Browsing Category
Breaking
Breaking News
ଓଡ଼ିଶା ପୋଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବାଲେଶ୍ୱରରୁ ଆଉ ଜଣେ ଯୁବକଙ୍କୁ ଗିରଫ କଲା…
ପୋଲିସ ସବ-ଇନ୍ସପେକ୍ଟର (ଏସଆଇ) ନିଯୁକ୍ତି ଦୁର୍ନୀତିର ତଦନ୍ତରେ ଓଡ଼ିଶା କ୍ରାଇମବ୍ରାଞ୍ଚ ଆହୁରି ଅଗ୍ରଗତି କରିଛି, ଗତକାଲି ବିଳମ୍ବିତ…
ମୁଖ୍ୟମନ୍ତ୍ରୀଙ୍କୁ ଘୋଷାଡିଲା ବିଜେଡି !
SI ପରୀକ୍ଷା ଜାଲିଆତିକୁ ନେଇ ବର୍ଷିଲା ବିଜେଡି । ତୁରନ୍ତ ସିବିଆଇ ତଦନ୍ତ ନହେଲେ ଆସନ୍ତା ୬ ତାରିଖରେ ବିଜୁ ଛାତ୍ର ଓ ଯୁବ ଜନତା ଦଳ…
ପଦ୍ମ ଧରିବେ ଶ୍ରୀମୟୀ !
ବିଜେପିରେ ମିଶିବେ ଶ୍ରିମୟୀ ମିଶ୍ର
ବିଜେଡିରୁ ନିଲମ୍ବନ ପରେ ଧରିବେ କି ପଦ୍ମ
ସୁଜାତାଙ୍କୁ ଟାର୍ଗେଟ ପରେ ବଢ଼ିଲା ଚର୍ଚ୍ଚା…
କର୍ଣ୍ଣାଟକ ଗୁମ୍ଫାରେ ମିଳିଲା ରୁଷୀୟ ମହିଳା
କର୍ଣ୍ଣାଟକର ଗୋକର୍ଣ୍ଣରେ ଦୁଇ ମାସ ଧରି ଗୁମ୍ଫାରେ ରହୁଥିବା ଜଣେ ରୁଷିଆନ୍ ମହିଳା ଏବଂ ତାଙ୍କ ଦୁଇ ଝିଅଙ୍କ ମାମଲାରେ, ସୁପ୍ରିମକୋର୍ଟ…
ନୋୟଲ ଟାଟାଙ୍କ ହାତରେ ନାହିଁ ଟାଟା ଗୋଷ୍ଠୀ
ନୋୟଲ ଟାଟା । ଟାଟା ଟ୍ରଷ୍ଟ ଅଧ୍ୟକ୍ଷ । ରତନ ଟାଟାଙ୍କ ପରଲୋକ ପରେ ଟାଟା ଗୋଷ୍ଠୀକୁ ସମ୍ଭାଳିବେ ଭାବିଥିଲେ ।
କିନ୍ତୁ ତାଙ୍କ ହାତରୁ…
ଆସିଲା ଖୁସି ଖବର କମିପାରେ ସୁନା ଦର!
ସୁନା ଏବଂ ରୂପାର ମୂଲ୍ୟରେ ବୃଦ୍ଧି ଜାରି ରହିଛି ଏବଂ ଏହା ପାଖାପାଖି 1,20,000 ଟଙ୍କାରେ ପହଞ୍ଚିଛି। ମୁମ୍ବାଇ ବୁଲିଆନ୍ ବଜାରରେ ସୁନାର…
ଦୀପାବଳିରେ କାହିଁକି କିଣିବା ଝାଡୁ
ହିନ୍ଦୁ ଧର୍ମରେ ଦୀପାବଳି ପର୍ବକୁ ଅତ୍ୟନ୍ତ ଶୁଭ ବୋଲି ବିବେଚନା କରାଯାଏ। ଏହା ଦେବୀ ଲକ୍ଷ୍ମୀ ଏବଂ ଭଗବାନ ଗଣେଶଙ୍କୁ ସମର୍ପିତ। ଏହି…
ବିଗ୍ ବସ୍ ଏବଂ ସଲମାନ ଖାନଙ୍କ ଉପରେ ବର୍ଷିଲେ ଦେବୋଲିନା
ବିବାଦୀୟ ରିଆଲିଟି ଶୋ' ବିଗ୍ ବସ୍ ସିଜିନ୍ ୧୯ ବହୁତ ଖବର ଶିରୋନାମା ସାଉଁଟିଛି। ପ୍ରତି ସପ୍ତାହରେ ଶୋ'ରେ କିଛି ନା କିଛି ବିବାଦ!-->!-->!-->…
ବିହାରରେ ଏକାକୀ ୨୪୩ ଆସନରେ ଲଢ଼ିବ ଆପ, ପ୍ରାର୍ଥୀଙ୍କ ପ୍ରଥମ ତାଲିକା ପ୍ରକାଶ
ବିହାରର ୨୪୩ଟି ଆସନ ପାଇଁ ନିର୍ବାଚନ ପାଇଁ ନାମାଙ୍କନ, ଭୋଟଦାନ ଏବଂ ଫଳାଫଳ ତାରିଖ ଆଜି ସନ୍ଧ୍ୟାରେ ଘୋଷଣା କରାଯିବ।ନିର୍ବାଚନ!-->!-->!-->…
ମନମୋହନଙ୍କ ଜାଲରେ ଫସିଗଲେ ମୋହନ
ମନମୋହନଙ୍କ ଜାଲରେ ଫସିଗଲେ ମୋହନ । ଏମିତି ଏକ ସନ୍ଦେହ କିଛି ଆଦିବାସୀ ନେତାଙ୍କ ମୁଣ୍ଡକୁ ଘାରିଛି । ସରଳିଆ ଲୋକଟା ଫସିଗଲା ଆଜ୍ଞା ।…