କଲମ୍ବୋ : ଚଳିତ ଏସିଆ କପ୍ରେ ଭାରତ ନିଜ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ପାକିସ୍ତାନ ବିପକ୍ଷରେ ଜବରଦସ୍ତ ବିଜୟ ହାସଲ କରିଛି। ସୋମବାର ଅତିରିକ୍ତ ଦିବସରେ ପାକିସ୍ତାନକୁ ୨୨୮ ରନ୍ର ବଡ଼ ବ୍ୟବଧାନରେ ଭାରତ ପରାସ୍ତ କରିଛି। ମ୍ୟାଚ୍ରେ ଭାରତୀୟ ଦଳ ସମସ୍ତ ବିଭାଗରେ ଚମତ୍କାର ପ୍ରଦର୍ଶନ କରି ଏହି ସହଜ ବିଜୟ ହାସଲ କରିଛି।