ଗୁଜରାଟରେ ବରିଷ୍ଠ ମହିଳା ନାଗରିକଙ୍କ ପାଇଁ ଆୟୋଜିତ କ୍ରୀଡା ପ୍ରତିଯୋଗିତାକୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ

ପିଆଇବି, ଭୁବେନେଶ୍ଵର : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗୁଜରାଟରେ ବରିଷ୍ଠ ମହିଳା ନାଗରିକଙ୍କ ପାଇଁ ସ୍ୱତନ୍ତ୍ର ଭାବେ ଆୟୋଜିତ କ୍ରୀଡା ପ୍ରତିଯୋଗିତାର ନିଆରା ଉପକ୍ରମକୁ ପ୍ରଶଂସା କରିଛନ୍ତି ।

ଗୁଜରାଟରେ ବରିଷ୍ଠ ମହିଳା ନାଗରିକଙ୍କ ପାଇଁ ସ୍ୱତନ୍ତ୍ର ଭାବେ ଆୟୋଜିତ କ୍ରୀଡା ପ୍ରତିଯୋଗିତାର ନିଆରା ଉପକ୍ରମ ସମ୍ପର୍କରେ ଗୁଜରାଟ ସରକାରଙ୍କ ରାଷ୍ଟ୍ର ମନ୍ତ୍ରୀ ଶ୍ରୀ ହର୍ଷ ସାଂଘଭିଙ୍କ ଟ୍ୱିଟ ଶୃଙ୍ଖଳ ପ୍ରତ୍ୟୁତ୍ତରରେ ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;

“ପ୍ରଶଂସନୀୟ ।”