ପ୍ରଧାନମନ୍ତ୍ରୀ ଖଣିଜ କ୍ଷେତ୍ର କଲ୍ୟାଣ ଯୋଜନା (ପିଏମକେକେକେୱାଇ) ଡିଏମ୍ଏଫ ସମ୍ବଳିତ ପାଣ୍ଠିକୁ ନେଇ ତ୍ୱରାନ୍ୱିତ ହୋଇଥାଏ । ଚଳିତବର୍ଷ ସେପ୍ଟେମ୍ବର ସୁଦ୍ଧା ୬୩୫୩୪.୦୭ କୋଟି ଟଙ୍କା ଆବଣ୍ଟନ କରାଯାଇଥିବା ବେଳେ ୩୭୪୨୨. ୯୪କୋଟି ଟଙ୍କା ଖର୍ଚ୍ଚ ହୋଇଛି । ଯୋଜନା ଅଧୀନରେ ମଞ୍ଜୁର ହୋଇଥିବା ୨, ୫୨, ୯୯୫ ପ୍ରକଳ୍ପ ମଧ୍ୟରୁ ଏପର୍ଯ୍ୟନ୍ତ ୧,୩୩,୧୪୪ଟି ପ୍ରକଳ୍ପର କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି ।