ପ୍ରଧାନମନ୍ତ୍ରୀ ଟୁଇଟ୍ କରିଛନ୍ତି;
“ଶ୍ରୀ ଗୁରୁ ତେଗ ବାହାଦୂର ଜୀଙ୍କୁ ତାଙ୍କ ବଳିଦାନ ଦିବସରେ ମୁଁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି । ତାଙ୍କର ସାହସିକତା ଏବଂ ନୀତି ତଥା ଆଦର୍ଶ ପ୍ରତି ଅଦମ୍ୟ ପ୍ରତିବଦ୍ଧତା ପାଇଁ ସେ ସବୁ ସ୍ତରରେ ପ୍ରଶଂସିତ ହୋଇଛନ୍ତି । ସେ ଅତ୍ୟାଚାର ଏବଂ ଅନ୍ୟାୟ ଆଗରେ ନଇଁବାକୁ ମନା କରି ଦେଇଛନ୍ତି । ତାଙ୍କର ଶିକ୍ଷା ଆମକୁ ଉତ୍ସାହିତ କରି ଚାଲିଛି ।”
ਸ੍ਰੀ ਗੁਰੂ ਤੇਗ਼ ਬਹਾਦਰ ਜੀ ਦੇ ਸ਼ਹੀਦੀ ਦਿਹਾੜੇ ‘ਤੇ ਮੈਂ ਉਨ੍ਹਾਂ ਨੂੰ ਸ਼ਰਧਾਂਜਲੀ ਅਰਪਿਤ ਕਰਦਾ ਹਾਂ। ਉਨ੍ਹਾਂ ਦੇ ਸਾਹਸ, ਸਿਧਾਂਤਾਂ ਅਤੇ ਆਦਰਸ਼ਾਂ ਪ੍ਰਤੀ ਅਟੁੱਟ ਪ੍ਰਤੀਬੱਧਤਾ ਲਈ ਉਨ੍ਹਾਂ ਨੂੰ ਵਿਆਪਕ ਤੌਰ ‘ਤੇ ਸਰਾਹਿਆ ਜਾਂਦਾ ਹੈ। ਉਹ ਜ਼ੁਲਮ ਅਤੇ ਅਨਿਆਂ ਦੇ ਅੱਗੇ ਨਹੀਂ ਝੁਕੇ। ਉਨ੍ਹਾਂ ਦੀਆਂ ਸਿੱਖਿਆਵਾਂ ਸਾਨੂੰ ਪ੍ਰੇਰਿਤ ਕਰਦੀਆਂ ਹਨ।