କ୍ୟୁ-ମ୍ୟାନେଜମେଣ୍ଟ୍ ବ୍ଯବସ୍ଥାର ଶୁଭାରମ୍ଭ

କମ୍ପ୍ୟୁଟର ପରିଚାଳିତ “କ୍ୟୁ-ମ୍ୟାନେଜମେଣ୍ଟ୍” ବ୍ଯବସ୍ଥାର..

ସୁବର୍ଣ୍ଣପୁର ଜନସାଧାରଣଙ୍କୁ ଜିଲ୍ଲା ପରିବହନ କାର୍ଯ୍ୟାଳୟରେ ସମୟୋଚିତ ତଥା ତ୍ବରିତ ସେବା ଯୋଗାଇଦେବା ଉଦ୍ଦେଶ୍ଯରେ କମ୍ପ୍ୟୁଟର ପରିଚାଳିତ “କ୍ୟୁ-ମ୍ୟାନେଜମେଣ୍ଟ୍” ବ୍ଯବସ୍ଥାର ଶୁଭାରମ୍ଭ କରାଯାଇଛି। ଏହା ଦ୍ବାରା ନାଗରିକମାନେ ଅନଲାଇନ୍ ମାଧ୍ୟମରେ ପରିବହନ କାର୍ଯ୍ଯାଳୟର ବିଭିନ୍ନ ସେବା ସହଜରେ ଉପଲବ୍ଧ କରିପାରିବେ।