ସୁନ୍ଦରଗଡ଼: ଲେଫ୍ରିପଡ଼ା ଥାନା ଅନ୍ତର୍ଗତ ଅଁଳାବାହଲର ଜଣେ ଯୁବକଙ୍କୁ ଆକ୍ରମଣ ହୋଇଛି ।
ସେ ହେଉଛନ୍ତି ପ୍ରକାଶ ରାଉତ ବେକ୍ତିଗତ କଥାକୁ ନେଇ ଯୁବକଙ୍କ ମଧ୍ୟରେ ପାଟିତୁଣ୍ଡ ଲାଗିଥିଲା ପରେ ଅନ୍ୟ ତିନି ଯୁବକ କ୍ରୋଧରେ ତାଙ୍କୁ ଛୁରୀରେ ଆକ୍ରମଣ କରି କ୍ଷତାକ୍ତ କରିଦେଇଥିଲେ । ପରେ ପୋଲିସ ତିନି ଅଭିଯୁକ୍ତଙ୍କୁ ଗିରଫ କରିଛି ଓ ତାଙ୍କ ମଧ୍ୟରୁ ଜଣେ ନାବାଳକ ବୋଲି ସୂଚନା ମିଳିଛି ।