ଆଫଗାନିସ୍ତାନରେ ଭୂକମ୍ପ ଝଟକା By Shaksi News On Oct 26, 2023 ଗତକାଲି ରାତି ପ୍ରାୟ ୧ଟା ୧୦ରେ ଏହି ଭୂକମ୍ପ ଅନୁଭୂତ ହୋଇଥିଲା। ଏହାର ତୀବ୍ରତା ରିକ୍ଟର ସ୍କେଲରେ ୪.୩ ରେକର୍ଡ କରାଯାଇଥିଲା। ଏହାର କେନ୍ଦ୍ର ସ୍ଥଳ ଭୂପୃଷ୍ଠରୁ ୧୫୦ କିଲୋମିଟର ଗଭୀରତାରେ ଥିଲା। Continue Reading earth quick Share