ଆଇସିସି ଚାମ୍ପିୟନ୍ସ ଟ୍ରଫିରେ ବିଜୟରୁ ଅଭିଯାନ ଆରମ୍ଭ କଲା ଟିମ୍ ଇଣ୍ଡିଆ ପ୍ରଥମ ମ୍ୟାଚ୍ରେ ଭାରତୀୟ ଟିମର ଅଧିନାୟକ ରୋହିତ ଶର୍ମା ନୂଆ ରେକର୍ଡ କରିଛନ୍ତି। ଦ୍ବିତୀୟ ମୁକାବିଲାରେ ଭାରତ ବାଂଲାଦେଶକୁ ୬ ଓ୍ବିକେଟରେ ହରାଇଛି । ବାଂଲାଦେଶ ପ୍ରଥମେ ବ୍ୟାଟିଂ କରି ୨୨୮ ରନ୍ କରିଥିଲା । ଭାରତ ୪୬.୩ ଓଭରରେ ୪ ଓ୍ବିକେଟ୍ ହରାଇ ଲକ୍ଷ୍ୟକୁ ପୂରଣ କରିଛି ।