ଏକ ଟ୍ୱିଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;
“ଶ୍ରୀ ଓପି କୋହଲି ଜୀଙ୍କ ବିୟୋଗରେ ଦୁଃଖିତ । ଦିଲ୍ଲୀରେ ଆମ ଦଳକୁ ମଜବୁତ କରିବାରେ ସେ ପ୍ରମୁଖ ଭୂମିକା ତୁଲାଇଥିଲେ । ସାଂସଦ ଓ ରାଜ୍ୟପାଳ ଭାବେ ଲୋକକଲ୍ୟାଣ ପ୍ରସଙ୍ଗକୁ ସେ ଗୁରୁତ୍ୱ ଦେଉଥିଲେ । ଶିକ୍ଷା କ୍ଷେତ୍ର ପ୍ରତି ମଧ୍ୟ ସେ ଅନୁରାଗୀ ଥିଲେ । ତାଙ୍କ ପରିବାରକୁ ସମବେଦନା ଜଣାଉଛି । ଓମ ଶାନ୍ତି ।”