ମସ୍କୋ ଆକ୍ରମଣ ପ୍ରସଙ୍ଗରେ ଆମେରିକାକୁ ପ୍ରଶ୍ନ କରିଛି ରୁଷିଆ

ମାର୍ଚ୍ଚ ୨୩ ତାରିଖରେ ମସ୍କୋରେ କ୍ରୋକସ୍‌ ସିଟି ହଲ୍‌ ଆକ୍ରମଣ ପଛରେ ଇସ୍‌ଲାମିକ୍‌ ଷ୍ଟେଟ୍‌ର ହାତ ଥିବା ଯୁକ୍ତରାଷ୍ଟ୍ର ଆମେରିକାର ଦାବି ଉପରେ ରୁଷ୍‌ ସନ୍ଦେହ ପ୍ରକଟ କଲା । ଦୁଇ ଦଶନ୍ଧି ମଧ୍ୟରେ ରୁଷିଆରେ ହେଇଚି , ସବୁଠାରୁ ଭୟଙ୍କର ଆକ୍ରମଣ ପାଇଁ ଇସ୍ଲାମିକ ଷ୍ଟେଟ୍‌ ନିଜକୁ ଦାୟୀ କରିଛି, ଯାହାକୁ ଆମେରିକା ସର୍ବସାଧାରଣରେ ବିଶ୍ୱାସ କରୁଛି।