ଗତ ୮ ବର୍ଷରେ ଉତ୍ତର-ପୂର୍ବାଞ୍ଚଳ ଅତୁଳନୀୟ ରୂପାନ୍ତରଣ ଦେଖିଛି: ପ୍ରଧାନମନ୍ତ୍ରୀ
ଯେକୌଣସି କ୍ଷେତ୍ର କଥା କୁହନ୍ତୁ, ଅଗଣିତ ସୁଫଳ ମିଳିଛି….
ଭୁବେନେଶ୍ଵର ପିଆଇବି : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଉତ୍ତର ପୂର୍ବାଞ୍ଚଳରେ ଅତୁଳନୀୟ ରୂପାନ୍ତରଣ ଯୋଗୁଁ ସେଠାକାର ବାସିନ୍ଦାମାନେ ବେଶ ଉପକୃତ ହେଉଛନ୍ତି ।
ଜଣେ ନାଗରିକଙ୍କ ଟ୍ୱିଟ ପ୍ରତ୍ୟୁତ୍ତରରେ ପ୍ରଧାନମନ୍ତ୍ରୀ କହିଛନ୍ତି;
“ଗତ ୮ ବର୍ଷରେ ଉତ୍ତର ପୂର୍ବାଞ୍ଚଳ ଅତୁଳନୀୟ ରୂପାନ୍ତରଣ ଦେଖିଛି, ଯାହାଦ୍ୱାରା ସେଠାକାର ବାସିନ୍ଦାମାନେ ବେଶ ଉପକୃତ ହେଉଛନ୍ତି । ଯେକୌଣସି କ୍ଷେତ୍ର କଥା କୁହନ୍ତୁ, ଅଗଣିତ ସୁଫଳ ମିଳିଛି ।”