆପଣଙ୍କ ଧାନ ଆପଣଙ୍କ କାମରେ ସେବେ ଆସିପାରିବ ଯେବେ ଆପଣ କୌଣସି ବଦଖର୍ଚ୍ଚ କରିବା କମ କରିବେ | ଆଜି ଆପଣ ଏହା ବେଶୀ ଭଲ ଭାବରେ ବୁଝି ପାରିବେ | ପିଲାମାନଙ୍କର ସଫଳତା ଯୋଗୁ ଆପଣ ଗର୍ବିତ ଅନୁଭବ କରିବେ | ଆଜି ଆପଣଙ୍କ ସହଭାଗୀ ଆପଣଙ୍କୁ ବହୁତ ଖୁସି ଦେବେ ଯାହା ଯୋଗୁଁ ଆପଣଙ୍କ ଉର୍ଜା ଉଚ୍ଚସ୍ତରୀୟ ରହିବ | ଯୋଗ୍ୟ କର୍ମୀ ମାନଙ୍କୁ ପଦଉନ୍ନତି କିମ୍ବା ଆର୍ଥିକ ଲାଭ ହୋଇ ପାରେ | ଯେଉଁମାନେ କାର୍ଯ୍ୟ ବ୍ୟସ୍ତ ଥିଲେ ଆଜି ସେମାନଙ୍କୁ ନିଜ ପାଇଁ କିଛି ସମୟ ମିଳିବ କିନ୍ତୁ ଘର କାମରେ ଆପଣ ପୁଣିଥରେ ବ୍ୟସ୍ତ ହୋଇଯିବେ | ଆଜି ଦିନରେ ଆପଣଙ୍କ ସାମାନ୍ୟ ବୈବାହିକ ଜୀବନ ଠୁ କିଛି ଅଲଗା ହୋଇ ପାରେ | ଆଜି ଆପଣଙ୍କୁ ଆପଣଙ୍କର ଜୀବନ-ସାଥୀଙ୍କ ଆଡୁ କିଛ ବିଶେଷ ଦେଖିବାକୁ ମିଳି ପାରେ |
ମିଥୁନ : ନିଜକୁ ସୁଧାରିବା ଯୋଜନା ଯୋଗୁଁ ଦୁଇଟି ପକ୍ଷରୁ ଲାଭ ମିଳି ପାରେ ଓ ଆପଣ ନିଜକୁ ନଇୟିକି ଆତ୍ମବିଶ୍ୱାସୀ ଓ ତୁଳନାତ୍ମକ ଅନୁଭବ କରିବେ | ଧନର ଆଗମନ ଆଜି ଆପଣଙ୍କର ଅନେକ ଆର୍ଥିକ ସମସ୍ୟାର ସମାଧାନ କରିପାରିବ | ଘରର ସଜ-ବାଜ କରିବା ପାଇଁ ଖାଲି ସମୟର ଉପଯୋଗ କରନ୍ତୁ | ଏହା ପାଇଁ ଆପଣ ପରିବାର ଲୋକଙ୍କ ଠୁ ପ୍ରଶଂସା ପାଇବେ | ଆପଣଙ୍କ ପ୍ରେମକୁ ଅସ୍ବୀକାର କରି ପାରନ୍ତି | ଆଜି ଦିନଟା ସମୃଦ୍ଧଶାଳୀ କାର୍ଯ୍ୟରେ ଥିବା ଲୋକଙ୍କ ପାଇଁ ସଫଳତାପୁର୍ଣ ରହିବ, ତାଙ୍କୁ ପ୍ରସିଦ୍ଧି ଓ ମାନ୍ୟତା ମିଳିବ ଯାହା ପାଇଁ ବହୁତ ସମୟରୁ ଅପେକ୍ଷା କରିଥିଲ | ଘରେ ପଡିଥିବା କୌଣସି ପୁରୁଣା ବସ୍ତୁ ଉପରେ ଆଜି ଆପଣଙ୍କର ନଜର ହଠାତ ପଡିବ ଯୋଗୁଁ ଆପଣ ଆପଣଙ୍କର ପିଲାଦିନକୁ ଫେରିଯିବେ ଏବଂ ତା’ ସହିତ କିଛି ସମୟ କାଟିବାକୁ ଇଛା କରିବେ | ଆପଣଙ୍କ ବ୍ୟସ୍ତ ଦୈନିକ କାମ-କାର୍ଯ୍ୟ କାରଣରୁ ଆପଣଙ୍କ ଜୀବନସାଥୀ ଆପଣଙ୍କୁ ସନ୍ଦେହ କରି ପାରନ୍ତି | କିନ୍ତୁ ଦିନର ଶେଷ ହେବ ଯାଏଁ ଆପଣଙ୍କ କଥା ବୁଝିବେ ଓ ଆପଣଙ୍କୁ ଆଲିଙ୍ଗନ ଦେବେ |
କର୍କଟ : ଚଣା-ଛଣି କାଧ୍ୟ ଖେଇବାଠୁ ପରିହାର କରନ୍ତୁ | ନୂଆ ଜିନିଷ କିଣିବା ଆଗରୁ ପୁରୁଣା ଜିନିଷର ଉପଯୋଗ କରନ୍ତୁ | ସାଙ୍ଗ ମାନେ ସନ୍ଧ୍ୟା ବେଳେ କୌଣସି ବଢ଼ିଆ ଯୋଜନା ବନେଇ ଆପଣଙ୍କ ଦିନ ଖୁସି ଭରା କରିବାକୁ ଚେଷ୍ଟା କରିବେ | ଆଜି ପ୍ରେମ ସମ୍ଭନ୍ଧରେ ସାମାଜିକ ବନ୍ଧନ ଭାଙ୍ଗିବେଠୁ ନିଜକୁ ପରିହାର କରନ୍ତୁ | ମହତ୍ଵପୁର୍ଣ ଲୋକଙ୍କ ସହିତ କଥା-ବାର୍ତା ହେଲା ସମୟରେ ଆଖି ନାକ ଖୋଲା ରକ୍ଷନ୍ତୁ, ହେଇ ପାରେକି କୌଣସି ବହୁମୂଲ୍ୟ କଥା କିମ୍ବା ବିଚାର ମନକୁ ଆସି ପାରେ | ଆଜି ଆପଣ ଖୋଲା ଆକାଶ ଓ ଖୋଲା ପବନରେ ଶ୍ୱାସ ନେବାପାଇଁ ଚାହିଁବେ ଏହା ଆପଣଙ୍କୁ ଦିନସାରା ଶାନ୍ତ ଓ ଉନ୍ମାଦ ଭରା ରଖିବ | ଆପଣଙ୍କ ଜୀବନ-ସାଥୀଙ୍କ କୌଣସି କାର୍ଯ୍ୟ ଯୋଗୁଁ ଆପଣ ଲଜିତ ଅନୁଭବ କରି ପାରିବେ | କିନ୍ତୁ ପରେ ଆପଣଙ୍କୁ ଅନୁଭବ ହେବକି ଯାହା ହେଲା ଭଲ ହିଁ ହେଲା |
ସିଂହ : ନିଜର ଜୀବନ-ସାଥୀ ସହିତ ପାରିବାରିକ ସଂଶୟର ସମାଧାନ କରନ୍ତୁ | ଦୁହେଁ ନିଜ ନିଜକୁ ପୁଣି ଠାରେ ଭଲ ଅଭାବରେ ଜାଣିବା ପାଇଁ ଟିକେ ଅଧିକ ସମୟ ଏକ ସହିତ କଟାନ୍ତୁ ଓ ନିଜର ସ୍ନେହୀ ଯୋଡ଼ି ହବାର ଛବିକୁ ମଜବୂତ କରିବେ | ଏହା ସ୍ୱର ଆପଣଙ୍କୁ ନିଜର ଜୀବନ-ସାଥୀଙ୍କ ସହିତ ବ୍ୟବହାରରେ ସ୍ୱତନ୍ତ୍ରତା ମିଳିବ | ଆର୍ଥିକ ପରିସ୍ଥିତି ସୁଧୁରିବ | ଋଣ ନେଇଥିବା ବ୍ୟକ୍ତି ଋଣ ସୁଝିପାରେ | ଅନ୍ୟ ଲୋକଙ୍କ ସହିତ ବ୍ୟର୍ଥରେ ଯୁକ୍ତିତର୍କ ଓ ବିବାଦକୁ ପରିହାର କରନ୍ତୁ | ଆଜି ଜଣେ ତୃତୀୟ ଲୋକଙ୍କ ଯୋଗୁଁ ଆପଣଙ୍କ ନିଜ ସାଥୀ ସହିତ ଵିଵାଦ ସୃଷ୍ଟି ହୋଇ ପାରେ | ଆଜି ଦିନରେ କାର୍ଯ୍ୟକ୍ଷେତ୍ରରେ ଆହୁରି ବୃଦ୍ଧି ଦେଖି ପାରିବେ | ଆଜି ଆପଣ ମୁଭି ଦେଖି ସମୟ କାଟିପାରନ୍ତି | ପରେ କିନ୍ତୁ ଆପଣ ଏହାକୁ ସମୟ ଅପଚୟ ବୋଲି ଭାବିବେ ଯେତେବେଳେ ଆପଣଙ୍କୁ ମୁଭିଟା ଭଲ ଲାଗିବନି | ବନ୍ଧୁ-ବାନ୍ଧବଙ୍କୁ ନେଇକି ଜୀଏବଂ-ସାଥୀଙ୍କ ସହିତ ଯୁକ୍ତି-ତର୍କ ହୋଇ ପାରେ|
