ପିଆଇବି, ଭୁବେନେଶ୍ଵର : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ଇଷ୍ଟର ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇବା ସହ ଏହି ବିଶେଷ ଅବସରରେ ଆମ ସମାଜରେ ସଂପ୍ରୀତି ଭାବନା ଆହୁରି ମଜବୁତ ହେଉ ବୋଲି କାମନା କରିଛନ୍ତି ।
ଏକ ଟ୍ୱିଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;
“ଇଷ୍ଟରର ଶୁଭକାମନା! ଏହି ବିଶେଷ ଅବସର ଆମ ସମାଜରେ ସଂପ୍ରୀତି ଭାବନାକୁ ଆହୁରି ମଜବୁତ କରୁ । ସମାଜ ସେବା ଓ ବଞ୍ଚିତଙ୍କୁ ସଶକ୍ତ କରିବାରେ ଏହା ଲୋକଙ୍କୁ ପ୍ରେରିତ କରୁ । ଆଜିର ଦିନ ପ୍ରଭୁ ଯୀଶୁଙ୍କ ପବିତ୍ର ବାଣୀକୁ ଆମେ ସ୍ମରଣ କରୁଛୁ ।”