ପଦ୍ମ ପୁରସ୍କାର ବିଜେତାମାନଙ୍କୁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପଦ୍ମ … By Shaksi News On Jan 28, 2023 0 ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପଦ୍ମ ପୁରସ୍କାରରେ ସମ୍ମାନିତ ବ୍ୟକ୍ତିମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଆହୁରି ପଢ଼ନ୍ତୁ... ‘ଏକ ପେଡ୍ ମା କେ ନାମ୍ ୩.୦’:… Sep 26, 2026 16ତମ ଟାଟା ଷ୍ଟିଲ ଫ୍ରେଣ୍ଡସିପ୍ କପ… Sep 26, 2026 ବ୍ଲକସ୍ତରୀୟ କୃଷକ ପରାମର୍ଶଦାତା ଓ… Sep 26, 2026 ‘ଅଙ୍ଗନ୍ କା ଉତ୍ସବ’… Sep 26, 2026 ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି; “ପଦ୍ମ ପୁରସ୍କାରରେ ସମ୍ମାନିତ ବ୍ୟକ୍ତିମାନଙ୍କୁ ଅଭିନନ୍ଦନ । ଦେଶ ପ୍ରତି ସମୃଦ୍ଧ ଓ ବିବିଧ ଯୋଗଦାନ ସାଙ୍ଗକୁ ଆମର ବିକାଶ ପଥ ବ୍ୟାପକ କରିବାରେ ସେମାନଙ୍କ ଉଦ୍ୟମକୁ ଭାରତ ସମ୍ମାନ ଜଣାଉଛି । #PeoplesPadma” Continue Reading #National-International#shaksinewsPM Modi 0 Share