କନ୍ୟା : ମାନସିକ ଓ ନୈତିକ ଶିକ୍ଷା ସହିତ ଶାରୀରିକ ଶିକ୍ଷା ବି ନିଅନ୍ତୁ,କେବଳ ତେବେ ହିଁ ପୁର୍ଣ ଭାବରେ ବିକାଶ ସମ୍ଭବ | ମନେ ରଖ୍ନ୍ତୁକି ସୁସ୍ତ ଶରୀରରେ ହିଁ ଗୋଟେ ସୁସ୍ତ ମନର ନିବାସ ହୁଏ | କୌଣସି ନୂଆ ଚମତ୍କାରୀ ବିଚାର ଆପଣଙ୍କୁ ଆର୍ଥିକ ଲାଭ ପ୍ରଦାନ କରି ପାରେ | ଏମିତି କଥା ଉପରେ କିଛି କହିବା ଠୁ ପରିହାର କରନ୍ତୁ, ଯାହାକୁ ନେଇକି ନିଜ ଲୋକଂକ ଭିତରେ ବାଦ-ବିବାଦ ହେବାର ସମ୍ଭାବନା ଅଛି | ଆଜି ଆପଣଙ୍କ ପ୍ରିୟ ଆପଣଙ୍କଠୁ କଥା ଦେବାକୁ ଦାବି କରି ପାରନ୍ତି- କିନ୍ତୁ ଏମିତି କୌଣସି କଥା ନ ଦିୟନ୍ତୁ ଯାହା ଆପଣ ପୁରା ନ କରି ପାରନ୍ତି | ପ୍ରତିଷ୍ଠିତ ବ୍ୟକ୍ତିଙ୍କ ସହିତ ଜଡିତ ହୁଅନ୍ତୁ ଯେଉଁ ମାନେ ଭବିଷ୍ୟରେ ଧାରା ଦେବାରେ ଆପଣଙ୍କ ସାହାଯ୍ୟ କରି ପାରିବେ | ସମୟର ପୁରା ଆନନ୍ଦ ନେବା ପାଇଁ ଲୋକମାନଙ୍କଠାରୁ ଦୂରରେ ରହି ନିଜ ପସନ୍ଦର କାମ କରିବା ଉଚିତ | ଏହା ଦ୍ୱାରା ଆପଣ ଆପଣଙ୍କ ଭିତରେ ସକାରାତ୍ମକ ପରିବର୍ତନ ଦେଖିପାରିବେ | ଆପଣଙ୍କ ଜୀବନ-ସାଥୀ ଆଜି ରସମୟ ମନସ୍ଥିତିରେ ଅଛନ୍ତି |
ତୁଳା : ଅତ୍ୟଧିକ ମାନସିକ ଚାପ ଓ ଥକା ବିଷୟ ହୋଇ ପାରେ | ସ୍ଵାସ୍ଥ୍ୟକୁ ଠିକ ରଖିବା ପାଇଁ ବହୁତ ଆରାମ କରନ୍ତୁ | କୌଣସି ପୁରୁଣା ରୋଗ ଆଜି ଆପଣଙ୍କୁ କଷ୍ଟ ଦେଇପାରେ ଯେଉଁଥିପାଇଁ ଆପଣ ଡାକ୍ତରଖାନା ମଧ୍ୟ ଯାଇପାରନ୍ତି ଓ ଆପଣଙ୍କର ବହୁତ ଅର୍ଥ ଖର୍ଚ୍ଚ ହୋଇପାରେ | ନାତି-ନାତୁଣୀ ମାନଙ୍କଠୁ ଆଜି ବହୁତ ଖୁସି ମିଳି ପାରେ | ଆଜି ଆପଣଙ୍କ ପ୍ରେମିକ/ପ୍ରେମିକାଙ୍କ ସହିତ ବୁଲିଯିବାପାଇଁ ଯୋଜନା କରିପାରନ୍ତି କିନ୍ତୁ କୌଣସି ଅତ୍ୟାବଶ୍ୟକ କାମପାଇଁ ଏହି ଯୋଜନା ପାଣ୍ଡୁର ହୋଇଯିବ ଏବଂ ସେଥିପାଇଁ ଆପଣଙ୍କ ପ୍ରେମିକ/ପ୍ରେମିକାଙ୍କ ସହିତ ଯୁକ୍ତି ତର୍କ ହୋଇପାରେ | ନିଜର ଦକ୍ଷତାରେ ବୃଦ୍ଧି ଆଣି ନିଜର କ୍ୟାରିୟର ପାଇଁ ନୂତନ ଦ୍ୱାର ଖୋଲି ପାରିବେ | ନିଜର କ୍ଷେତ୍ରରେ ଆପଣଙ୍କୁ ଆପାର ସଫଳତା ପ୍ରାପ୍ତ କରିବାର ସମ୍ଭାବନା ଅଛି | ନିଜର ସମସ୍ତ କ୍ଷମତାକୁ ବୃଦ୍ଧି ଆଣି ଅନ୍ୟ ମାନଙ୍କଠୁ ଅଧିକ ଉତ୍ତମ କରିବାକୁ ପ୍ରୟାସ କରନ୍ତୁ | ଜୀବନର କଠିନତା ଜାଣିବାକୁ ହେଲେ ଘରର କୌଣସି ବରିଷ୍ଠ ସଦସ୍ୟଙ୍କ ସହିତ ସମୟ କାଟନ୍ତୁ | ଆପଣଙ୍କ ଜୀବନ ସାଥୀଙ୍କ ସ୍ୱାସ୍ଥ୍ୟ କାରଣରୁ ଆପଣ ଚିନ୍ତାରେ ପଡ଼ି ପାରନ୍ତି
ବିଛା : ଅତି ଚିନ୍ତା ଓ ମାନସିକ ଚାପରେ ରହିବାର ସ୍ୱଭାବ ଅଶରିରକୁ କ୍ଷେତି ଦେଇ ପାରେ | ବହୁତ ଦିନରୁ ଅଟକି ଥିବା ଅର୍ଥଆଜି ମିଳିବାଯୋଗୁଁଅର୍ଥ ଅବସ୍ଥାରେ ଉନ୍ନତି ହେବ ପରିବାର ଲୋକଙ୍କ ସହିତ ଗତିବିଧି ସମସ୍ତଙ୍କୁ ଖୁସି ରଖିବ | ନିଜର ପ୍ରିୟକୁ ବୁଝିବାକୁ ଚେଷ୍ଟା କରନ୍ତୁ, ନଚେତ ବିପଦରେ ପଡ଼ି ପାରନ୍ତି | ପ୍ରତିସ୍ପରଧା କାରଣରୁ କାମ-କାର୍ଯ୍ୟ ଥକା ଓ ମାନସିକ ଚାପରେ ଭରା ହୋଇ ପାରେ | ଆଜି ଧାର୍ମିକ ଓ ସାମାଜିକ ଉତ୍ସବ ପାଇଁ ଉତ୍ତମ ଦିନ ଅଟେ | କଣ ଆପଣଙ୍କୁ ଲାଗୁଛିକି ବିବାହ କେବଳ ସାଲିସ କରିବାର ନା? ଯଦି ହଁ, ତାହେଲେ ଆପଣ ସତ ଅନୁଭବ କରିବେ ଓ ଜାଣିବେ କି ଏହା ଆପଣଙ୍କ ଜୀବନର ସବୁ ଠୁ ଭଲ ଘଟଣା ଯାହା ଘଟିଛି |
ଧନୁ : ଆଜି ଆପଣଙ୍କ ସ୍ୱାସ୍ଥ୍ୟ ଠିକ ରହିବ | ସ୍ୱାସ୍ଥ୍ୟ ଠିକ ରହିବା ହେତୁ ବନ୍ଧୁମାନଙ୍କ ସହିତ ଖେଳକୁଦରେ ସମୟ କାଟିବାକୁ ଚିନ୍ତା କରିପାରନ୍ତି | ଆପଣଙ୍କ ପାଇଁ ଆଜି ଗ୍ରହ ନକ୍ଷେତ୍ରଙ୍କ ଚାଲାଣ ଭଲ ନାହିଁ ତେଣୁ ନିଜର ଧନ ସମ୍ପତ୍ତିକୁ ସଯତନେ ସୁରକ୍ଷିତ ରଖିବାପାଇଁ ଚେଷ୍ଟା କରନ୍ତୁ | ନୂତନ ରୂପ-ରଙ୍ଗ, ନୂଆତଂ କପଡ଼ା, ନୂତନ ବନ୍ଧୁବାନ୍ଧବ ଆଜି ଆପଣଙ୍କ ଦିନକୁ ସୁନ୍ଦର ବନେଇବେ | ନିଜ ପ୍ରିୟାର ଅନୁପସ୍ଥିଥିରେ ଆପଣ ନିଜକୁ ପୁର୍ଣ ରୂପରେ ଖାଲି ଅନୁଭବ କରିବେ | କାର୍ଯ୍ୟାଳୟରେ ନିଜର ଭୁଲକୁ ସ୍ୱୀକାର କରିବା ଆପଣଙ୍କ ପକ୍ଷରେ ରହିବ | କିନ୍ତୁ ଆପଣଙ୍କୁ ତାକୁ ସୁଧାରିବା ପାଇଁ ବିସ୍ଲେସଣର ଆବଶ୍ୟକତା ଅଛି | ଆପଣଙ୍କ କାରଣରୁ ଯେମିତି କାହାକୁ କ୍ଷେତି ନ ହୋଉ, ତାଙ୍କଠୁ କ୍ଷମା ମାଗିବା ଆବଶ୍ୟକ | ମାନେ ରଖ୍ନ୍ତୁକି କେହି ଯଦି ଭୁଲ କରେ ତ, ସିଏ ଅଟେ ମୂର୍ଖ ନୁହେଁକି ବାରମ୍ବାର ଭୁଲ କରିବ | ଆପଣଙ୍କ ଯାତ୍ରା ସନ୍ତୋଷଜନକ ରହିବ | ଜୀବନ-ସାଥୀ ସହିତ ବାଡ଼-ବିବାଦ ହେବାର ସମ୍ଭାବନା ଅଛି |
ମକର : ଆଜି ଦିନ ଯାକ ଉର୍ଜାରେ ଭରି ରହିବେ ଓ ଯାହା ବି କାମ କରିବେ ତାହା କମ ସମୟରେ ସାରି ପାରିବେ ଯେଉଁ ରାଶିର ବ୍ୟକ୍ତିମାନେ ଆଜି ବିବାହ କରିଥିଲେ ସେମାନଙ୍କୁ ଶ୍ୱଶୁର ଘର ପକ୍ଷରୁ ଧନ ଲାଭ ହୋଇପାରେ | ନିଜ ପିଲା କିମ୍ବା ନିଜଠୁ କମ ବୟସ ଲୋକଂକ ସହିତ ଧର୍ଯ୍ୟ ଦାହିରିକି କାମ କରିବା ଆବଶ୍ୟକ | ଜୀବନର କର୍ଯ୍ୟବ୍ୟସ୍ତ ରାସ୍ତାରେ ଆପଣଙ୍କ ଜୀବନ-ସାଥି ଅତି ଉତ୍ତମ ଥିବା କାରଣରୁ ଆପଣ ନିଜକୁ ଅତି ଭାଗ୍ୟଶାଲୀ ଅନୁଭବ କରୁଛନ୍ତି | ନୂତନ ଭାଗିଦାରୀ କରିବା ଆପଣଙ୍କ ପାଇଁ ଫଳଦାୟୀ ରହିବ ଆଜି ସମୟ ବାହାର କରି ନିଜ ଜୀବନସାଥିଙ୍କ ସହିତ ବାହାରକୁ ବୁଲିବାକୁ ଯାଇପାରନ୍ତି | କିନ୍ତୁ ଏହି ସମୟରେ ଆପଣ ଦୁଇଜଣଙ୍କ ମଧ୍ୟରେ କଳହ ମଧ୍ୟ ସୃଷ୍ଟି ହୋଇପାରେ | ଆପଣ ନିଜର ଜୀବନସାଥୀ ସହିତ କିଛି ରସମୟ କାର୍ଯ୍ୟ କରି ପାରନ୍ତି |
