ଆସୁଛି ବାତ୍ୟା

୧୨ ଘଂଟାରେ ବାତ୍ୟା ସମ୍ଭାବନା
ଚଳିତ ବାତ୍ୟା ଋତୁରେ ଏହା ପ୍ରଥମ ବାତ୍ୟା
୨୪ ଘଂଟାରେ ଘନୀଭୂତ ହୋଇ ଗୋଟିଏ ଭୀଷଣ ବାତ୍ୟାର ରୂପ ନେଇପାରେ
ଓଡିଶା ଉପରେ ବାତ୍ୟାର କୌଣସି ପ୍ରଭାବ ପଡିବ ନାହିଁ