କେନ୍ଦୁଝର: ଶରତ କୁମାର ଗିରି ଓଏଏସ୍-ଏ (ଏସ୍ବି), ଏଲଏ (ଜେନେରାଲ) ଏବଂ ଜମି ଅଧିଗ୍ରହଣଙ୍କୁ ଲାଞ୍ଚ ଦାବି ଏବଂ ଗ୍ରହଣ କରିବା ନିମନ୍ତେ ଓଡିଶାର ଭିଜିଲାନ୍ସ ଗିରଫ କରିଛି ।
ନିଜ କାର୍ଯ୍ୟାଳୟରେ ୫୦ ହଜାର ଟଙ୍କା ଲାଞ୍ଚ ଗ୍ରହଣ କରୁଥିବା ସମୟରେ ଧରା ପଡିଛନ୍ତି ଭିଜିଲାନ୍ସ ଦ୍ୱାରା । ଜଣେ ବ୍ୟକ୍ତି ତାଙ୍କ ଜମି ବାଦରେ ଅଭିଯୋଗ କରିଥିଲେ ଜମି ଅଧିଗ୍ରହଣଙ୍କ ନିକଟରେ ଯେଉଁଠି ତାଙ୍କୁ ଲାଞ୍ଚ ମାଗି ଗ୍ରହଣ କରିଥିଲେ ଉପଜିଲ୍ଲାପାଳ । ଏହାର ଅନୁସନ୍ଧାନ ପାଇ ଭିଜିଲାନ୍ସ ଚଢ଼ାଉ କରିଥିଲା ଜମି ଅଧିଗ୍ରହଣ କାର୍ଯ୍ୟାଳୟରେ ।