ଆଶାକରୁ ଆପଣ ସମସ୍ତେ ଏହି ମଜାଳିଆ # ରେନିୱେଜର ଉପଭୋଗ କରୁଛନ୍ତି କିନ୍ତୁ ଏହା ଆପଣଙ୍କୁ ରାସ୍ତାରେ ବିଭ୍ରାନ୍ତ କରିବାକୁ ଦିଅନ୍ତୁ ନାହିଁ । ବର୍ଷା ସହ ଅତିଶୟ ବେଗରେ ଗାଡି ଚଳାଇଲେ ଦୁର୍ଘଟଣାର ସମ୍ଭାବନା ଅଧିକ।
ବର୍ଷା ଦିନ ରେ ସତର୍କତାର ସହିତ ଗାଡି ଚଳେଇଲେ ସୁରକ୍ଷିତ ଭାବେ ଗନ୍ତବ୍ୟ ସ୍ଥଳରେ ପହଂଚି ପାରିବେ। ଖୁସିରେ ବଞ୍ଚିବାକୁ ଯତ୍ନର ସହ ଗାଡି ଚଲାନ୍ତୁ! ରାଜ୍ୟ ପରିବହନ ପ୍ରାଧିକରଣ, ଓଡ଼ିଶା ଜଣ ହିତରେ ଜାରି।