କୁମ୍ଭ : ଆଜି ଦିନ ଯାକ ଉର୍ଜାରେ ଭରି ରହିବେ ଓ ଯାହା ବି କାମ କରିବେ ତାହା କମ ସମୟରେ ସାରି ପାରିବେ ଆପଣଙ୍କୁ କମିଶନ ,ଲାଭାଂଶ ଓ ରୋୟାଲ୍ଟି ଦ୍ୱାରା ଲାଭ ମିଳି ପାରେ | ପରିବାର ଲୋକଙ୍କ ସହିତ ଶାନ୍ତି ଓ ଆରାମରେ ଦିନର ମଜା ଉଠାନ୍ତୁ | ଯଦି ଲୋକ ମାନେ ଅସୁବିଧା ଧରି ଆପଣଙ୍କ ସମୁଖକୁ ଆସନ୍ତି ତାହେଲେ ତାକୁ ଗୁରୁତ୍ୱ ଦିଅନ୍ତୁ ନାହିଁ ଓ ନିଜର ମାନସିକ ଶାନ୍ତି ଭଙ୍ଗ କରନ୍ତୁ ନାହିଁ | ଆପଣଙ୍କର ପ୍ରେମିକ/ପ୍ରେମିକା ଆଜି ଆପଣଙ୍କ ଉପରେ ତାଙ୍କର ପାରିବାରିକ ସମସ୍ୟାର କ୍ରୋଧ ସୁଝାଇ ପାରନ୍ତି | ତେଣୁ ତାଙ୍କ ସହିତ ବସି ତାଙ୍କୁ ସ୍ଥିର ଓ ଶାନ୍ତ କରିବାକୁ ଚେଷ୍ଟା କରନ୍ତୁ | ନୂତନ ପରିଯୋଜନା ଓ କାର୍ଯ୍ୟକୁ ଆରମ୍ଭ କରିବା ପାଇଁ ଉତ୍ତମ ଦିନ ଅଟେ | ଅନ୍ୟମାନେ ଆପଣଙ୍କ ବିଷୟରେ କଣ ଭାବୁଛନ୍ତି ଆପଣ ତାହା ଆଜି ଭାବିବେ ନାହିଁ | ବରଂ ଆପଣ ଆପଣଙ୍କ ଖାଲି ସମୟରେ ଏକାକୀ ରହିବ ପସନ୍ଦ କରିବେ | ବିବାହ କେବଳ ଗୋଟେ ଛାତ ଉପରେ ରହିବାର ନା ନୁହେ, ପରସ୍ପର ସହିତ ସମୟ ବିତେଇବା ବି ଆବଶ୍ୟକ|
ମୀନ : ଆଜି ଦିନ ଯାକ ଉର୍ଜାରେ ଭରି ରହିବେ ଓ ଯାହା ବି କାମ କରିବେ ତାହା କମ ସମୟରେ ସାରି ପାରିବେ ଆପଣଙ୍କଠାରୁ ଋଣ ନେଇଥିବା ବ୍ୟକ୍ତି ଯଦି ଆପଣଙ୍କୁ ପଇସା ନ ଫେରାଉଥାଏ ତେବେ ଆଜିର ଦିନରେ ସେ ହୁଏତ ଆପଣଙ୍କ ଋଣ ସୁଝିପାରେ | ଆପଣଙ୍କୁ ନିଜ ଘର ପରିବେଶରେ କିଛି ସକରାତ୍ମକ ପରିବର୍ତନ କରିବା ଆବଶ୍ୟକ | ପ୍ରେମର ସ୍ମୃତି ଆଜି ଆପଣଙ୍କ ଉପରେ ଛାଇ ପରି ଲାଗି ରହିବ | ଆଜି ନୂଆ ଟଙ୍କା ବ୍ୟବସାୟ କରିବାର ବିଚାର ଯାହା ମନକୁ ଲାଭ ଉଠାନ୍ତୁ | ଆଜିର ଦିନ ଆପଣଙ୍କ ପାଇଁ ଉତ୍ତମ ଦିନଟିଏ | ଆଜି ଆପଣ ଆପଣଙ୍କର ଉଜ୍ଜ୍ୱଳ ଭବିସ୍ୟତପାଇଁ ଯୋଜନା କରିବେ | କିନ୍ତୁ ଘରେ କୌଣସି ଅତିଥିଙ୍କ ଆଗମନପାଇଁ ସବୁ ଯୋଜନା ପଣ୍ଡୁର ହୋଇଯିବ | ଏହା ବୈବାହିକ ଜୀବନର ସବୁଠୁ ଉତ୍ତମ ଦିନ ଅଟେ | ଆପଣଙ୍କୁ ପ୍ରେମର ଗଭୀରତା ଅନୁଭବ ହେବ |