ରାଜ୍ୟ ସ୍ଥାପନା ଦିବସ ଅବସରରେ ନାଗାଲାଣ୍ଡବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା By Shaksi News On Dec 3, 2022 0 ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ରାଜ୍ୟ ସ୍ଥାପନା ଦିବସ ଅବସରରେ ନାଗାଲାଣ୍ଡବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଆହୁରି ପଢ଼ନ୍ତୁ... ଧର୍ଷଣ ମାମଲାରେ ଦୋଷୀଙ୍କୁ ୧୦ ବର୍ଷ… Jun 24, 2026 ଗଞ୍ଜାମ ଜିଲ୍ଲା ବୁଦ୍ଧିଜୀବୀ ଓ… Jun 24, 2026 ଦୁଃଖ ଦୁଦର୍ଷା ପାଇଁ ଚେନ୍ନାଇ ଗଲେ… Jun 24, 2026 ଶ୍ରୀଜଗନ୍ନାଥ ମନ୍ଦିର , ପୁରୀର… Jun 23, 2026 ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି; “ନାଗାଲାଣ୍ଡବାସୀଙ୍କୁ ରାଜ୍ୟ ସ୍ଥାପନା ଦିବସର ଶୁଭେଚ୍ଛା । ସାହସ, କଠିନ ପରିଶ୍ରମ ଓ ପ୍ରକୃତି ସହ ସହାବସ୍ଥାନକୁ ଗୁରୁତ୍ୱ ପ୍ରଦାନ କରୁଥିବା ନାଗାଲାଣ୍ଡର ସଂସ୍କୃତି ପାଇଁ ଭାରତ ଗର୍ବିତ । ଆଗାମୀ ଦିନରେ ନାଗାଲାଣ୍ଡର ନିରବଚ୍ଛିନ୍ନ ସଫଳତା କାମନା କରୁଛି ।” Continue Reading #National-International#shaksinews 0 Share