ଦେଶର ବିଭିନ୍ନ ସ୍ଥାନରୁ ୧୦,୦୬୨ ବିଦ୍ୟାର୍ଥୀ ‘ଚିତାକୁ ଭାରତକୁ ଫେରାଇ ଆଣିବା ସଚେତନତା କାର୍ଯ୍ୟକ୍ରମ’ ରେ ଭାଗ ନେଇଛନ୍ତି By Shaksi News On Feb 22, 2023 ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟର ଏକ ଅଧୀନସ୍ଥ କାର୍ଯ୍ୟାଳୟ ନୂଆଦିଲ୍ଲୀ ସ୍ଥିତ ଜାତୀୟ ପ୍ରାକୃତିକ ଇତିହାସ ସଂଗ୍ରହାଳୟ ଏବଂ ମହୀଶୂର, ଭୋପାଳ, ଭୁବନେଶ୍ୱର ଏବଂ ସୱାଇ ମାଧୋପୁର ଠାରେ ଅବସ୍ଥିତ ଏହାର ଆଞ୍ଚଳିକ ସଂଗ୍ରହାଳୟ ଚିତାକୁ ଭାରତକୁ ଫେରାଇ ଆଣିବା – ଦେଶର ପ୍ରାକୃତିକ ଐତିହ୍ୟକୁ ଫେରାଇ ଆଣିବା ପାଇଁ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରିଥିଲେ । ଆହୁରି ପଢ଼ନ୍ତୁ... ୫୨ବର୍ଷ ପରେ ଭାରତ ହେଲା ODIର… Nov 2, 2026 ସ୍ବାସ୍ଥ୍ୟ ସମସ୍ୟା ଦୂର କରେ… Nov 2, 2026 ଶାହରୁଖ ଖାନ୍ ଙ୍କ ଜନ୍ମଦିନରେ… Nov 2, 2026 ରାମନାଗୁଡାରେ ଅନୁଷ୍ଠିତ ହେଲା ବ୍ଲକ… Nov 2, 2026 ଏହି ସଚେତନତା କାର୍ଯ୍ୟକ୍ରମକୁ ୧୪ – ୧୮ ଫେବୃୟାରୀ ୨୦୨୩ ପର୍ଯ୍ୟନ୍ତ ଆୟୋଜନ କରା ଯାଇଥିଲା ଏବଂ ଏଥିରେ ସମଗ୍ର ଦେଶର ୧୦,୦୬୨ ବିଦ୍ୟାର୍ଥୀ ଏଥିରେ ଭାଗ ନେଇଥିଲେ । Continue Reading pib bhubanewsar Share